![]() |
ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। କ୍ଷମାଶୀଳ ହେବେ। |
![]() |
କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନି ଦିଗରୁ ଆସିବ। ଧାର୍ମିକ ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ଯୁକ୍ତ ହେବେ। |
![]() |
ଉଦାର ପ୍ରକୃତରି ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିଜାତ ଦ୍ରବ୍ୟରୁ ଲାଭବାନ୍ ହେବେ। ଜଳପ୍ରତି ଆଦର, ପ୍ରେମୀ ଓ ବୁଦ୍ଧିମାନ ହେବେ। |
![]() |
ମନ ପ୍ରସନ୍ନ ରହିବ। ଆତ୍ମବିଶ୍ୱାସୀ ହେବେ। ଭାଷା ଓ ବ୍ୟବହାର ମଧୁର ହେବ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ଭାବ ଅତୁଟ ରହିବ। ଧାର୍ମିକ,ବନ୍ଧୁପ୍ରେମୀ ଓ ବିଦ୍ୱାନ୍ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ। |
![]() |
ଭାଗ୍ୟଶାଳୀ ହେବେ। ଆଦର୍ଶବାଦୀ ହେବେ। ମଧୁରଭାଷୀ,ସହନଶୀଳ, ଶାନ୍ତିପ୍ରିୟ, ଉଦାର ସ୍ୱଭାବ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ବଭିନ୍ନ ସୂତ୍ରରୁ ଧନ ପ୍ରାପ୍ତ ହେବେ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। |
![]() |
ଆୟ, ରୋଜଗାର ଆଶାନୁରୂପ ହେବ। ଐଶୂର୍ଯ୍ୟ ପ୍ରାପ୍ତିର ସଚନା ମଳୁଛି। ମାଲିମୋକଦ୍ଦମାରେ ବଜୟୀ ହେବେ। ଧନଲାଭ ହେବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରପାରନ୍ତି। ବିଦ୍ୱାନ୍, ଶାସ୍ତ୍ରଜ୍ଞ ହେବେ। |
![]() |
ଆପଣଙ୍କ ପ୍ରଗତି ପଥରେ ବିଘ୍ନକାରୀମାନେ ଅପଦସ୍ତ ହେବେ। ଏଥିପାଇଁବହୁବ୍ୟୟ କରିବାକୁ ପଡିବ।ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରପାରନ୍ତି। କର୍ମଚଞ୍ଚଳ ରହିବେ। |
![]() |
ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନତି ହେବା ସହିତ ବଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମଳିୁଛ।ଜ୍ଞାନୀ ହେବେ। |
![]() |
ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। କୁଳଉଜ୍ଜ୍ୱଳକାରୀ ହେବେ। ଦୟାର୍ଦଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ନିଜ ପରବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ। |
![]() |
ଭାଗ୍ୟଶାଳୀ ହେବେ। ଭୋଗୀ ଓ ବଳାସୀ ହୋଇପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। ପତ୍ନୀ ସୁଶୀଳା,ଉତ୍ତମ ଗୃହିଣୀ ହେବେ। |
![]() |
ସ୍ୱାଭିମାନୀ ହୋଇପାରନ୍ତି। ଯଦି ସହଯୋଗୀ ବ୍ୟବସାୟ ଥାଏ; ତେବେ ତାହା ଲାଭଦାୟକ ହେବ। ଆଶୁସମସ୍ୟାର ମୁକାବିଲା କରବାରେ ସିଦ୍ଧହସ୍ତ ହେବେ। ସାମାନ୍ୟ ଅସୁସ୍ଥତା ଥାଇ ମଧ୍ୟ କର୍ମଚଞ୍ଚଳ ରହିବେ। |
![]() |
ବ୍ୟବସାୟ ଲାଭଦାୟକ ହେବ। ସମାଜସେବାରେ ନଜକୁନିୟୋଜିତ କରିପାରନ୍ତି। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ଶୁଭଦାୟକ ହେବ। ମନରେ ଥିବା ଅହଂଭାବକୁସମର୍ପି ଦେଇପାରନ୍ତି। |