![]() |
କୃଷିକ୍ଷେତ୍ର ଉପରେ ଧ୍ୟାନ ଦେବେ । ଯାନବାହନ ସୁଖ ମିଳିବ । ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ମନସ୍କାମନା ପୂର୍ଣ୍ଣ ହେବ । ପରୋପକାରୀ ହେବେ । |
![]() |
ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ । ଯଶ ଅର୍ଜନ କରିପାରନ୍ତି । ସୁଖ ସମ୍ଭୋଗର ସୌଭାଗ୍ୟ ଅଛି । ଶୁଭ ଖବର ମିଳିବ । |
![]() |
ଦୂରୁହ କାର୍ଯ୍ୟଟି କରାୟତ୍ତ ହୋଇପାରେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ବିଭିନ୍ନ ଦିଗରୁ ଧନାଗମ ହେବ । ତ୍ୟାଗଶୀଳ ହେବେ । ନୀତିଜ୍ଞ ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ଅତିସୁଖୀ ଓ ସହିଷ୍ଣୁ ହେବେ । ମନ ପ୍ରଫୁଲ୍ଲ ରହିବ । |
![]() |
ଧନବାନ୍ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ଉପାର୍ଜନ ଉଣାହେବ ନାହିଁ । ଶାରୀରିକ ଶକ୍ତି ବୃଦ୍ଧି ପାଇବ । ସୁଖ ଓ ନିରାମୟ ଜୀବନଯାପନ କରିପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । ରୁଚିକର ଭୋଜନ ମିଳିବ । |
![]() |
କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ; ମାତ୍ର ଧୀରେ ସୁସ୍ଥେ । ମାର୍ଗ କଣ୍ଟକିତ ହୋଇପାରେ । ଦୀର୍ଘଦିନର ଆଶା ପୂରଣ ହେବ; ମାତ୍ର ଏଥିପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ମଧୁରଭାଷୀ ହେବେ । |
![]() |
ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସୁସମାଧାନ କରିପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ଉନ୍ନତ ମାର୍ଗରେ ଅଗ୍ରସର ହେବେ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ । କର୍ମତତ୍ପର ହେବେ । ପରୋପକାରୀ ହେବେ । ଆର୍ଥିକ ଉନ୍ନତି ଘଟିବ । |
![]() |
କର୍ମଚଞ୍ଚଳ ରହିବେ । ଆୟ ବୃଦ୍ଧି ହେବ । ସତ୍କାର୍ଯ୍ୟରେ ବ୍ୟୟ କରିପାରନ୍ତି । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ଦୟାଳୁ ସ୍ୱଭାବର ହେବେ । |
![]() |
ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମଧୁର କଥାରେ ଅନ୍ୟମାନଙ୍କୁ ବଶ କରି, କାର୍ଯ୍ୟ ହାସଲ କରିବେ । ପାରିବାରିକ ସୁଖ ମିଳିବ । ଭୋଗ ବିଳାସ କରିପାରନ୍ତି । ସମୃଦ୍ଧିର ମୂଳଦୁଆ ପଡ଼ିବ । ବିଚକ୍ଷଣ ବୁଦ୍ଧିଯୁକ୍ତ ଓ ସାହସୀ ହେବେ । |
![]() |
ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଧର୍ମ ମାର୍ଗରେ ମନୋନିବେଶ କରିବେ । ନୃତ୍ୟ ସଙ୍ଗୀତପ୍ରିୟ ହୋଇପାରନ୍ତି । ପାରିବାରିକ ସୁଖ ଅବ୍ୟାହତ ରହିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସତର୍କତାର ଦିନ । |
![]() |
ଶକ୍ତି ପ୍ରଦର୍ଶନ କରିପାରନ୍ତି । ଲୋକ ସଂପର୍କ ବୃଦ୍ଧି ପାଇବ । କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । କୁଶଳୀ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । |
![]() |
ବୁଦ୍ଧି, ବଳ ପ୍ରୟୋଗ କରି ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି । ଶରୀର ସୁସ୍ଥ ରହିବ । ଶତ୍ରୁକୁ ପରାଜିତ କରିପାରନ୍ତି । ଆନନ୍ଦ ଉତ୍ସବରେ ଯୋଗଦାନ କରିପାରନ୍ତି । ସମ୍ମାନିତ ହେବେ । ନୀତିନିଷ୍ଠ ହୋଇପାରନ୍ତି । |
![]() |
କେତେକ କ୍ଷେତ୍ରରେ ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବଦ୍ରଷ୍ଟା ସାଜି ପାରନ୍ତି । ପତ୍ନୀ ଗୃହର ପରିଚାଳନା ଦାୟିତ୍ୱ ନେବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି । ଧନାଗମ ହୋଇପାରେ । ରାଜକୃପା ମିଳିବ । |