Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Divya Shabari By Dr. Bhagabat Behera From OdishaShop
Author: krishna
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Dina Jae Chinha Rahe By Bibhuti Pattnaik From OdishaShop
ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରା ସଫଳ ହେବ ଏବଂ ମୂଲ୍ୟବାନ୍ ଜିନିଷ କ୍ରୟ କରିବାକୁ ଚାହିଁବେ । ପାରିବାରିକ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ କାମକୁ ତ୍ବରାନ୍ବିତ କରିବ। କଠିନଶ୍ରମ ଓ ଭ୍ରମଣଜନିତ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖା ଦେଇପାରେ। ସଙ୍ଗୀତ, ଚଳଚ୍ଚିତ୍ର, ପ୍ରଶାସନ, ସଭାସମିତିର ଆଲୋଚନା କ୍ଷେତ୍ରରେ ଉପକୃତ ହେବେ ।ମଙ୍ଗଳଗ୍ରହ ମାଙ୍ଗଳିକ କାର୍ଯ୍ୟର ପ୍ରସ୍ତୁତି ପାଇଁ ଅନୁପ୍ରେରିତ କରିପାରନ୍ତି। ଗୃହସୀମା, ଗାଡି ମୋଟର, ପ୍ରତିଦ୍ବନ୍ଦିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଓ ଉଦ୍ବେଗ ବଢ଼ିପାରେ। ଅପରାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍ସନ୍ ଦୂର ହେବ ।କଳା ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ।ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶିକ୍ଷା, ପରୀକ୍ଷା, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶା ଅନୁଯାୟୀ ଫଳ ପାଇବେ। ବନ୍ଧୁଙ୍କ ନିକଟରେ ମନକଥା କହିବା ପରେ ମନସ୍ତାପ କରିବେ। ଶନିଙ୍କ ଭାଗ୍ୟସ୍ଥିତି ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରେରଣା ଯୋଗାଇବ।ଚତୁର୍ଥକେନ୍ଦ୍ରସ୍ଥ…
ସାମଗ୍ରୀ:୨୫୦ଗ୍ରାମ୍ ଧନିଆପତ୍ରଅଧକପ୍ ଚାଉଳ୧କପ୍ ବୁଟଡାଲି୬ଟା କଞ୍ଚାଲଙ୍କାପରିମାଣ ମୁତାବକ ଲୁଣଛାଣିବା ପାଇଁ ତେଲ ପ୍ରସ୍ତୁତି:ଅରୁଆ ଚାଉଳ ଓ ବୁଟଡାଲି ୪ଘଣ୍ଟା ଭିଜାଇ ନେଇ ଚିକ୍ଣ କରି ବାଟି ନିଅ |ଧନିଆପତ୍ର ଓ କଞ୍ଚାଲଙ୍କା ଚୁନେଇ କାଟିନିଅ |ଡାଲି ଚାଊଳ ବଟାରେ ଧନିଆପତ୍ର ,କଞ୍ଚାଲଙ୍କା ୪ଟା ଓ ଲୁଣ ଦେଇ ଭଲ ଭାବରେ ଫେଣ୍ଠି ଦିଅ |ତେଲ ଗରମ କରି ଛୋଟ ଛୋଟ ପକୋଡି ଛାଣିନିଅ |
Nua Gote Prema Gapa Lekha Haba is one of the Best song by Human Sagar .This Odia ringtone is uploaded under category Odia Ringtones. This ringtone is identified by Human Sagar. Download Nua Gote Prema Gapa Lekha Haba Ringtone Download Nua Gote Prema Gapa Lekha Haba and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Nua Gote Prema Gapa…
