Author: krishna

Jokes make people happy and laugh, but now for a days people are angry for a number of reasons but our website is odiaweb trying to make odia people are a little excited. Our website has a lot of funnny pictures, Funny Jokes, Odia Lyrics, Odia Story, Odia Wish, Odia Shayari, Odia Sms to read by different people and make yourslf to happy and cheerful.

Read More

ସାମଗ୍ରୀ:୫୦୦ ଗ୍ରାମ୍ ବଡ ରୋହି ମାଛ୨ଟା ପିଆଜ୩ସେ.ମି.ଅଦା୬ଟା ଟା କଞ୍ଚାଲଙ୍କା୧କପ୍ ଦହି୨ଚାମଚ ଜିରା୨ଟା ତେଜପତ୍ର୧ଚାମଚ ଗରମ ମସଲାଗୁଣ୍ଡ୧ଟେବୁଲ୍ ଚାମଚ ଘିଅଅଧକପ୍ ତେଲ୧କପ୍ ନଡିଆ କୋରା୧ଟେବୁଲ୍ ଚାମଚ ପୋସ୍ତକ୧ ଚାମଚ ଚିନିଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତି:ମାଛ ନରମ ଭଜା କରି ପିଆଜ ,ଅଦା,ଜିରା,ଲଙ୍କା ଓ ତେଜପତ୍ର ବାଟିରଖ |ନଡିଆ,ପୋସ୍ତକ ଅଲଗା ବାଟିରଖ |ଦହିରେ ଲୁଣ ,ହଳଦୀ,ଚିନି ଦେଇ ନଡିଆ ଓ ପୋସ୍ତକ ବଟାରେ ମିଶାଇ ରଖ |ମାଛ ଭାଜିଲା ପରେ ସେଇ ତେଲରେ ଭାଜି ହେଲେ ସେଥିରେ ନଡିଆ ବଟା ଓ ଦହି ମିଶ୍ରଣ ଦିଅ |ମାଛ ଭଜା ପକାଇ ପାଞ୍ଚ ମିନିଟ୍ ଫୁଟାଇ ତରକାରୀ ଓହ୍ଲାଇ ଦିଅ |ସେଥିରେ ଘିଅ ଓ ଗରମ ମସଲା ପକାଇ ଗରମ ଗରମ ଖାଇବାକୁ ଦିଅ |

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Short Story Bishama pareekshya Odia Book Bulldozers By Manoj Das From OdishaShop

Read More

Dil Chora is one of the dance song by Humane Sagar & Jyotirmayee nayak .This Odia ringtone is uploaded under category Odia Ringtones. This ringtone is identified by Humane Sagar & Jyotirmayee nayak. Download Dil Chora New Odia Music Ringtone Download Dil Chora and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Dil Chora Download this ringtone and set…

Read More

ଆଜିର ଏକାଦଶ ଚନ୍ଦ୍ର ପ୍ରଭାବରେ ସାମଗ୍ରିକ ସୁଖ, ସୁବିଧା ସାଙ୍ଗକୁ ଅର୍ଥ ଓ ସମ୍ମାନ ମିଳିବ। କିନ୍ତୁ ପାରିବାରିକ କ୍ଷେତ୍ରରେ ବୁଝାମଣାରେ ବ୍ୟତିକ୍ରମଜନିତ ମତାନ୍ତର ଘଟିପାରେ। ସଭାସମିତିରେ ପଦସ୍ଥ ବ୍ୟକ୍ତିଙ୍କସାନିଧ୍ଯରୁ କେତେକ ମୂଲ୍ୟବାନ୍‌ ଉପଦେଶ ପାଇବେ ।ଦୀର୍ଘଦିନ ହେଲା ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ ।ସ୍ବରାଶିସ୍ଥ ମଙ୍ଗଳଜନିତ ଜମିଜମା କ୍ରୟ ବିକ୍ରୟ ଦିଗରେ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ସାହାଯ୍ୟ ଓ ସହଯୋଗ ଆପଣଙ୍କ କାମକୁ ତ୍ଵରାନ୍ବିତ କରିବ। ମନେ ମନେ ବିରକ୍ତି ହେଲେ ମଧ୍ଯ ବନ୍ଧୁଙ୍କ ସମ୍ମୁଖରେ ସତକଥା ପ୍ରକାଶ କରିପାରିବେ ନାହିଁ। ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ଆକସ୍ମିକ ଭାବେ ଭ୍ରମଣ ସୁଯୋଗ ଜୁଁଟିପାରେ ।ରାଶିକୁ ତିନୋଟି ଗ୍ରହ ଦେଖୁଥୁବାରୁ କର୍ମକ୍ଷେତ୍ରରେ ସମସ୍ୟା କମିବ। ଅଟକି ରହିଥିବା କାମଟିକୁ ହଠାତ୍‌ ଏ ଆରମ୍ଭକରିବାକୁ ମନ ବଳାଇପାରନ୍ତି। କିନ୍ତୁ କୃତ୍ତିକା ମାନସିକ ଅସ୍ଥିରତା କାରଣରୁ ଅନ୍ୟମାନଙ୍କ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। ନିଜର କର୍ତ୍ତବ୍ୟନିଷ୍ଠା ଫଳରେ ପରିବାରର ଲୋକମାନଙ୍କଠାରୁ…

