Are you looking for Odia Best Birthday Sms, then this is the perfect Odia sms you are looking for. Share this sms with your family and Relative and impress her. Here you can find latest Odia sms in Odia language. ଏହି ଦିନ ପାଇଁ ମୁଁ କିପରି ଭଗବାନଙ୍କୁ ଧନ୍ୟବାଦ ଦେବି,ଯିଏ ତୁମକୁ ଆମ ପାଇଁ ପୃଥିବୀକୁ ପଠାଇଛନ୍ତି,ଏହି ଜନ୍ମଦିନରେ ଅନ୍ୟ କିଛି ଦେଇପାରିବେ ନାହିଁ,ମୁଁ କେବଳ ପ୍ରାର୍ଥନା କରୁଛି ତୁମର ଦୀର୍ଘ ଜୀବନ |ଆପଣଙ୍କ ଜନ୍ମଦିନ ପାଇଁ ଶୁଭେଚ୍ଛା! Ehi Dina Pain Mun Kipari Bhagabananku Dhanyabada DebiJie Tumaku Ama Pain Pruthibeeku PathaichhantiEhi janmadinare Anya Kichhi Deiparibe NahniMun Kebala Prathana Karuchhhi Tumara Deergha JeebanaApananka janmadina Pain Shubhechha. ସବୁଠୁ ଆଜିର ଦିନ ମୋ ପାଇଁ ଖୁସିର ଦିନଯେଉଁଦିନଟାକୁ…
Author: krishna
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Khordha Itihasara Antarale By Fakir Harichandan From Odishashop
ସାମଗ୍ରୀ:୧କିଲୋ ଦୁଧ୧ଟେବୁଲ୍ ଚାମଚ ସରୁ ସିମେଇ୧ଚାମଚ ଘିଅଅଧ କପ୍ ଚିନି୪ଟା ଗୁଜୁରାତି ପ୍ରସ୍ତୁତି:ଘିଅରେ ସିମେଇ ଭାଜି ରଖ |ଦୁଧକୁ ଆଉଟି ଆଉଟି ଦେଢପା ହେଲେ ସେଥିରେ ଭଜା ସିମେଇ ଓ ଚିନି ଦେଇ ୫ମିନିଟ୍ ଫୁଟିଲା ପରେ ଗୁଜୁରାତି ଗୁଣ୍ଡ ଦେଇ ଓହ୍ଲାଇ ଦିଅ |
ଆଜି ଏକାଦଶ ସ୍ଥାନରେ ରବି ସଂକ୍ରମଣ ହେତୁ ପ୍ରତ୍ୟେକ କାମରେ ଜୟଯୁକ୍ତ ହେବେ। ସ୍ବାସ୍ଥ୍ୟ, ପରିବାର ଓ ସନ୍ତାନବର୍ଗଙ୍କ ପାଇଁ ପ୍ରତ୍ୟେକ ଦିଗରୁ ଶୁଭଫଳ ମିଳିବ। କର୍ମକ୍ଷେତ୍ରରେ ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ। ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସନ୍ନ ଅନୁଭବ କରିପାରନ୍ତି ।କର୍ମକ୍ଷେତ୍ରରେ ଶନି ଓ ଶୁକ୍ରଙ୍କ ସଂଯୋଗ ହେତୁ ଉତ୍ସାହ ଓ ପ୍ରେରଣା ପାଇଁ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ | ଅଫିସରେ ଆଲୋଚନା ସମୟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ପାଖ ପଡ଼ୋଶୀଙ୍କ ଘରୋଇ କଳହକୁ ନେଇ ନିଜ ଘରେ ଅଶାନ୍ତି ଲାଗିରହିବ। କଚେରି ମାମଲା, ନିର୍ମାଣ, ଅର୍ଥ ସମ୍ପକୀୟ କଥା ନେଇ ଟେନ୍ସନ ଲାଗି ରହିବ।