ଆଜି ଷଷ୍ଠସ୍ଥ ଚନ୍ଦ୍ର ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ ଏବଂ ଖର୍ଚ୍ଚାନ୍ତ ହୋଇ ଦୂରଯାତ୍ରା କରିପାରନ୍ତି।ସଭାସମିତିରେ ସୀମା ଭିତରେ ରହିବା ଭଲ ନଥିବା ସାଧାରଣ କଥାରେ ମଧ୍ଯ ସମସ୍ୟା ଆସିବ ସହକର୍ମୀଙ୍କୁ ଦେଇଥିବା ଜିନିଷ ଫେରି ପାଇବେ କିମ୍ବା ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ହୋଇପାରନ୍ତି।ମଙ୍ଗଳ ରାଶିରେ ରହି ବାଣିଜ୍ୟ, ବ୍ୟବସାୟକୁ ପ୍ରତିବନ୍ଧକ ମୁକ୍ତପୂର୍ବକ ଲାଭାବାନ୍ କରାଇବେ । ଆଜି ବିଭିନ୍ନ କ୍ଷେତ୍ରରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ମାଙ୍ଗଳିକ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ମଧ୍ଯାହ୍ନରେ ଟେନସନ୍ ଦୂର ହେବା କଳା ସାହିତ୍ୟ ଓ ସାମ୍ବାଦିକତା,ଚୁକ୍ତିପତ୍ର କ୍ଷେତ୍ରରୁ ସୁଫଳ ମିଳିବ।ବିଭିନ୍ନ ପ୍ରକାରର ସଂଘର୍ଷମୟ ସ୍ଥିତି କାରଣରୁ ମାନସିକ ଅବସ୍ଥା ସେତେଟା ଭଲ ରହି ନ ପାରେ। ଶନି ଓ ଶୁକ୍ର ସଂଯୋଗରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଅତୀତ ଘଟଣାକୁ…
Author: krishna
Are you looking for Odia Best Goutama Buddha Sms, then this is the perfect Odia sms you are looking for. Share this sms with your family and Relative and impress her. Here you can find latest Odia sms in Odia language. ଯେକୌଣସି ବ୍ୟକ୍ତିକୁ ଜ୍ଞାନୀ କୁହାଯାଏ ନାହିଁକାରଣ ସେ କେବଳ କଥାବାର୍ତ୍ତା ଜାରି ରଖନ୍ତି,କିନ୍ତୁ ସେ ଯଦି ଶାନ୍ତିପୂର୍ଣ୍ଣ, ସ୍ନେହୀ ଏବଂ ନିର୍ଭୀକ,ତେଣୁ ତାଙ୍କୁ ପ୍ରକୃତରେ ଜ୍ଞାନୀ କୁହାଯାଏ |ଗୌତମ ବୁଦ୍ଧ Je Kounasi Buyaktinku Gyanee Kuhajae NahniKarana Se Kebala kathabartta Jari RakhantiKintu se Jadi shantipurnna ,Snehee Ebam NirvheekaTenu Tanku prakrutare Gyanee KuhajaeGoutama Budhha ଯେପରି ଝଡ ମଜଭୁତ୍ପଥର ଘୁଞ୍ଚାଇ ପାରିବ ନାହିଁ |ସେହିଭଳି ମହାନ ବ୍ୟକ୍ତି, ପ୍ରଶଂସା କିମ୍ବାସମାଲୋଚନା ଦ୍ୱାରା ପ୍ରଭାବିତ ନୁହେଁ |ଗୌତମ ବୁଦ୍ଧ…
ସାମଗ୍ରୀ:(୧ କପ୍ ସୁଜି, ୧ କପ୍ ନଡ଼ିଆ କୋରା, ୫।୬ଟା କିସ୍ମିସ୍, ୧ କପ୍ଚିନି ୫ଟା ଲବଙ୍ଗ, ୧ କପ୍ ଡାଲଡା କିମ୍ବା ତେଲ ।) ପ୍ରସ୍ତୁତି : କାଜୁ ଖଣ୍ଡ ଖଣ୍ଡ କର ଓ ଲବଙ୍ଗକୁ ଗୁଣ୍ଡ କରି ରଖ । କଡାଇରେସୁଜିକୁ ତେଲରେ ଭାଜି, ବାଦାମୀ ରଙ୍ଗ ହେଲେ ନଡ଼ିଆ କୋରା ଓ ଚିନିଦେଇ ।ଘାଣ୍ଟ । ଯେତେବେଳେ ଏହା ଅଠା ଅଠା ହୋର ଆସିବ ଓ କଡାରବୁ ଛାଡ଼ିଯାଉଥ୍ବ, ସେତେବେଳେ ସେଥରେ କାଜୁ? କିସ୍ ମିସ୍ ଓ ଲବଙ୍ଗ ଗୁଣ୍ଡ ଦେଇଗୋଳାଇ ନିଅ । ଥାଳିରେ ତେଲ ମାରି ଏହା ଢ଼ାଳି ଦିଅ । ଥଣ୍ଡା ହୋଇଗଲେ ଏହାକାଟି ଖାଇବାକୁ ଦେବ ।
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Odia Padabali O Champu Sahitya By Dr. Surendra Kumar Moharana From Odishashop
