![]() |
ନିଜ ବୁଦ୍ଧିରେ ଚାଲିଲେ ସୁଖ ସମ୍ମାନ ଲାଭ କରିବେ । ସୁସମ୍ୱାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ । |
![]() |
ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦରେ ବିଜୟୀ ହେବେ । ଧର୍ମମାର୍ଗକୁ ବାଛି ନେବେ । |
![]() |
କାର୍ଯ୍ୟ ଆନନ୍ଦଦାୟକ ହେବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ଶାରୀରିକ ସ୍ତରରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । |
![]() |
ମିଳିଥିବା ସୁଯୋଗର ସୁଉପଯୋଗ କରିବେ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ରୁଚିକର ଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିପାରନ୍ତି । |
![]() |
କଳ, ବଳ, କୌଶଳ ପ୍ରୟୋଗ କରି ଶତ୍ରୁକୁ ପରାଜିତ କରିବେ । ମାନସିକ ଶାନ୍ତି ଫେରି ପାଇବେ । ସୁସମ୍ୱାଦ ପାଇ ଖୁସି ହେବେ । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି । ଋଣ ପରିଶୋଧ କରିବେ । ସମସ୍ୟାର ସୁସମାଧାନ ହେବେ । |
![]() |
ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଅଧ୍ୟାପନା ପାଇଁ ପ୍ରସ୍ତୁତ ସ୍ୱରୂପ ଅଧ୍ୟନୟନରତ ହୋଇପାରନ୍ତି । ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁ ସମ୍ୱାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସରକାରୀ କାର୍ଯ୍ୟ ବିବାଦୀୟ ହୋଇପାରେ । |
![]() |
ପରିଶ୍ରମ ଯେତେ କଠିନ ହେଉ ବା ନ ହେଉ ତା’ର ମୂଲ୍ୟ ମିଳିବ । ଗୃହ ପରିବେଶ ବାସପଯୋଗୀ ହେବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଜିତେନ୍ଦ୍ରୀୟ ହେବେ । ପୁତ୍ର ସୁଖ ମିଳିପାରେ । ପରାକ୍ରମୀ ହେବେ । କୀର୍ତ୍ତିମାନ୍ ହେବେ । |
![]() |
ଆପଣଙ୍କ ଉପଦେଶ ଗ୍ରହଣୀୟ ହେବ । ଲୋକ ସଂପର୍କ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନ କରିପାରନ୍ତି । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । |
![]() |
ଅତୀତରେ ଘଟିଥିବା ବିବାଦୀୟ ଘଟଣାର ସୁସମାଧାନ କରିପାରନ୍ତି । ଆଶାବାଦୀ ହେବେ । ଚଞ୍ଚଳମନା ହୋଇପାରନ୍ତି । ବିବିଧ ଧନଯୁକ୍ତ ହେବେ । ଅତିସୁଖୀ ହୋଇପାରନ୍ତି । ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ । ନୀତିନିଷ୍ଠ ହେବେ । |
![]() |
ଚିନ୍ତାଧାରା ମହତ୍ ହୋଇପାରେ । ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ୱାଦ ଭୋଜନ ମିଳିବ । ସୁଖୀ ହେବେ । ସୁସ୍ଥ ରହିବେ । ନୂଆବନ୍ଧୁ ଜୁଟି ପାରନ୍ତି । |
![]() |
ଶତ୍ରୁକୁ ଆହ୍ୱାନ୍ ଦେଇପାରନ୍ତି । ଧର୍ମ କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ନୀତିନିଷ୍ଠ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ । ଖଣ୍ଡା ଧାରରେ ଚାଲିବାର ନିଷ୍ଠା ଅଛି । |
![]() |
ଆୟ ଆଶାନୁରୂପ ହେବ । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ । ଜ୍ଞାନଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ରାଜଦ୍ୱାରରେ ସମ୍ମାନିତ ହୋଇପାରନ୍ତି । |