![]() |
ମୂଲ୍ୟବାନ୍ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ବିନୟୀ ସ୍ୱଭାବର ହେବେ। ପ୍ରଥିତ ପ୍ରତାପ ସମ୍ପନ୍ନ ହୋଇପାରନ୍ତି। ଦୃଢ଼ ପୌରୁଷର ଅଧିକାରୀ ହୋଇପାରନ୍ତି। |
![]() |
ଜନସାଧାରଣଙ୍କ ଆଦର ଓ ସମ୍ମାନର ପାତ୍ର ହେବେ। କୌଶଳରେ କାର୍ଯ୍ୟ ହାସଲ କରିବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଅର୍ଥପ୍ରାପ୍ତ୍ ହେବେ। ସନ୍ମାର୍ଗୀ ହେବେ। ଧନବାନ୍ ହୋଇପାରନ୍ତି। |
![]() |
ଅତିଥି ପରାୟଣ ହେବେ। ଧର୍ଯ୍ୟର ସହ ସଂଘଟିତ ହେଉଥିବା ବିପଦର ମୁକାବିଲା କରିବାରେ ପାରଙ୍ଗମ ହେବେ। ଗୁରୁଗୌରବ ଅର୍ଜନ କରିପାରନ୍ତି।ଦିନଟିରେ ସତର୍କତାର ସହ ଚଳିବାକୁ ପଡ଼ିବ। |
![]() |
ଶଭକାର୍ଯ୍ୟ ସମ୍ପାଦିତ ହେବ। ଯାହା ଘଟଣା ଘଟିବ; ସଖୁବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସୁସ୍ୱାଦୁଭୋଜନ ସହ ଆନନ୍ଦ ଉପଭୋଗ କରିବେ। ରାଜନୀତିରେ ପାରଙ୍ଗମ ହେବେ। |
![]() |
ବନ୍ଧୁଙ୍କ ସହିତ ସମ୍ପର୍କର ଖିଅ ଦୃଢ଼ ରହିବ। ସୁଖ-ସମ୍ଭୋଗର ଦିନଟି ଆଜି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତିଫେରିପାଇବେ। କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ। |
![]() |
ସଂଗଠନର ନେତୃତ୍ୱ ନେଇପାରନ୍ତି। ଧନ, ଜନ,ଗୋପ, ଲକ୍ଷ୍ମୀ ପ୍ରାପ୍ତିର ସୂଚନା ମିଳୁଛି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବସମ୍ପନ୍ନ ହେବେ। ମନ୍ତ୍ରଣାଦାତା ଓ କାବ୍ୟକର୍ତ୍ତା ହୋଇପାରନ୍ତି। |
![]() |
ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। କାର୍ଯ୍ୟ ଯେତେ ବଡ଼ କଠିନ ହେଉନା କାହିଁକି କଳେ, ବଳେ, କୌଶଳେ ସମ୍ପାଦିତ କରିବେ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିବାର ସୂଚନା ମିଳୁଛି। |
![]() |
ସୌଭାଗ୍ୟ ବୃଦ୍ଧି ସହ ସୁଫଳ ମିଳିବ। ନିରୀହ ହେବେ। ପ୍ରମାଦହୀନ ହୋଇପାରନ୍ତି। ସାଧୁ ସେବାରୁ ନୂତନ କର୍ମର ଅଭ୍ୟୁଦୟ ହେବ। ବହୁ ମିତ୍ରଙ୍କ ସହାୟତା ପ୍ରାପ୍ତ ହେବେ। ଅସାଧ୍ୟସାଧନ କରିବେ। |
![]() |
ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଦ୍ରବ୍ୟ ଲାଭ ହୋଇପାରେ। ସମ୍ମାନିତ ହେବେ। ଯାନବାହନାଦିରୁ ସୁଖଭୋଗ କରିବେ। ସରକାରୀ ଅନୁଗ୍ରହରୁ ବହୁ ସମ୍ପଦ ପ୍ରାପ୍ତ ହେବେ। |
![]() |
କାନ୍ତାନୁରକ୍ତ ହୋଇପାରନ୍ତି। ପୁରୁଷ ସ୍ୱଭାବର ହେବେ। ପର ଧନ ଲବ୍ଧ ହୋଇପାରନ୍ତି। ଖାଦ୍ୟପେୟରେ ମନ ଊଣା କରିପାରନ୍ତି। ଯେଉଁ ଧନ ମିଳିବ; ତାହା ଗ୍ରହଣ କରିବା ନେଇ ଚିନ୍ତିତ ହେବେ। |
![]() |
ଶୁଭ ସମାଚାର ପାଇ ଭାବବିହ୍ୱଳ ହୋଇପାରନ୍ତି। କାର୍ଯ୍ୟନିର୍ବାହ କରିବାରେ ପାରଙ୍ଗମ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ହର୍ଷଯକ୍ତୁ,ବିଶୁଦ୍ଧ ଭାଷୀ, ଧନଶାଳୀ ହୋଇପାରନ୍ତି। ସୁସ୍ଥ ରହିବେ। |
![]() |
ନାନା ସୁଖପ୍ରାପ୍ତି ସହ ବିଶାଳ ଯଶର ଅଧିକାରୀ ହେବେ। ଦାନଶୀଳ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ। ବାକ୍ ପଟୁହେବେ। ପୂଣ୍ୟଦେହୀ ଓ ସବୁର୍ଣ୍ଣାଦିଯୁକ୍ତ ହୋଇପାରନ୍ତି |