ଆଜି ଯାତ୍ରା, କାର୍ଯ୍ଯସାଧନ ସାଙ୍ଗକୁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯନ୍ନ କରିବେ।ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି| ବିଶେଷ ଭ୍ରମଣ ଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।ବନ୍ଧୁମାନଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବାକୁ ମନ ବଳାଇବେ।କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦ କରି ଅପ୍ରିୟତା ଅର୍ଜନ କରିବେ। ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧପଡ଼ କରିବାକୁ ପଡ଼ିବ। ଘରକୁ ଆସୁଥିବା ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ନିକଟ ସମ୍ପର୍କୀୟମାନଙ୍କ ଵିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।ଆକସ୍ମିକ କଳହ ସାଙ୍ଗକୁ ସହକର୍ମୀ କିମ୍ବା ପାଖ,ପଡ଼ୋଶୀମାନଙ୍କ ସହ ସମ୍ପର୍କରେ ହ୍ରାସ ଘଟିବ।କର୍ମକ୍ଷେତ୍ରର ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହି ନ ପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମୟିକ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତିବନ୍ଧୁମାନଙ୍କ ଆଶ୍ବାସନା କ୍ରମେ…
Kahuchi Mo Matha Sindura is one of the Romantic song byDebesh Pati & Mamali .This Odia ringtone is uploaded under category Odia Ringtones. This ringtone is identified by Debesh Pati & Mamali. Download Kahuchi Mo Matha Sindura and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Kahuchi Mo Matha Sindura Download this ringtone and set as your ringtone, let…
ସାମଗ୍ରୀ:(ଅଧକିଲୋ ବଡ଼ ରୋହିମାଛ, ଗୋଟିଏ ପିଆଜ, ଗୋଟିଏ ରସୁଣ, ଅଧଚା ଚାମଚ ଲଙ୍କା ଗୁଣ୍ଡ, ୧ ଟେବୁଲ ଚାମଚ ଭେନିଗର ୧ ଟେବୁଲ ଚାମଚ ରିଫାଇନ୍,ତେଲ, ଦରକାର ମୁତାବକ ଲୁଣ ।) । ପ୍ରସ୍ତୁତି : ପିଆଜ, ରସୁଣ ବାଟି ଦେଇ ପରିମାଣ ମୁତାବକ ଲୁଣ, ଲଙ୍କା,ଭେନିଗର ଦେଇ ମାଛକୁ ଗୋଳାଇ ନେଇ ୨ ଘଣ୍ଟା ରଖ । ବେକିଂ ଡିସ୍ରେ ତେଲଦେଇ ଗରମ କର । ଡିସ୍ ଗରମ ହେଲା ପରେ ମାଚ ରଖି ବେକ୍ କର । ୧୫ ।ମିନିଟ୍ରେ ଏହା ବେକ୍ ହୋଇଯିବ । ମଝିରେ ଥରେ ଏହାକୁ ଓଲଟାଇ ଦେବେ ।
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Loka Sahitya Tatwa By Dr. Shyamsundar Mohapatra From Odishashop
ସାମଗ୍ରୀ:ଗୋଟିଏ ଛୋଟ ଚିକେନ୍୨୫ ଗ୍ରାମ୍ ଅଦା୨୫ ଗ୍ରାମ୍ ରସୁଣଅଧକପ୍ ଭେନିଗର୧ଚାମଚ ଗୋଲମରିଚ ଗୁଣ୍ଡଟିକେ ମିଠାଇ ରଙ୍ଗ୨ଟେବୁଲ୍ ଚାମଚ ବଟରଦରକାର ମୁତାବକ ଲୁଣ ପ୍ରସ୍ତୁତି : ଚିକେନ୍ କୁ ଛୋଟ ଛୋଟ ଖଣ୍ଡ କର |ଭେନିଗର,ଅଦା,ରସୁଣ ବଟା,ଗୋଲମରିଚ ଗୁଣ୍ଡ,ଲୁଣ ଓ ମିଠାଇ ରଙ୍ଗ ଗୋଳାଇ ନେଇ ୪/୫ ଘଣ୍ଟା ରଖ |ଓଭନ ଡିସ୍ରେ ଗୋଟିଏ ଚାମଚ ବଟର ଦେଇ ଚିକେନ୍ ରଖ । ମଝିରେ ଥରେ ଦୁଇ ଥର ଓଲଟାଅ, ଅନ୍ୟ ଚମୁଚକୁ ବଟର ଦେଇ ଗୋଳାଇବେ । ଅଧ ଘଣ୍ଟାରେ ଏହା ହୋଇଯିବ ।। ଏହା ପୁରା ଶୁଖିଲା ହେବ ।
Hi Everyone, Today we are publishing another odia short story. You can find other small stories in our Odia Short Story portal. Here you will find all odia small stories and galpa. Everyday you could find new odia stories so that can read the stories from anywhere in the world. Read this odia story and share with your friends and family. Odia Book Yagyan Kalpa Druma (Part-1) From Odishashop