 |
ଇନ୍ଦ୍ରନୀଳ, ଉର୍ଣ୍ଣ ଆଦି ନାନା ସୁନ୍ଦର ମୂଲ୍ୟବାନ୍ ବସ୍ତୁ ଦ୍ରବ୍ୟ ଲାଭ କରିପାରନ୍ତି । ପ୍ରଭୂତ ବିତ୍ତର ଅଧିକାରୀ ହେବେ। ରାଜନୀତିରେ ଉଚ୍ଚାସନ ମିଳିପାରେ। ମାତୃ କଲ୍ୟାଣ ମିଳିବ। |
 |
ରାଜନୀତିଜ୍ଞ ଓ କୂଟନୀତିଜ୍ଞ ହେବେ। କଠିନ ପରିଶ୍ରମୀ ହେବେ। ଶ୍ୱଶୁର ଘର ତରଫରୁ ଧନଲାଭ ହୋଇପାରେ। ଧର୍ମକ୍ଷେତ୍ରକୁଯାତ୍ରା ଯୋଗ ଅଛି। ପତ୍ନୀ ଆପଣଙ୍କୁ ଅନେକ ସମସ୍ୟାରୁ ଉଦ୍ଧାର କରିବେ। |
 |
ଧର୍ମକ୍ରିୟାରତ ହେବେ। ଯଶସ୍ୱୀ ହେବେ। ଧର୍ଯ୍ୟର ସହ ବିପଦର ମୁକାବିଲା କରିବେ। ଧନୀ ହେବେ। ମହାଜନୀ କାରବାର କରିପାରନ୍ତି। ବ୍ୟବସାୟରେ ଲାଭବାନ୍ ହେବେ। ପତ୍ନୀ ଗୃହ ନିପୁଣା ହେବେ। |
 |
ପରୋପକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ନାଶକ ହୋଇପାରନ୍ତି। ବିପଦରୁ ଶୀଘ୍ର ଉଦ୍ଧାର ପାଇବେ। ପତ୍ନୀ ଭାଗ୍ୟବତୀ ହୋଇପାରନ୍ତି। କାଶ, ବ୍ରଣ ଓ ଚର୍ମରୋଗରେ ଆକ୍ରାନ୍ତ ହୋଇପାରନ୍ତି। |
 |
ବିବାହ ବିଳମ୍ବ ହୋଇପାରେ। ପତ୍ନୀ ଆଜ୍ଞାକାରିଣୀ ଓ ସେବା ପରାୟଣା ହେବେ। ସୁଖୀ ଜୀବନ ହେବ। ସରକାରୀ ଧନ ମିଳିବ। ନିଜ ବାସସ୍ଥାନରୁ ଦୂରେଇ ରହି ବ୍ୟବସାୟ କଲେ ଭଲ ଲାଭ ହେବ। |
 |
ଶତ୍ରୁ ବିନାଶକାରୀ ହେବେ। ନିର୍ବାଚନରେ ବିଜୟୀ ହେବେ। ଉଚ୍ଚପଦପଦବୀରେ ଅଧିଷ୍ଠିତ ହେବେ। ସଫଳ ରାଜନୀତିଜ୍ଞ ହୋଇପାରନ୍ତି। ଆଇନ ପରାମର୍ଶଦାତା ହୋଇପାରନ୍ତି। ଈଶ୍ୱର ବିଶ୍ୱାସୀ ହେବେ। |
 |
ନ୍ୟାୟପ୍ରିୟ ହେବେ। ଅନୁସନ୍ଧାନକାରୀ ହୋଇପାରନ୍ତି। ଗମ୍ଭୀର ପ୍ରକୃତିଯୁକ୍ତ ହେବେ। କଳାବିଦ୍ୟା ନିପୁଣ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ଉଚ୍ଚ ଶିକ୍ଷିତ ଓ ମହାନ୍ ଡିଗ୍ରୀଧାରୀ ହେବେ। |
 |
ଧନୀ ହୋଇପାରନ୍ତି। ଗୃହ ପରିବେଶ ଉତ୍ତମ ମାନର ହେବ। ହୃଦୟରେ ଉତ୍ତମ ବିଚାରଧାରା ପ୍ରବାହିତ ହେବ। କଳାବସ୍ତୁ, ତୈଳ ଓ ପରିଧାନ ବ୍ୟବସାୟ ଲାଭପ୍ରଦ ହେବ। ଚତୁର ହେବେ। |
 |
ଧନୀ ହେବେ। ଦୀର୍ଘାୟୁହୋଇପାରନ୍ତି। ମାଲିମୋକଦ୍ଦମା ଓ ନିର୍ବାଚନରେ ବିଜୟୀ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। କୂଟନୀତିଜ୍ଞ ହେବେ। ସଂଯମୀ ହେବେ। ଆତ୍ମଜ୍ଞାନ ଶକ୍ତିସମ୍ପନ୍ନ ଓ ପ୍ରଯତ୍ନଶୀଳ ହେବେ। |
 |
କୋଇଲା, ଚମଡ଼ା ଜୋତା, ମେସିନାରୀ ଓ ତୈଳାଦି ବ୍ୟବସାୟ ଲାଭଜନକ ହେବ। ପରିଶ୍ରମୀ ହେବେ। ଗୁରୁଭକ୍ତି ଯୁକ୍ତ ହେବେ। ପୈତୃକ ସମ୍ପତ୍ତିଭୋଗ କରିବେ। ଦୟାଳୁ ଓ ନ୍ୟାୟପ୍ରିୟ ହେବେ। |
 |
ଧନବାନ୍, ଶାନ୍ତିପ୍ରିୟ, ଦୀର୍ଘଜୀବୀ, ରାଜନୀତିଜ୍ଞ, ଶତ୍ରୁବିନାଶକ ହେବେ। ସେବା ପରାୟଣ, ଉଚ୍ଚକୋଟୀର ଲେଖାରେ ଜନମାନସକୁ ଦିଗ୍ଦର୍ଶନ ଦେବେ। ପ୍ରବଳ ଉଦ୍ୟମୀ ହେବେ। |
 |
ପ୍ରଭାବଶାଳୀ ହେବେ।ପୁରୁଷାର୍ଥୀ, ସମ୍ପୂର୍ଣ୍ଣ ପରିବାର ବିଭିନ୍ନ ବିଦ୍ୟାରେ ପ୍ରବୀଣ ହୋଇପାରନ୍ତି। ପତ୍ନୀ ରୂପବତୀ ଓ ସୌଭାଗ୍ୟବତୀ ହେବେ। କୃଷି କର୍ମରୁ ଲାଭ ପ୍ରାପ୍ତିର ସୂଚନା ମିଳୁଛି। ତୈଳ ବ୍ୟବସାୟରୁ ଲାଭ ହେବ। |
For daily odia rashiphala visit our website daily in the morning. This is compiled from a trusted source.
Comments
comments