![]() |
ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। କୌଣସି ଉଚ୍ଚ ଅଧିକାରୀଙ୍କ ସହ ଆପଣଙ୍କର ସଂପର୍କ ସ୍ଥାପନ ହେବ। କାର୍ଯ୍ୟ ସଂପୂର୍ଣ୍ଣ କରିବା ଲାଗି ଭାଇ ଭଉଣୀଙ୍କର ସାହାଯ୍ୟ ନେବେ। |
![]() |
କାହାରିକୁ ଅଯାଚିତ ପରାମର୍ଶ ଦିଅନ୍ତୁ ନାହିଁ। ନୂଆ କାମ ଆରମ୍ଭ କରିପାରନ୍ତି। ପାରିବାରିକ ଜୀବନରେ ଖୁସିର ଆଗମନ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଭଲ। |
![]() |
ଶିକ୍ଷା ସଂସ୍ଥାରେ ଥିବା ଲୋକଙ୍କୁ ବିଶେଷ ଲାଭ ହେବ। ଭାବିଥିବା କାମ ପୂରା ହେବ। ବ୍ୟବସାୟରେ ପ୍ରଗତି ପାଇଁ ଦିନଟି ଭଲ।ପୁରୁଣା ବନ୍ଧୁ ସହ ମିଶି। ପାଇବେ। |
![]() |
କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ଧୌର୍ଯ୍ୟ ଓ ସଂଯମର ସହ କାମ କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଆତ୍ମ ବିଶ୍ୱାସ ଛାତ୍ରଙ୍କ କାମରେ ଆସିବ। |
![]() |
ଲୋକେ ଆପଣଙ୍କ ଦ୍ଵାରା ଯଥେଷ୍ଟ ପ୍ରଭାବିତ ହେବେ। ଅଫିସରେ ଆପଣଙ୍କ କାମର ଖୁବ୍ ପ୍ରଶଂସା ହେବ। ରାଜନୀତିରେ ସଫଳତା ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। |
![]() |
ବନ୍ଧୁଙ୍କର ଘରକୁ ଯିବା ଆସିବା ଲାଗି ରହିବ। ସୁସମ୍ବାଦ ପାଇବେ ଦାମ୍ପତ୍ୟ ଜାବନରେ ମିଷ୍ଟତା ବଜାୟ ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ମିଳିବ। |
![]() |
ବେପାରରେ ସାମାନ୍ୟ ଲାଭ ପାଇବେ ପାରିବାରିକ ସୁଖ ବୃଦ୍ଧି ହେବ। କ୍ୟାରିୟରରେ ଉତ୍ଥାନପତନର ସ୍ଥିତି ରହିବ। ସହଯୋଗୀଙ୍କ ସାହାଯ୍ୟ କମ୍ ମିଳିପାରେ। |
![]() |
ଉପରିସ୍ଥ କର୍ମଚାରାଙ୍କ ସହ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କ୍ୟାରିୟରରେ ଉନ୍ନତିର ଯୋଗ ରହିଛି। ପୂର୍ବରୁ ନେଇଥିବା ନିଷ୍ପତି ଆପଣଙ୍କୁ ଭଲ ଫଳ ଦେବ। |
![]() |
କାର୍ଯ୍ୟଯେତ୍ରରେ ନୂଆ ବିଚାରର ସମାବେଶ ହେବ। ଅଧିକାରୀ ବର୍ଗ ଆପଣଙ୍କ କାମରେ ଖୁସି ରହିବେ। କାର୍ଯ୍ୟରେ ଜୀବନସାଥୀଙ୍କ ସହଯୋଗ ପାଇଵେ। ଘରକୁ ପ୍ରିୟବନ୍ଧୁ ଆସିବେ। |
![]() |
କୌଣସି କାମରେ ଜୀବନସାଥୀଙ୍କ ସାହାଯ୍ୟ ଲୋଡ଼ିବେ। ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ ଆର୍ଥିକ କ୍ଷେତ୍ରରେ ସ୍ଥିରତା ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ପ୍ରଚୁର ରହିବ। |
![]() |
ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କ କଥାକୁ ଧ୍ୟାନ ଦେଇ ଶୁଣିବେ। ନୂଆ ବ୍ୟବସାୟରେ ସଫଳତା ପାଇବେ। ଛାତ୍ରଙ୍କ କ୍ୟାରିୟରରେ ଦିନଟି ନୂଆ ପରିବର୍ତ୍ତନ ଆଣିବ। |
![]() |
ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଚାକିରିରେ ପଦୋନ୍ନତିର ଯୋଗ ଅଛି। ଆପଣଙ୍କୁ ଲାଭର ଅବସର ମିଳିବ। କୌଣସି ବନ୍ଧୁ ଆପଣଙ୍କୁ ଦେଖା କରିବା ପାଇଁ ଘରକୁ ଆସିପାରନ୍ତି। |