 | ଆଜିର ଦଶମ ଚନ୍ଦ୍ର ପ୍ରଭାବରେ କର୍ମକ୍ଷେତ୍ରରେ ଆଲୋଚନାରେ ଅଗ୍ରଣୀ ହେବୋ। କିନ୍ତୁ ଲ- ନାମାକ୍ଷର ବ୍ୟକ୍ତିମାନେ ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବା। ବିବାଦୀୟ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପିବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ଆକସ୍ମିକ ସାମୟିକ ବିବାଦ ଦେଖାଦେଇ ପଡ଼ିପାରେ । |
 | ଆଜି ବିଶେଷ କାର୍ଯ୍ୟବ୍ୟମ୍ତ ଯୋଗୁ କେତେକ କାମ ଠିକ୍ ସମୟରେ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ନିଜର ସ୍ବାର୍ଥ ହାସଲ କରିପାରନ୍ତି। ମାତ୍ର ବ- ନାମାକ୍ଷର ବ୍ୟକ୍ତିମାନେ ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ଯ ମନଟା ଭଲ ଲାଗିବ ନାହିଁ। ଆନୁଷ୍ଠାନିକ କାମ ସକାଶେ ବ୍ୟସ୍ତ ରହିପାରନ୍ତି । |
 | ଆଜି ଯେତିକି ପାଇବେ ତାହାର ଦୁଇଗୁଣା ଖର୍ଚ୍ଚ କରିବାକୁ ବାଧ୍ଯ ହେବେ। କୌଣସି ବ୍ୟକ୍ତିଙ୍କୁ କଟୁସତ୍ୟ କହିବା ଦ୍ବାରା ସେମାନଙ୍କ ସହ ତିଭ୍ତତା ସୃଷ୍ଟି ଆଶଙ୍କା ରହିଛି। କର୍ମାରମ୍ଭ ପାଇଁ ପରିବାରରୁ ପୂଣି ସହଯୋଗ ପାଇବେ ଓ କାମଟି ମଧ୍ଯ କରିବେ। ଆନୁଷ୍ପାନିକକ୍ଷେତ୍ରରେ ସଂଗଠନ ମଜଭୁତ ହେବ। କାମ ଆରମ୍ଭ କରି ପ୍ରଶଂସିତ ହେବେ। |
 | ସାଧାରଣ କଥାକୁ କେନ୍ଦ୍ରକରି ଭାଇ, ବନ୍ଧୁ ଓ କୁଟୁମ୍ବଙ୍କ ସହ ପାଟିତୁଣ୍ଡ ସମ୍ଭାବନା ରହିଛି। କିନ୍ତୁ ହ- ନାମାକ୍ଷର ବ୍ୟକ୍ତିମାନେ ଜଣେ ପ୍ରତିଯଷ୍ନାବାନ୍ ବ୍ୟକ୍ତିଙ୍କ ସାନିଧ୍ଯ ଲାଭ କରି ଆତ୍ମବିଭୋର ହୋଇପାରନ୍ତି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବା କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ। |
 | ମଘା ନକ୍ଷତ୍ର କୌଣସି କଥା ବିଚାର ନ କରି ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ମୂଲ୍ୟହୀନ କାମ କରିପାରନ୍ତି। କ୍ରୀଡା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ। କଚେରୀ ମାମଲାର ଶୁଣାଣିରୁ ମନ ଖୁସୀ ରହିବ। ପରିବାରବର୍ଗଙ୍କ ସହାୟତା ପାଇବେ ଓ ଖୁସି ମନରେ କାମ କରିବେ। |
 | ଉଦ୍ୟମ ଜାରି ରଖିଲେ ମଧ୍ଯ ସହଜରେ କାମ ହାସଲ କରିବା କଷ୍ଟକର ହୋଇପାରେ। ଜମା ପଡ଼ୁ ନ ଥିବା ବନ୍ଧୁ କିମ୍ବା ଶତୁତା କରୁଥୁବା ଲୋକଟି ମନକୁ ବାଧିଲା ଭଳି କଥା କହିବେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦ୍ରଃଖ ଦେଇପାରେ। ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି |
 | ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାର କଳ୍ପନା କରି ମାନସି ସ୍ଥିତି ଭଲ ରହିବ ନାହିଁ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ, ମାତ୍ର ଆପଣ କର୍ମମୁଖର ହୋଇଯିବେ। ସ୍ବାତୀ ନକ୍ଷତ୍ରର ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢ଼ିଯିବ। ହିତୈଷୀମାନଙ୍କ ଦ୍ବାରା ପ୍ରଭାବିତ ହୋଇ ସତ୍ସଙ୍ଗ ଓ ଧର୍ମ ଚର୍ଚ୍ଚା କିମ୍ବା ଆନୁଷ୍ଠାନିକ ଦିଗକୁ ମନ ବଳାଇବେ। |
 | ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ପ୍ରାୟତଃ ମନ୍ଦ ହେବନି । କିନ୍ତୁ ସାମୟିକ ଭାବରେ ଉପକୃତ ବ୍ୟକ୍ତିମାନେ ହିଁ ଅନିଷ୍ଟ ଚିନ୍ତା କରିବେ। ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନ୍ନ କରି ସଫଳ ହେବେ। ପ୍ରଶାସନ ଓ ପରିବହନରେ ସମସ୍ୟା ଦେଖା ଦେଇଥିଲେ ସୁଦ୍ଧା ବିଶେଷ କିଛି ଅସୁବିଧା ହେବନାହିଁ। |
 | ସମସ୍ୟା ମଧ୍ଯରେ ଚଳିବାକୁ ପଡଢ଼ୁଥୁଲେ ମଧ୍ଯ ଆଜି କିଛିଟା ସାନ୍ଧନାଦାୟକ ସ୍ଥିତି ଦେଖାଦେବ । କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ । ଅଫିସରେ ସହକର୍ମୀ ମାନଙ୍କ ସହ ମିଷ୍ଟାଳାପରେ ମାତି ରହିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତୁଟି ଅସୁବିଧାରେ ପକାଇପାରେ । |
 | କାମ ହାସଲ ସକାଶେ ବିଶ୍ବାସ ଜନ୍ମାଇ ଜଣେ ବନ୍ଧୁଙ୍କୁ ପାରି ଅନୁରୋଧ କରିପାରନ୍ତି ପୂର୍ବ ବିବାଦକୁ କେନ୍ଦ୍ରକରି ବିଭିନ୍ନ ଝମେଲା ସୃଷ୍ଟି କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ। ଅନ୍ୟମନସ୍କ କିମ୍ବା ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । |
 | ବିଭିନ୍ନ ପ୍ରତିରୋଧର ସାମନା କରି ଦିନଟିକୁ ଅତିବାହିତ କରିବାକୁ ପଡ଼ିପାରେ। ବାଣିଜ୍ୟ ଓ ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ପାଟିତୁଣ୍ଡ ଲାଗି ରହିବ। ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରି ପାରନ୍ତି। ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। |
 | ବୁଝାମଣା ଅଭାବରୁ ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହେବେ। ପରିସ୍ଥିତି ବଶତଃ ଧାରକରଜ କରି ଆବଶ୍ୟକତାକୁ ଚଳାଇ ନେବେ। ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ । ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି କୁ ବିଶ୍ବାସ କରି ଖାଲରେ ପଡ଼ିପାରନ୍ତି । |