![]() |
ଦିନଟି ଉତ୍ସାହରେ ପୂର୍ଣ୍ଣ ରହିବା ଅଳଙ୍କାର ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଶିକ୍ଷାର୍ଥୀ ନୂଆ ପାଠ୍ୟକ୍ରମରେ ପ୍ରବେଶ ଲାଗି ନିଷ୍ପତ୍ତି ନେବେ। ଘର ପାଇଁ ଜିନିଷ କିଣିବେ। |
![]() |
ବ୍ୟବସାୟୀଙ୍କୁ କୌଣସି ବଡ଼ କଂପାନିରୁ ଅର୍ଡର ମିଳିବ। ପାରିବାରିକ ଜୀବନରେ ଉତ୍ସାହର ପରିବେଶ ରହିବ। ପଡ଼ୋଶୀ ଆପଣଙ୍କୁ କାମରେ ସାହାଯ୍ୟ କରିବେ। |
![]() |
ଚାକିରି ବୃତ୍ତିରେ ଆପଣଙ୍କ କ୍ଷମତାଠୁଁ ଅଧିକ ଦାୟିତ୍ୱ ନେବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ। ଛାତ୍ରଙ୍କୁ କୌଣଗି କାମରେ ଭଲ ପରିଣାମ ମିଳିବ |
![]() |
ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସରେ ବ୍ୟର୍ଥ କଥାଠୁଁ ଦୂରରେ ରୁହନ୍ତୁ। ନୂଆ ପ୍ରକଳ୍ପରେ କାମ କରିବା ଲାଗି ଭଲ ଦିନଟିଏ। ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। |
![]() |
ମାତାପିତାଙ୍କ ଅଶୀର୍ବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। ରାଜନେତାମାନେ ସକ୍ରିୟ ଭୂମିକା ନିର୍ବାହ କରିବେ। ପିଲାମାନଙ୍କ ଲାଗି ଅଧିକ ଖର୍ଚ୍ଚ ହେବ। |
![]() |
ସମାଜରେ ମାନ ସମ୍ମାନ ବଢ଼ିବ। ବିବାହିତଙ୍କ ଜୀବନରେ ସବୁ କିଛି ଭଲ ରହିବ। ଆପଣଙ୍କ କାମ କମ୍ ସମୟରେ ସଂପୂର୍ଣ୍ଣ ହୋଇଯିବ। ପରିବାର ଲୋକେ ଆପଣଙ୍କ ସପକ୍ଷରେ ରହିବେ। |
![]() |
ଆପଣ ନିଜର କାମ ନିଜେ କରନ୍ତୁ ଅନ୍ୟମାନଙ୍କ ଭରଷା ଛାଡ଼ନ୍ତୁ ନାହିଁ। ପିଲାମାନେ ଖେଳକୁଦରେ ଅଧିକ ସମୟ ଦେବେ। ପ୍ରେମ ଜୀବନ ଭଲ ରହିବ। |
![]() |
ପୂର୍ବରୁ କରିଆସୁଥିବା ଯୋଜନା ସଂପୂର୍ଣ ହେବ। ପରିବାରରେ ସମସ୍ତଙ୍କ ସହ ସମ୍ବନ୍ଧ ଭଲ ରହିବ। ନୂଆ ବେପାର ଆରମ୍ଭ କରିପାରନ୍ତି। ଅଫିସରେ ପରିସ୍ଥିତି ଠିକ୍ ରହିବ। |
![]() |
ଆପଣଙ୍କ ମନ ଲେଖାଲେଖି କାର୍ଯ୍ୟରେ ଲାଗି ରହିବ। ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଅଫିସରେ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କାର ପାଇବେ। |
![]() |
ମନପ୍ରାଣ ଢାଳି କାମ କଲେ ସଫଳତା ପାଇବେ। ସମସ୍ତଙ୍କ ସହ ଭଲ ମମ୍ବନ୍ଧ ବଜାୟ ରଖନ୍ତୁ। କୌଣସି ବନ୍ଧୁ ସହ ମିଶିବା ଲାଗି ମନରେ ଯୋଜନା କରିବେ। |
![]() |
ବ୍ୟବସାୟ ନେଇ ନିକଟ ସଂପର୍କୀୟଙ୍କର ସାହାର୍ଯ୍ୟ ପାଇବେ। ଛାତ୍ର କୌଣସି ପ୍ରତିଯୋଗିତାରେ ଭାଗ ନେବେ। ନବବିବାହିତ ଦମ୍ପତିଙ୍କ ମମ୍ବନ୍ଧରେ ମଧୁରତା ବଜାୟ ରହିବ। |
![]() |
ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ଉଜ୍ଜ୍ୱଳ ଭବିଷ୍ୟତ ଲାଗି ଯୋଜନା କରିବେ। ବ୍ୟବସାୟୀ କିଛି ବଡ଼ ଲୋକଙ୍କ ମହ ମିଶିବେ। ପାରିବାରିକ ଜୀବନ ସୁଖମୟ ହେବ। |