![]() | ଇଂଜିନିୟରଙ୍କ ଲାଗି ଦିନଟି ଲାଭଦାୟକ। ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ବେପାରରେ ଆଗକୁ ବଢ଼ିବା ପାଇଁ ବାପାଙ୍କ ସହଯୋଗ ନେବେ। |
![]() | ସାମାଜିକ ସମାରୋହରେ ସଜିଳିତ ହେବାର ସୁଯୋଗ ପାଇବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମରେ ବଦଳି ପାରେ। ବେପାରରେ ଅଚାନକ ଧନଲାଭ ହେବ। |
![]() | ଚାକିରିରେ ପଦୋନ୍ନତିର ଅବସର ପାଇବେ। ବନ୍ଧୁ ସହ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ସ୍ୱାସ୍ଥ୍ୟରେ ସୁଧାର ହେବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ। |
![]() | ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ସାକ୍ଷାତକାର ପାଇଁ ଡାକରା ଆସିବ। ଘର ଘର କାମରେ ପରିବାର ଲୋକଙ୍କ ସହଯୋଗ ପାଇବେ। |
![]() | ଆପଣଙ୍କ ଚଞ୍ଚଳ ସ୍ୱଭାବ କିଛି ଲୋକଙ୍କୁ ପସନ୍ଦ ଆସିବ। ଆୟର ନୂଆ ଉତ୍ସ ପାଇବେ। ଦୀର୍ଘ ଦିନରୁ ଅଧାଥିବା କାମ ପୂରା ହୋଇଯିବ। ବ୍ୟବସାୟରେ ଆଶାରୁ ଅଧିକ ଲାଭ ପାଇବେ। |
![]() | ରାଜନୀତିରେ ସକ୍ରିୟ ଥିବା ଲୋକଙ୍କ ଲାଗି ଦିନଟି ଭଲ। ସିଭିଲ୍ ଇଂଜିନିୟରଙ୍କ ଲାଗି ଭଲ ଚାକିରିର ସୁଯୋଗ ଆସିବ। ଭଲ ଵ୍ୟଞ୍ଜନ କରି ଜୀଵନସାଥୀଙ୍କୁ ଖୁଆଇବେ। |
![]() | ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ। ପେସାଦାର ବ୍ୟବମାୟୀଙ୍କୁ ଅଚାନକ ଲାଭ ମିଳିବାର ଯୋଗ ଅଛି କାର୍ଯ୍ୟରେ ଘରର ବଡ଼ଙ୍କ ସହଯୋଗ ପାଇବେ। |
![]() | ସବୁ ବାକି କାମ ସହଜରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ବାହାର କାମରେ ଗଲାବେଳେ ସାବଧାନତାର ସହ ଯାନ ଚଳାନ୍ତୁ। |
![]() | ପରିବାରରେ ସବୁ ଲୋକଙ୍କୁ ଆନନ୍ଦ ମିଳିବ। ବ୍ୟବସାୟରେ ଯଥେଷ୍ଟ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୁଢ଼ ହେବ। ଛାତ୍ରଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ। |
![]() | ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ପାରିବାରିକ ସମସ୍ୟା ପାଇଁ ଚିଚ୍ରିତ ରହିବେ। କୋର୍ଟକଚେରି ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ। |
![]() | ଜମି କିଣିବା ପୂର୍ବରୁ ପରିବାରର ବଡ଼ଙ୍କ ମତ ନିଅନ୍ତୁ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ମଧୁରତା ବଢ଼ିବ।ସନ୍ଧ୍ୟାରେ କୌଣସି ମାମଲାକୁ ନେଇ ପରିବାର ଲୋକଙ୍କ ସହ କଥା ହେବେ। |
![]() | ପରିଶ୍ରମର ଫଳ ନିଶ୍ଚୟ ପାଇବେ। ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ୱ ମିଳିବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ। |