Read More

Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. odia love sms. ସତର୍କ କରି ଜଣାଇ ଦେଉଛିଯାଇଥିଲି ମେଡିକାଲକୁଫାୟରିଙ୍ଗ କରି ଇନ୍‌ଜୋଡ କରିଲିଦେଖାକଲି ଯାଇ ତୁମକୁ Satarka Kari Janai DeuchiJaithili MedikalkuPhayaring Kari Injored KariliDekhakali Jai Tumaku ଭଲ ହୋଇ ଯେବେ ଫେରିବୁ ଘରକୁମୋ ସାଥେ ଲାଗିବୁ ଯେବେମୋ ଓଟିରେ ତୋତେ ଅପରେସନକରି ପଠାଇଣ ଦେବି କେବେ Bhala Hoi Jebe Pheribu GharakuMo Sathe Lagibu jebeMo Oti Re Tote operationKari Pathaina Debi Kebe ସସ୍ମୀତାର ଜ୍ୟୋତି ଦେଖିଲୁ ତ ନିଜଆଖିରେ ବେଶି ଯଦି କିଛି ଦେଖିବାକୁ ଚାହିଁଦେଖିବୁ ରହିକି…

Read More

Best Odia Love SMS : love, a strong positive emotion of regard and affection. Are you looking for “Odia Love Quotes For Your Life Partner“, “Love Quotes in Odia“, “Odia Love Quotes On life line“, “Odia heart touching love quotes“, “Best Odia love shayari” or “Love quotes in Odia for Girlfriend” then you are at the right place. Here you would find 100s of new design love quotes that you can easily share with your near and dear ones. ଗୋଟିଏ କଥା କହିବିଜୀବନରେ ଏପରି ବ୍ୟକ୍ତି ରହିବା ଅତ୍ୟନ୍ତ ଜରୁରୀକାହାର ହୃଦୟର ଅବସ୍ଥା କହିବାକୁଶବ୍ଦର କୌଣସି ଆବଶ୍ୟକତା ନାହିଁ Gotie katha kahibiJeebanare Epari byakti rahiba atyanta…

Read More

ସାମଗ୍ରୀ:୨୫୦ଗ୍ରାମ୍ ଚିଙ୍ଗୁଡି୪ଟା ଆଳୁତିନି ସେ.ମି ଅଦା୫ଟା କଞ୍ଚାଲଙ୍କା୧ ଟେବୁଲ୍ ଚାମଚ ଜିରା୨ଟେବୁଲ୍ ଚାମଚ ସୋରିଷ ତେଲଦରକାର ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତି:ଚିଙ୍ଗୁଡି ଚୋପା ଛଡାଇ ରଖ |ଆଳୁ ଲମ୍ବା ଲମ୍ବା କାଟି ରଖ |ଜିରା,ଅଦା,ଲଙ୍କା ବାଟି ରଖ |କଡାଇରେ ତେଲ ଗରମ କରି ଆଳୁ ଓ ମାଛ ଏକା ସାଙ୍ଗରେ ଲୁଣ ଦେଇ ଭଜା କର |ଭଜା ହୋଇ ଆସିଲା ବେଳକୁ ସେଥିରେ ମସଲା ବଟା ଦେଇ ପୁଣି ଭଜା ଭଜା କରି ଏକ କପ୍ ପାଣି ଦେଇ ଢାଙ୍କୁଣୀ ଦେଇଦିଅ |ଏଥିରେ ଅଳ୍ପ ହଳଦୀ ଦେବେ |ତରକାରୀ ଯେପରି ଧଳା ଦିଶିବ |

Read More

Jokes make people happy and laugh, but now for a days people are angry for a number of reasons but our website is odiaweb trying to make odia people are a little excited. Our website has a lot of funnny pictures, Funny Jokes, Odia Lyrics, Odia Story, Odia Wish, Odia Shayari, Odia Sms to read by different people and make yourslf to happy and cheerful.

Read More

Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Short Story adhika danda Odia Book Bhinna Eka Sidhhartha By Sukamini Nanda From OdishaShop

Read More