Author: krishna

Siddhartha Gautama, most commonly referred to as the Buddha, was a wandering ascetic and religious teacher who lived in South Asia during the 6th or 5th century BCE and founded Buddhism. 50 ଜଣଙ୍କୁ ଭଲ ପାଉଥିବା ବ୍ୟକ୍ତି 50 ଟି ଦୁଃଖଦ୍ୱାରା ଘେରି ରହିଛନ୍ତି, ଯିଏ କାହାକୁ ଭଲ ପାଆନ୍ତିସେଥିରେ କୌଣସି ଅସୁବିଧା ନାହିଁ | ” 50Jananku Bhala Pauthiba Byakti 50 Ti DuhkhaDwara Gheni Rahichhanti,Jie kahaku BhalaPaantiSethire Kounasi Asubidha Nahni ଆପଣ ଯାହା ପାଇଛନ୍ତି ତାହା ଉପରେ ଅଧିକମୂଲ୍ୟାଙ୍କନ କରନ୍ତୁ ନାହିଁ କିମ୍ବା ଅନ୍ୟମାନଙ୍କପ୍ରତି ଈର୍ଷା କରନ୍ତୁ ନାହିଁ , ସେହି ଲୋକମାନେ ଯେଉଁମାନେଅନ୍ୟମାନଙ୍କ ପ୍ରତି ଈର୍ଷା କରନ୍ତିସେମାନେ କଦାପି ମାନସିକ ଶାନ୍ତି ପାଆନ୍ତି ନାହିଁ | Apana Jaha Paichhanti Taha Upare AdhikaMulyankana Karantu Nahni Kmba AnyamanankaPrati…

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Puja Book Ekadashi Mahatmya From OdishaShop

Read More

Chhati Tale Hastakhyara is one of the Romantic song by Humane Sagar and Aseema Panda .This Odia ringtone is uploaded under category Odia Ringtones. This ringtone is identified by Humane Sagar and Aseema Panda. Download Chhati Tale Hastakshyara Ringtone Download Chhati Tale Hastakhyara and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Chhati Tale Hastakhyara…

Read More

ଆପଣାର ଲୋକଙ୍କ ପାଇଁ କାମକୁ ସହଜରେ କରିବା ଲାଗି ଆନୁଷଙ୍ଗିକ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ଅନ୍ୟମନସ୍କ ଯୋଗୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ଦ୍ବିଜା ନକ୍ଷତ୍ର ବକେୟା ଅର୍ଥ ନ ପାଇବା କାରଣରୁ ତର୍କ ଓ ବିବାଦ ବଢ଼ିପାରେ । ରାଜନୈତିକ, ଅର୍ଥନୈତିକ, ସାମାଜିକ, ପ୍ରଶାସନିକ କ୍ଷେତ୍ର ଭଲ ରହିବ |ଆଜି କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ସୁନାମ ମିଳିବ। ଗୁରୁଜନଙ୍କ ସାନ୍ତ୍ଵନା ବାଣୀ ମନରେ ଆଶ୍ଵସ୍ତି ଭରିପାରେ। କୃତ୍ତିକା ନକ୍ଷତ୍ରକର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ।ଉଚ୍ଚ କର୍ତ୍ତୃପକ୍ଷଙ୍କ ଚାପର ବଶବର୍ତ୍ତୀ ହୋଇ କାମ କରିବାକୁ ବାଧ୍ୟ ହେବେ। ପଡ଼ୋଶୀ ଇର୍ଷାନ୍ଵିତ ହୋଇ ବିରୁଦ୍ଧାତ୍ମକ କଥାବାର୍ତ୍ତା କରିପାରନ୍ତି। ଅର୍ଥବଳ ଥିଲେ ମଧ୍ଯ ସହଯୋଗ ଅଭାବରୁ ହାତକୁ ନେଇଥିବା କାମ ଠିକ୍‌ ଭାବରେ ହୋଇ ନ ପାରେ।…

