Author: Swedesna

ଅଧିକ ପରିଶ୍ରମ କରି ସବୁ କାମ ପୂରା କରିନେବେ। ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ। ବ୍ୟବସାୟରେ ବିପଜନକ ଚୁକ୍ତି କରିବାରୁ ନିବୃତ୍ତ ରୁହନ୍ତୁ। ମନର ଆତ୍ମବିଶ୍ଵାସ ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରାଇବ। ଆପଣଙ୍କ ନିଷ୍ପତ୍ତି ଅଫିସ କର୍ମଚାରୀଙ୍କୁ କଷ୍ଟ ଦେଇପାରେ। ବୈଜ୍ଞାନିକଙ୍କୁ ନୂଆ ସଫଳତା ମିଳିପାରେ। ବ୍ୟବସାୟରେ ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଜୀବନସାଥୀଙ୍କୁ ଦାମିକା ଜିନିଷ ଉପହାର ଦେବେ। ରାଜନୀତିରେ ସକ୍ରିୟ ଭୂମିଜା ନିର୍ବାହ କରିବେ। କିଣାବିକା କାମ ସଂପୂର୍ଣ ହେବା ଆର୍ଥିକ ସ୍ଥିତି ସୁଦୃଢ଼ ହେବା ପ୍ରିୟତମଙ୍କ’ ସହ ସମୟ ଅତିବାହିତ କରିବା ଲାଗି ଯୋଜନା କରିବେ। ନିଜର ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଧନଲାଭ ସହ ଖୁସିର ଆଗମନ ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ବହୁତ ଭଲ। କୌଣସି ବଡ଼ ମଞ୍ଚରେ ପ୍ରଦର୍ଶନ ଇଁ ଅବସର ପାଇବେ।…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Ajira Shishu Kalira Manisa By Geeta Das From OdishaShop

Read More

କ୍ୟାରିୟରରେ ଆଗକୁ ବଢିବା ଲାଗି ସୁଯୋଗ ମିଳିବ। ପୁରୁଣା ବନ୍ଧୁ ସହ ଦେଖା ହୋଇପାରେ। ପରିବାରରେ ଶୁଭ କାର୍ଯ୍ୟ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଅଫିସରେ ନୂଆ ଦାୟିତ୍ୱ ପାଇବେ। ଏକାଗ୍ରତାର ସହ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ କାହାରିକୁ ଆବଶ୍ୟକତା ଠାରୁ ଅଧିକ ବିଶ୍ଵାସ କରନ୍ତୁ ନାହିଁ । ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ନୂଆ କାମ କରିବା ପାରଁ ଭାବିବେ। ପରିଶ୍ରମ କରି ଆର୍ଥିକ ସ୍ଥିତିକୁ ସିଦୃଢ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ପୂର୍ବ ଅପେକ୍ଷା ଦିନଟି ଆପଣଙ୍କୁ ବହୁତ କିଛି ଶିଖିବାକୁ ମିଳିବ।ବିଶେଷ କାମରେ ବନ୍ଧୁଙ୍କ ସାହାଯ୍ୟ ମିଳିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜୀବନସାଥୀ ଆପଣଙ୍କ ନିଷ୍କପଟତା ଦେଖି ପ୍ରଭାବିତ ହେବେ। ଯେଉଁ କାମ ମନ ଦେଇ କରିବେ ସେଥିରେ ସଫଳତା ପାଇବେ। ବନ୍ଧୁ ସହ ସମ୍ବନ୍ଧ ବହୁତ ଭଲ ହେବ। ପୂର୍ବ କଥାକୁ ନେଇ ଚିନ୍ତିତ…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Shun Sange Samayika Sandhi By Hrushikesh Panda From OdishaShop

Read More

ପୂର୍ବ ନିଷ୍ପତ୍ତି ସମ୍ପର୍କରେ ପୂନର୍ବାର ବିଚାର କରିବେ। ଅଧୀକାରୀବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବେପାର ବଢ଼ାଇବା ପାଇଁ ନୂଆ ଶୈଳୀ ଅବଲମ୍ବନ କରିବେ। ଘରେ ଲାଗି ରହିଥିବା ବିବାହ ସମସ୍ୟାର ସମାଧାନ ହେବ। ପରିଶ୍ରମ ବଳରେ ନିଜ କାମ ପୂରା କରିବାରେ ସଫଳ ହେବେ। ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବା ପରିବାର। ଲୋକ ସହଯୋଗ କରିବେ ଜୀବନସାଥୀଙ୍କ ସହ ଲାଗି ରହିଥିବା ମତଭେଦ ସମାପ୍ତ ହୋଇଯିବ। ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ବନ୍ଧୁ ଆପଣଙ୍କୁ କାମରେ ସହଯୋଗ। କମ୍‌ ସମୟରେ ବହୁତ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ। ` ପରିବାର ମହ ଲଲ ସାମଞ୍ଜମ୍ୟ ରହିବ। ଦୀର୍ଘ ଦିନର ବାକିଥିବା କାମରେ ସଫଳତା ପାଇବୋ ବ୍ୟବସାୟ କାମରେ ଦୂର ସ୍ତାନକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ। କୋର୍ଟ କଚେରି ମାମଲାରେ ଆପଣଙ୍କର ଜୟ ହେବ। ଭାଇ…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Biography Of Bakshi Jagabandhu From OdishaShop

