![]() |
ଆପଣଙ୍କ ବ୍ୟକ୍ତିତ୍ଵ ବିଳଶିତ ହେବ। ଲୋକମାନଙ୍କ ଇଚ୍ଛା ଜାଣିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହଯୋଗରେ କାମ ପୂରା ହେବ। ଘରକୁ ବନ୍ଧୁଙ୍କ ଆଗମନ ହେବ। |
![]() |
ପରିବାରରେ ଧାର୍ମିକ ଆୟୋଜନର ରୂପରେଖ ପ୍ରସ୍ତୁତି ହେବ। ଶିକ୍ଷଣୀୟ କାମରେ ମନ ଲାଗିବ। ବଡ଼ ଭାଇଙ୍କ ଠାରୁ ଉପହାର ପାଇବେ ସୁସ୍ଥ ସବଳ ଅନୂଭବ କରିବେ। |
![]() |
ନିଜର କାମ ଭଲଭାବେ କରିବା ଲାଗି ପ୍ରୟାସ କରିବେ। ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। କାରବାର ନେଇ କୌଣସି ନିକଟ ସଂପର୍କୀୟଙ୍କ ଠାରୁ ପରାମର୍ଶ ନିଅନ୍ତୁ। |
![]() |
ଭାବିଥିବା କାମ ପୂରା ହେବ। ଆଖପାଖ ଲୋକଙ୍କର ସହଯୋଗ ପାଇବେ। ଉତ୍ସରୁ ଧନଲାଭ ହେବ। ବଡ଼ ଅଧିକାରୀଙ୍କ ସହ ସାକ୍ଷାତ ସଫଳତା ଦେବ। |
![]() |
ଅଫିସରେ ଅଧିକ କାମ କରିବା ଯୋଗୁଁ ବିଳମ୍ବରେ ଘରେ ପହଞ୍ଚିବେ। ବନ୍ଧୁ ସହ ବାହାରକୁ ବୁଲିଯିବାର ଯୋଜନା କରିବେ। ଆପଣଙ୍କୁ ରୋଜଗାରର ଅବସର ମିଳିବ। |
![]() |
ନିଜର ଦାୟିତ୍ଵ ଲଲଲାବେ ତୁଲାଇବେ। ସୁସମ୍ବାଦ ପାଇବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଧନଲାଭର ଯୋଗ ରହିଛି ଜୀବନସାଥୀ କୌଣସି କାମରେ ସାହାଯ୍ୟ କରିବେ। |
![]() |
ଅଫିସ ଜାମରେ ଅଧିକ କ୍ରିୟାଶୀଳ ହେବେ। ଆୟ ବୃଦ୍ଧି ହେବ। ଜୀବନସାଥୀ କୌଣସି କାମ ପାଇଁ ଆପଣଙ୍କର ପ୍ରଶଂସା କରିବେ ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ। |
![]() |
ଅଫିସରେ ଆପଣ ମତ ପ୍ରକାଶର ଅବସର ପାଇବେ। ଅନିୟମିତ ଦିନଚର୍ଯ୍ୟା କାରଣରୁ ଆଳସ୍ୟ ବଢିବ କ୍ୟାରିୟରରେ ଆପଣ ସଫଳତା ପାଇବେ। |
![]() |
କିଛି ନୂଆ କଥା ଶିଖିବେ। ଲେଖକ ଓ ସାହିତ୍ୟିକଙ୍କ ଲାଗି ଦିନଟି ଭଲ। ଆପଣଙ୍କୁ ଲୋକମାନଙ୍କ ସହଯୋଗ ମିଳିବ। କ୍ୟାରିୟରରେ ନୂଆ କୀର୍ତ୍ତୀମନ ସ୍ତାପିତ କରିବେ। |
![]() |
ମହତ୍ତ୍ୱପୂର୍ଣ୍ଣ ଖବର ପାଇବେ। ରାଜନୀତିରେ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ଅଧିକ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମ ଜୀବନ ଭଲ ରହିବ। |
![]() |
ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ସ୍ଵାସ୍ଥ୍ୟ ଭଲ ରହିବ। କାମରେ ସଫଳତା ମିଳିବ। କାରବାରରେ ଆପଣଙ୍କୁ ଲାଭ ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। |
![]() |
ବିବାଦଠୁଁ ଦୂରରେ ରୁହନ୍ତୁ କୌଣସି କଥାରେ ରାଗନ୍ତୁ ନାହିଁ। ପ୍ରଭାବଶାଳୀ ଲୋକଙ୍କ ସହ ସାକ୍ଷାତ ହେବ। ନିବେଶ ସମ୍ବନ୍ଧରେ ନୂଆ ପରାମର୍ଶ ପାଇବେ। |
For daily odia rashiphala visit our website daily in the morning. This is compiled from a trusted source.