ଅଷ୍ଟମସ୍ଥ ରବି ଓ ବୁଧି ଯୋଗୁ ଆର୍ଥିକ ସମସ୍ୟାକୁ ସୁଧାରିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି। ବନ୍ଧୁଙ୍କ ସହାୟତାରେ ସଭାସମିତିରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ,ପ୍ରଶାସନିକ ସ୍ତରରେ ଫାଇଲ କାମ ବଢ଼ିଯାଇପାରେ।ଆଜିର…
ସାମଗ୍ରୀ: (ଦେଢ଼ କିଲୋ ଦୁଧ, ୧ କପ୍ ମଇଦା, ୨ଟା ଗୁଜୁରାତି, ୨ କପ୍ ଚିନି,ଛାଣିବା ପାଇଁ ତେଲ) ପ୍ରସ୍ତୁତି : ୧ କିଲୋ ଦୁଧର ଛେନା ଛିଣ୍ଡାଇ ତାକୁ କନାରେ ବାନ୍ଧିପାଣିନିଗାଡ଼ି ନିଅ । ଛେନାରୁ ପାଣି ନିଗିଡ଼ି ଗଲେ ମଇଦାକୁ ଦେଇ ଭଲ ଭାବରେଚକଟ । ଏଇ ମଇଦା ଚକଟାକୁ ବଳିଥ୍ବା ଦୁଧ ଦେଇ ଗୋଳାଇ ଆସ୍ତେ ଆସ୍ତେମିଶାଅ । ମିଶ୍ରଣ ଆଣ ପରି ହୋଇଗଲେ ଆଉ ଦୁଧ ଦେବନି । ଏଇ ମିଶ୍ରଣରେଗୁଜୁରାତି ଗୁଣ୍ଡ ପକାଅ । ଦୁଇ କପ୍ ଚିନିରେ ୧ କପ୍ ପାଣି ଦେଇ ଫୁଟାଇ ଓହ୍ଲାଇରଖ । ଚିନି ଶିରା ଏକ ତାରଠାରୁ ଟିକେ ପତଳା ହେବ । ଏକ ତାର ହେବା ଆଗରୁଓହ୍ଲାଇ ନେବେ । କଡାଇରେ ତେଲ ଗରମ କରି ଚାମଚାଏ ଲେଖା ଆଣ ପକାଇ ସବୁମାଲପୁଆ ଗୋଟିଏ ଗୋଟିଏ କରି ଛାଣିବେ । ଗୋଟି ଗୋଟି ଚାଣି ନେଇ…
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Bhakta O Jagannath By Dr. Brajakishore Sahoo From Odishashop
ସହକର୍ମୀଙ୍କ ଦ୍ବାରା ଉପକୃତ ହୋଇଥିବା କାରଣରୁ ମିତ୍ରତା ସୃଷ୍ଟି ହୋଇପାରେ |ମନ ପ୍ରାୟତଃ ଏକ ପ୍ରକାର ଭଲ ରହିବ | ପରିବାରରେ ସହମତିରେ କାମ କରିବାର ପ୍ରେରଣା ପାଇବେ। ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ ଓ ପରିବହନରେ ଭଲ ରୋଜଗାର ହେବ। ସାହିତ୍ୟ, କଳା, କ୍ରୀଡ଼ା, ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ଆଶାନୁରୂପ ଫଳ ମିଳିବ।ଆଜି ଯାହା କରନ୍ତୁନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ| ସାମାଜିକ ସ୍ତରରେ ମିତ୍ରତା ସୃଷ୍ଟି କରିପାରନ୍ତି ଏବଂ ମନୋରଞ୍ଜନ କାର୍ଯ୍ୟରେ ମଧ୍ଯ ରୁଚି ବଳିବ। ବିଗତ ଦିନର ବିବାଦୀୟ ଘଟଣା ସମାଧାନ ହୋଇଯିବ। କଳା, କ୍ରୀଡ଼ା,ଗବେଷଣା ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।