Read More

ଉପାଦାନ: ତଟକା ଇଲିସି ମାଛ ୧ କିଲୋସୋରିଷ ୭୫ ଗ୍ରାମ୍ରସୁଣ ୨ ଟା,ହଳଦୀ ଗୁଣ୍ଡ ୧ ଚାମଚ,ଦହି ୨ ଚାମଚପିଆଜ ୧ ଟାକଟା ଟୋମାଟୋ ୧କଞ୍ଚାଲଙ୍କା ୪ଟା,ସୋରିଷ ତେଲ ୨ ଚାମଚ,କଟା ଧନିଆପତ୍ର ଅଳ୍ପଆବଶ୍ୟକ ପରିମାଣର ଲୁଣ ପ୍ରସ୍ତୁତି: ପ୍ରଥମେ ମାଛକୁ କାତି ଛଡାଇ ଭଲ ଭାବେ ଧୋଇ ଦିଅନ୍ତୁ |ଏହାପରେ ତାହାକୁ ଖଣ୍ଡେ ଖଣ୍ଡେ କରି କାଟି ଏକ ଡେକ୍‌ଚିରେ ରଖନ୍ତୁ |ସେଥିରେଲୁଣ,ହଳଦୀ,ଦହି,ସୋରିଷ ଓ ରସୁଣ ବଟା ,ପିଆଜ ଓ ଟମାଟୋ କଟା ତାପରେ ସେଥି ଉପରେ ତେଲ ପକାଇ ସିଧାସଳଖ ଧିମା ଆଞ୍ଚରେ ବସାଇ ଦିଅନ୍ତୁ |ସବୁ ଜିନିଷ ପ୍ରାୟ ୧୦ମିନିଟ୍ କଷି ହୋଇଯିବା ପରେ ଦରକାର ଥିଲେ ପାଣିଦେଇ ପୁଣି କିଛି ସମୟ ଫୁଟାନ୍ତୁ |ଜୁକ୍‌ ଜୁକ୍‌ ହୋଇଗଲେ ତଲକୁ ଓହ୍ଲାଇ ଗରମ ଗରମ ଅରୁଆ ଭାତ ସହିତ ପରଷନ୍ତୁ ଓ ଉପରେ ଧନିଆ ପତ୍ର ପକାନ୍ତୁ |

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Puja Book Khudurukuni Osha From OdishaShop

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Puja Book Khudurukuni Osha From OdishaShop

Read More

କର୍ମକ୍ଷେତ୍ରରେ କୌଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶ ପ୍ରାପ୍ତ ହୋଇ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ସଭାସମିତିର ବିବାଦୀୟ ପରିସ୍ଥିତିରେ ନ୍ୟାୟୋଚିତ କଥା କହି ସୁଧାରି ନେବେ! ଯାତ୍ରା,ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେଇପାରେ ।କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ନେଇ ସହକର୍ମୀଙ୍କ ସହ ସାଧାରଣ କଥାରେ ମତାନ୍ତର ଘଟିପାରେ। ଆନୁଷ୍ଠାନିକ କାମରେ ଆକସ୍ମିକ ଖର୍ଚ୍ଚ ପରିମାଣ ବୃଦ୍ଧି ଦୁଶ୍ଚିନ୍ତାକୁ ବଢ଼ାଇ ଦେବ। ପାରିବାରିକ ବିବାଦରେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦ୍ରଃସାଧ୍ଯ କାର୍ଯ୍ୟ ସାଧନ କରିବେ। ଉଚ୍ଚକର୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଗୁରୁତ୍ବପୂର୍ଣ୍ଣ ନିଷ୍ଣତ୍ତି ନେବେ।ଅର୍ଥାଭାବ ଦୂର ସକାଶେ ବିଭିନ୍ନ ଧନ୍ଦା କରିବାକୁ ମନ ବଳାଇବେ। ଆଲୋଚନା ଆଳରେ ଜଣେ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜିପାରନ୍ତି। ବିବାଦୀୟ ପରିସ୍ଥିତିରେ କିମ୍ବା କର୍ମକ୍ଷେତ୍ରରେ ହିତୈଷୀଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ ହେବ। ଆଗାମୀ କାର୍ଯ୍ୟାରମ୍ଭ ପରିପ୍ରେକ୍ଷୀରେ ସମ୍ପର୍କୀୟଙ୍କ ସହ ମିତ୍ରତା ବୃଦ୍ଧି କରିବେ।ପରିବାରର…

Read More

Jokes make people happy and laugh, but now for a days people are angry for a number of reasons but our website is odiaweb trying to make odia people are a little excited. Our website has a lot of funnny pictures, Funny Jokes, Odia Lyrics, Odia Story, Odia Wish, Odia Shayari, Odia Sms to read by different people and make yourslf to happy and cheerful.

Read More

To Prema Helare Zaroori is one of the Romantic song by Kuldeep Pattanaik & Smaranika .This Odia ringtone is uploaded under category Odia Ringtones. This ringtone is identified by Kuldeep Pattanaik & Smaranika Download To Prema Helare Zaroori Ringtone Download To Prema Helare Zaroori and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download To Prema Helare Zaroori Download…

Read More