Read More

ଆପଣଙ୍କୁ ଧନଲାଭର ମଉକା ମିଳିବ। ନୂଆ କାମରେ ରୁଚି ବଢ଼ିବ। ପାରିବାରିକ ଜୀବନ ଉତ୍ସବମୁଖର ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢତା ଆସିବ। ପରିବାର ଲୋକଙ୍କପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ ବନ୍ଧୁ ସାହାଯ୍ୟକାରୀ ସାବ୍ୟସ୍ତ ହେବେ ବେପାରରେ ଅଚାନକ ଧନଲାଭ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ପରିବାରରେ କୌଣସି ଧାର୍ମିକ ଅନୁଷ୍ଠାନ କରିବା ଲାଗି ପ୍ରସ୍ତୁତି କରିବେ। ଆପଣଙ୍କ ଜାମରେ ଜୀବନସାଥୀ ସହଯୋଗ କରିବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅନ୍ୟମାନଙ୍କ ଉପରେ ପ୍ରଭାବ ପଜାଇବା ଲାଗି ଚେଷ୍ଟା କରିବେ। ଆଖପାଖର ଲୋଜ ଆପଣଙ୍କର ବିରୋଧ କରିବେ। ବେପାର ବଢ଼ାଇବା ପାଇଁ ନୂଆ ଯୋଜନା କରିବେ ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟରେ ବନ୍ଧୁଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ପ୍ରିୟଜନଙ୍କୁ ଭଲ ଉପହାର ଦେବେ। ବେପାରରେ ଅଚାନଜ ଧନଲାଭର ଅବସର ପାଇବେ। ଅଫିସରେ ସହକର୍ମୀ ସହାୟତା କରିବେ। ଏଭଳି ଲୋକଙ୍କ…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Biography Of Byasakabi Fakir Mohan Senapati From OdishaShop

Read More

କୌଣସି ଭଲ ଖବର ଶୁଣିବୋ ଜୀବନସାଥୀଙ୍କ ସହଯୋଗ ମିଳିବ। ପରିଶ୍ରମ ଅନୁସାରେ ଲାଭ ପାଇବେ। ପୁସ୍ତକ ବ୍ୟବସାୟୀଙ୍କ ବିକ୍ରି ବଢ଼ିବ। ପରିବାରରେ ମାଙ୍ଗଳିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ ଘରର ଆର୍ଥିକ ସମସ୍ୟାର ସମାଧାନ ହେବ। ଜୀବନସାଥୀଙ୍କ ସହଯୋଗରେ କୌଣସି କାମ ସଂପୂର୍ଣ ହେବ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁ ସହ କୌଣସି କଥାକୁ ନେଇ ତର୍କ ବିତର୍କ ହେବ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ପରିବାରରେ ବାତାବର ଶାନ୍ତିମୟ ରହିବ ଧନ ବୁଦ୍ଧି ହେବାର ସମ୍ବାବନା ଅଛି। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ପରିବାରରେ ହର୍ଷ ଉଲ୍ଲାସର ପରିବେଶ ରହିବ। ବ୍ୟବସାୟ ବୃଦ୍ଧି ପାଇଁ ଭଲ ସୁଯୋଗ ପାଇବେ ବିଦ୍ୟାର୍ଥୀଙ୍କୁ ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷକଙ୍କ ସହଯୋଗ ମିଳିବ। ବନ୍ଧୁ ଠାରୁ ଅଧିକ ସାହାଯ୍ୟ ପାଇବେ କିଣାବିକା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ କୌଣସିମକଦ୍ଦମା ପାଇଁ ଭଲ…

Read More

ପାରିବାରିକ ଦାୟିତ୍ୱ ଭଲଭାବେ ତୁଲାଇବେ ମହିଳାମାନେ ବାହାରକୁ ଗଲାବେଳେ ପର୍ସ ଉପରେ ଧ୍ୟାନ ରଖନ୍ତୁ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି। ପରିବାର ଲୋକଙ୍କର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ ଅଫିସରେ ଆପଣଙ୍କର ବେଶଭୂଷାର ପ୍ରଶଂସା ହେବ। କୌଣସି ସହକର୍ମୀଙ୍କ ସହ ଆପଣଙ୍କର ଭଲ ପରିଚୟ ହେବ। ବ୍ୟବସାୟରେ ଉନ୍ନତି ହେବ ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ନୂଆ କାମରେ ରୂଚି ବଢ଼ିବା ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ବ୍ୟବସାୟରେ ପ୍ରଗତି ଲାଗି ଦିନଟି ଭଲ। ପ୍ରିୟବନ୍ଧୁ ସହ ମିଶିବାର ମଉକା ପାଇବେ। ଆପଣଙ୍କ କଂପାନିକୁ କୌଣମି ବଡ଼ କଂପାନି ସହ ବ୍ୟବସାୟ କରିବାର ପ୍ରସ୍ତାବ ମିଳିବ। ଘରକୁ ବନ୍ଧୁ ଆସିବେ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ସ୍ୱାସ୍ଥ୍ୟ ଭଲ ରହିବ। ଅଧିକ ସମୟ ପରିଶ୍ରମ କଲେ ଅଫିସରେ ବାକିଥିବା କାମ…

Read More