ଯେତେ ଭଲ କାମ କଲେ ମଧ୍ଯ ଅନ୍ୟମାନେ ଅସନ୍ତୁଷ୍ଟ ରହିବେ। କେତେକ କ୍ଷେତ୍ରରେ ମନର ଦୁଃଖକୁ ଲୁଚାଇ ରଖି ଉପର ମନରେ ହସି ହସି କଥା କହିବାକୁ ପଡ଼ିପାରେ। ପ୍ରଶାସନ, ଆଇନ ଅଦାଲତ ତଥା ରାଜନୈତିକ କ୍ଷେତ୍ରରେ ଶୁଭଫଳ…
ସାମଗ୍ରୀ:(୧ କିଲୋ ଦୁଧ, ୧ ଟେବୁଲ ଚାମଚ ଚିନି, ୨ଟା ଗୁଜୁରାତି ।) ପ୍ରସ୍ତୁତି : ଦୁଧକୁ ଛେନା ଛିଣ୍ଡାଇ ନେଇ କନାରେ ଛାଣି କୌଣସି ଜାଗାରେବାଛି ଝୁଲାଇ ରଖ । ମଝିରେ ମଝିରେ ହେନାକୁ ଚିପିଚିପି ପାଣି ନିଗାଡ଼ି ଦିଅ ।ଗୋଟିଏ ଥାଳିରେ ଛେନା, ଚିନି ଓ ଗୁଜୁରାତି ଗୁଣ୍ଡକୁ ଭଲ ଭାବରେ ମିଶାଇ ଦିଅ ।ଏହାକୁ କଡ଼ାଇରେ ରଖି ଦୁର ମିନିଟ୍ ଭାଜ । ଭାଜିଲାବେଳେ ମଧ୍ଯ ଏହା ଚାପିଚାପି ଭାଜିବେ । ଦୂର ମିନିଟ୍ ପରେ ନିଆଁରୁ ଓହ୍ଲାଇ ଥଣ୍ଡା କର । ଥଣ୍ଡା ହେଲେ.ଏହାକୁ ଦଳି ନେଇ ଛୋଟ ଛୋଟ କରି ସନ୍ଦେଶ ଛାଞ୍ଚରେ ଚାପି ଚାପି ନେଇ ରଖ ।
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Srikshetra O Srijagannath By Smt. Uttara Ray From Odishashop
Are you looking for Odia Best Goutama Budha Sms, then this is the perfect Odia sms you are looking for. Share this sms with your family and Relative and impress her. Here you can find latest Odia sms in Odia language. ଘୃଣା ଘୃଣା ସହିତ ନୁହେଁବରଂ ପ୍ରେମ ସହିତ ଶେଷ ହୁଏ,ଏହା ହେଉଛି ଅନନ୍ତ ସତ୍ୟ ଗୌତମ ବୁଦ୍ଧ Ghruna Ghruna Sahita NuhneBarng Prema Sahita Shesha HueEha Heuchhi Ananta satyaGoutama Budhha ଏହି ସମଗ୍ର ଦୁନିଆରେଏତେ ଅନ୍ଧକାର ନାହିଁ,ଯେ ସେମାନେ ଏକ ଛୋଟ ଦୀପରଆଲୋକ ଲିଭାଇ ପାରିବେ ଗୌତମ ବୁଦ୍ଧ Ehi Samagra DuniareEte Andhakara NahniJe Semane Eka Chota DeeparaAloka Libhai ParibeGoutama Budhha ଯଦି ଜଣେ ବ୍ୟକ୍ତି ଲୋକଙ୍କ ସହିତ କମ୍ କଥାବାର୍ତ୍ତା କରନ୍ତି,ତାଙ୍କୁ ଅହଂକାରୀ, ଅର୍ଥହୀନ ଏବଂ…