Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language.

ସବୁବେଳ ତୁହି କହିଥାଉ ସିନା
ରାଇଟ୍ ଇଜ୍ ମାଇଟ୍
ଧରମ ଦୁଆରେ କେହି ନିହେଁ ବଡ
ଧର୍ମ କରିଦେଲା ଟାଇଟ୍
Sabubele Tuhi Kahithau Sina
Right is Might
Dharama Duaare Kehi Nuhne Bada
Dharma Karidfela Tight

ଭଲ ହେବା ପାଇଁ ନିଜେ ଚେଷ୍ଟା
କର ଚରିତ୍ରକୁ ନିଅ ସୁଧାରି
ଚରିତ୍ର ଅସାର ହୋଇଲେ ତୁମର
ଘୃଣା ଯେ କରିବେ ସବୁରି
Bhla Heba Pain Nije Cheshta
Kara Charitraku Nia Sudhari
Charitra Asara Hoile Tumara
Ghruna Je Karibe Saburi

ପ୍ରେମ ନୁହେଁ ଅନ୍ଧ ସବୁରି କ୍ଷେତ୍ରରେ
ଲଭ୍ ନୁହେଁଟି ବ୍ଲାଇଣ୍ଡି
ମଦ୍ୟପି ସାଜିଲେ ଭାଷାଟି ଖରାପ
କାମ କରେ ନାହିଁ ମାଇଣ୍ଡି
Prema Nuhne Andha Saburi Kshetrare
Love Nuhneti Blind
Madyapi sajile Bhashati Kharap
Kama Kare Nahni Mind

ଦୁନିଆଁ କେବେଟି ନ କହିବ ଭଲ
କଳଙ୍କ ଚରିତ୍ର ଯାହାର
ସମସ୍ତେ ଯେ ଛି ଛାକର କରିବେ
କେହି ନ କରିବେ ଆଦର
Dunia Kebeti Na Kahiba Bhala
Kalanka Charitra Jahara
Samaste Je Chhi chhakara karibe
Kehi Na Karibe Adara