![]() | ଆଜି ଦିନ ଭିତରେ ଯାହା ଘଟଣା ଘଟିବ,ତାହା ସୁଖବୋଧ ହେବ |କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ |ସୁସ୍ବାଦୁ ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ |ଶୁଭ ଅଙ୍କ ୯ ଓ ଶୁଭ ରଙ୍ଗ ଲାଲ୍ | |
![]() | ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ |ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ |ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି |ଋଣ ପରିଶୋଧ କରିବେ |ଶୁଭ ରଙ୍ଗ ଧଳା ଓ ଶୁଭ ଅଙ୍କ ୨ | |
![]() | ପ୍ରବଚନ ପ୍ରଦାନର ପୂର୍ବ ପ୍ରସ୍ତୁତିସ୍ବରୁପ ଶାସ୍ତ୍ର ଅଧ୍ୟୟନରତ ମନୋନିବେଶ କରିବେ |ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ |ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି |ଶୁଭ ଅଙ୍କ ୫ ଓ ଶୁଭ ରଙ୍ଗ ସବୁଜ | |
![]() | କାର୍ଯ୍ୟ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ |କେତେକ କ୍ଷେତ୍ରରେ ଭୁଲ ବୁଝମଣା ଘଟିଲେ ବି ପରେ ପରେ ସୁଧାର ଆସିବ |କୃଷି କ୍ଷେତ୍ରରେ ଭଲ ଆୟ ଆସିବ |ଶୁଭ ଅଙ୍କ ୨ ଓ ଶୁଭ ରଙ୍ଗ ଧଳା | |
![]() | ଆର୍ଥିକ ସ୍ବଚ୍ଛଳତା ଦେଖାଦେବ |ଦେବଦର୍ଶନରେ ସୌଭାଗ୍ୟ ଅଛି |ଅଶାନ୍ତି ଦୂର ହେବ |ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି |ଧର୍ମୀୟ ଚିନ୍ତନଯୁକ୍ତ ହେବେ |ଶୁଭସଂଖ୍ୟା ୧ ଓ ଶୁଭ ରଙ୍ଗ ଗୋଲାପି| |
![]() | ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି |ମତିବାନ୍ ହେବେ |ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି |କୀର୍ତ୍ତିମାନ୍ ହେବେ |ସହିଷ୍ଣୁ ଓ ଅତିସୁଖୀ ହୋଇପାରନ୍ତି | ଶୁଭସଂଖ୍ୟା ୫ ଓ ଶୁଭ ରଙ୍ଗ ସବୁଜ | |
![]() | ଆୟ ଆଶାନୁରୂପ ହେବ |ବନ୍ଧୁ ବା ସରକାରୀ ସହାୟତାରେ ଲାଭବାନ୍ ହେବେ |ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ |ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ |ଶୁଭସଂଖ୍ୟା ୬ ଓ ଶୁଭ ରଙ୍ଗ ଧଳା | |
![]() | ବିବାଦୀୟ ବିତର୍କରେ ଭାଗ ନନେଇ ନିରବ ଦର୍ଶକ ସାଜିପାରନ୍ତି |ଥଣ୍ଡାଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି |ମଧୁର କଥାରେ ପରକୁ ଆପଣାର କରିପାରନ୍ତି |ଶୁଭସଂଖ୍ୟା ୯ ଓ ଶୁଭ ରଙ୍ଗ ଲାଲ୍ | |
![]() | ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ |ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି |ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି |କାର୍ଯ୍ୟରେ ସଫଳ ହେବେ |ଶୁଭସଂଖ୍ୟା ୩ ଓ ଶୁଭ ରଙ୍ଗ ହଳଦୀ | |
![]() | କର୍ମକ୍ଷେତ୍ରକୁ ଉଜ୍ଜ୍ବଳମୟ କରିପାରନ୍ତି |ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ |ବିବାଦୀୟ ଘଟଣାରେ ବିଜୟୀ ଲାଭ କରିବେ |ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ |ଶୁଭସଂଖ୍ୟା ୪ ଓ ଶୁଭ ରଙ୍ଗ କମଳା| |
![]() | କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ |ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍ବ୍ୟବହାର କରିବେ |ପ୍ରତିଯୋଗିତାରେ କୃତିତ୍ବ ଲାଭ କରିବେ |ଶୁଭସଂଖ୍ୟା ୮ ଓ ଶୁଭ ରଙ୍ଗ କଳା | |
![]() | ଆର୍ଥିକ ସ୍ଥିତି ନିମ୍ନଗାମୀ ହୋଇପାରେ |ସାରାଦିନ ଅସୂୟା ମନୋଭାବର ହୋଇପାରନ୍ତି |ଦୁଶ୍ୱିନ୍ତାରେ ଗତି କରିବେ |ଜଳଯାତ୍ରରେ ବିପଦ ଅଛି |ଶୁଭସଂଖ୍ୟା ୩ ଓ ଶୁଭ ରଙ୍ଗ ହଳଦୀ | |