![]() | ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦୋକାନୀଙ୍କ ଲାଗି ଦିନଟି ଲାଭପ୍ରଦ ପ୍ରିୟଜନଙ୍କ ଠାରୁ ପସନ୍ଦର ଉପହାର ମିଳିବ। |
![]() | ରାଜନୀତି ଯେତେ ବ୍ୟକ୍ତିଙ୍କ ଲାଗି ଦିନଟି ବିଶେଷ ରହିବ। ବହୁ ଦିନର ସପ୍ନ ସାକାର ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେବେ। |
![]() | ଇଷ୍ଟଦେବଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଅଫିସରେ ଆପଣଙ୍କୁ କୌଣସି ବଡ଼ କାମର ଦାଯିତ୍ଵ ଦିଆଯିବ। ପେସାଦାର ବ୍ୟବସାୟୀ ଭଲ ଜାଗାରେ ନିବେଶ ଲାଗି ସୁଯୋଗ ପାଇବେ। |
![]() | ଏକ ତରଫା ଚିନ୍ତା ଅଡୁଆରେ ପକାଇପାରେ କୌଣସି କାମରେ ବ୍ୟସ୍ତ ରହିବେ। ଭୂସଂପତ୍ତିରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ବିବାହିତଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। |
![]() | ନିଜର ପ୍ରତିଭା ବିକଶିତ କରିବା ଲାଗି ଅବସର ପାଇବେ। ଦେଶ ରାଜନୀତିରେ ସକ୍ରିୟ ଭୂମିକା ନେବେ। ବ୍ୟବସାୟରେ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। |
![]() | ଠିକ ଦିଗରେ କରୁଥିବା ପ୍ରୟାସର ସଫଳତା ପାଇବେ। ବିରୋଧୀ ଦୂରତ୍ୱ ବଜାୟ ରଖିବେ। ସନ୍ଧ୍ୟାରେ ସମୟ ଅତିବାହିତ କରିବା ଲାଗି ପ୍ରେମିକ ପ୍ରେମିକାଙ୍କ ପାଇଁ ଭଲ ଦିନଟିଏ। |
![]() | ଲୋକମାନଙ୍କର ବିଶ୍ଵାସ ଆପଣଙ୍କ ଉପରେ ଅତୁଟ ରହିବ। ନିର୍ଦ୍ଧାରିତ ସମୟରେ କାମ ସଂପୂର୍ଣ କରିନିଅନ୍ତୁ, ଆପଣଙ୍କ ଲାଗି ଭଲ ହେବ। ପରିବାର ସହ ଅଧିକ ସମୟ ଅତିବାହିତ କରିବେ। |
![]() | ଆପଣଙ୍କାର କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଆର୍ଥିକ ରୂପେ ଆପଣଙ୍କର ପ୍ରଗତି ହେବ। ଜୀବନସାଥୀଙ୍କର ପୂରା ସହଯୋଗ ପାଇବେ। ବ୍ୟବସାୟ କାମରେ ଦୂରସ୍ତାନକୁ ଯାଇପାରନ୍ତି। |
![]() | ବ୍ୟବସାୟରେ ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। କୌଣସି ଅଜଣା ବ୍ୟକ୍ତି ଆପଣଙ୍କୁ କାମରେ ସାହାଯ୍ୟ କରିବେ ବନ୍ଧୁମାନଙ୍କ ସହ ସମ୍ବନ୍ଧ ମଜଭୁତ ହେବ ଛାତ୍ରଙ୍କୁ ପରିଶ୍ରମ କରିବାକୁ ହେବ। |
![]() | ପରିବାରରେ ଉତ୍ସାହ ବଜାୟ ରହିବ। ଆପଣଙ୍କ ପାଖକୁ ଧନଲାଭ ହେବା ଭଳି କାମ ଆସିବ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ ପ୍ରେମିକ ପ୍ରେମିକା ଦର୍ଶନୀୟ ସ୍ତାନକୁ ବୁଲି ଯିବେ। |
![]() | ମନ ଆଧ୍ୟାତ୍ମିକତା ପ୍ରତି ଅଧିକ ରହିବ। ଆପଣଙ୍କ ସଂପର୍କରେ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସହ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। |
![]() | ବୁଝିସୁଝି ବଡ଼ ନିଷ୍ପତ୍ତି ନିଅନ୍ତୁ କାମର ଅଧିକତା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ମହିଳାମାନଙ୍କ ଲାଗି ଦିନଟି ମହତ୍ଵପୂର୍ଣ୍ଣ ରହିବ। ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ। |