ଆଜି ଯାତ୍ରା କରିବେ କିନ୍ତୁ ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡ଼ିଯାଇପାରେ। ସ୍ଵାସ୍ଥ୍ୟ ଓ ପାରିବାରିକ ଓ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ, ତଥାପି ସେମିତି ଅସୁବିଧା ହେବନି। ପ୍ରଶାସନ, ପ୍ରକାଶନ,ଅଧ୍ୟୟନ ଅଧ୍ଯାପନା କ୍ଷେତ୍ରରୁ ଶୁଭଫଳ ମିଳିବାର ଆଶା ରହିଛି।ଆଜି ଦିନଟିରେ କର୍ମ କ୍ଷେତ୍ରରେ ଯାହାକୁ ଯାହା କହିଲେ ସେହି ବ୍ୟକ୍ତି ତାହାକୁ ଓଲଟା ଅର୍ଥରେ ଗ୍ରହଣ କରିବେ ପରିବାରରେ ସାଧାରଣ କଥାରେ କ୍ଷୁଚ୍ଧ ହୋଇ ସ୍ତ୍ରୀ ମୁହଁ ଫେରାଇ ନେଇପାରନ୍ତି। ଅବଶ୍ୟ ସାଧାରଣ କେତେ ବ୍ୟତିକ୍ରମକୁ ବାଦ୍ ଦେଲେ ଯାତ୍ରା ସଫଳ ହେବ। ଧନପ୍ରାପ୍ତି ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ ।ଆକସ୍ମିକ ଭାବରେ ପରିବାରର ଖର୍ଚ୍ଚଭାର ବୃଦ୍ଧି । କାରଣରୁ ଚିନ୍ତା ପ୍ରକଟ କରିବେ। ବିରକ୍ତିକର କଥା କହି ସଂଯମତା ହରାଇବେ ଓ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିପାରନ୍ତି। ଦୁରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। କ୍ରୀଡ଼ା, କଳା,…
ସାମଗ୍ରି:୧କପ୍ ମଟର ମଞ୍ଜି୨ଟି ଆଳୁ୧ଟି ପିଆଜ୫ଟି କଞ୍ଚାଲଙ୍କାଦରକାର ମୁତାବକ ଧନିଆପତ୍ର୧କପ୍ ବେସନ ବେକିଂ ପାଉଡର ଟିପେଛାଣିବା ପାଇଁ ତେଲଦରକାର ମୁତାବକ ଲୁଣ ପ୍ରସ୍ତୁତି:ଆଳୁ ଓ ପିଆଜ ଚୋପା ଛଡାଇ ନେଇ ଚୁନାଚୁନା କାଟ |ଲଙ୍କା ଓ ଧନିଆପତ୍ର,ଚୁନେଇ କାଟ |ମଟର ମଞ୍ଜି ,ଆଳୁ,ପିଆଜ,ଲଙ୍କା,ଧନିଆପତ୍ର,ବେସନ,ଲୁଣ,ବେକିଂ ପାଉଡର ଅଧକପ୍ ପାଣି ଦେଇ ଭଲ ଭାବରେ ଚକଟି ନିଅ |ତେଲ ଗରମ କରି |ମିଶ୍ରଣରୁ ଅଳ୍ପ ନେଇ ଚାପି ଚାପି ପକୋଡି ପକାଇ ଛାଣିବେ |ମଟର ପ୍ରାୟ ବାହାରିଯିବ |ସେଥିପାଇଁ ହାତରେ ଚାପି ଚାପି ପକାଇବ |
Mu Matha Re Odhana Debi is one of the Best song by Antra Chakraborty .This Odia ringtone is uploaded under category Odia Ringtones. This ringtone is identified by Antra Chakraborty. Download Mu Matha Re Odhana Debi Ringtone Download Mu Matha Re Odhana Debi and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Mu Matha Re Odhana Debi Download…
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Dhuli Ghara By Dr. Bibhuti Pattnaik From OdishaShop
Are you looking for Odia New year Sms , then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. ଫୁଲ ହେଉଛି ଗୋଲାପର ବାସ୍ନାଏହା ନୂଆ ବର୍ଷର ପ୍ରଥମ ଦିନଏହାକୁ ପୂର୍ଣ୍ଣ ଉପଭୋଗ କରନ୍ତୁନୂତନ ବର୍ଷ ଅଭିନନ୍ଦନ Phula Heuchi Golapara BasnaEha NuA Barshara Prathama DinaEhaku Purnna Upabhoga KarantuNutana Barsha Abhinadana କେବଳ ଏହି ସମ୍ପର୍କ ରଖସ୍ମୃତିର ଦୀପକୁ ହୃଦୟରେ ଜଳାଇ ରଖଏହା ପୁରୁଣା ବର୍ଷର ଏକ ସୁନ୍ଦର ଯାତ୍ରା ଥିଲାନୂତନ ବର୍ଷରେ ସମାନ ଭାବରେ ବଜାୟ ରଖନ୍ତୁନୂତନ ବର୍ଷ ପାଇଁ ଶୁଭେଚ୍ଛା Kebala Ehi Samparka RakhaSmrutira Deepaku Hrudayare jalai RakhaEhA Puruna Barshara eka Sundara jatra ThilaNutana…