![]() |
ଆପଣଙ୍କ କର୍ମଧାରା ଉଜ୍ଜ୍ୱଳମୟ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରିୟଭାଷୀ ହେବେ । ଧନ ଓ ଯାନ-ବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦଯୁକ୍ତ ହେବେ । ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ । |
![]() |
ବିଭିନ୍ନ ସହଯୋଗିତା ପ୍ରାପ୍ତ ହେବେ । ପାରିବାରିକ ସୁଖ ମିଳିବ । ଶତ୍ରୁ ନାଶ କରିପାରନ୍ତି । ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି । ବହୁମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହେବେ । ଶାସ୍ତ୍ରଜ୍ଞ ହେବେ । ବିନୀତ ସ୍ୱଭାବର ହେବେ । |
![]() |
ଆର୍ଥିକ ସ୍ଥିତିର ଉନ୍ନତି ଘଟିବ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଗୁରୁ-ଗୁରୁଜନଙ୍କ ପ୍ରିୟ ଭାଜନ ହୋଇପାରନ୍ତି । ସମ୍ମାନିତ ହୋଇପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଚଞ୍ଚଳ ପ୍ରକୃତିର ହେବେ । |
![]() |
ଭ୍ରାତୃ ବିବାଦ ଲାଗିବାର ସମ୍ଭାବନା ଅଛି । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଶୁଭ ସମ୍ବାଦ ପାଇପାରନ୍ତି । ବିଭିନ୍ନ ଘଟଣାରେ ଉପକୃତ ହେବେ । ନିଜ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ମାନ୍ୟତା ପ୍ରାପ୍ତିର ସୂଚନା ମିଳୁଛି । ସୁଖୀ ହେବେ । |
![]() |
ଗୃହ କାର୍ଯ୍ୟ ଆନନ୍ଦଦାୟକ ହୋଇପାରେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ । କୃତି ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ ।ଅସାଧ୍ୟ-ସାଧନ କରିପାରନ୍ତି । |
![]() |
କର୍ମକ୍ଷେତ୍ରରେ ଆଗକୁ ବଢ଼ିପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । |
![]() |
ରୋଜଗାରକ୍ଷମ ହେବେ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍ ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତ ମାନର ହେବ । |
![]() |
ମିଳିଥିବା ସୁଯୋଗର ସଦୁପଯୋଗ କରିପାରନ୍ତି । ଉଚ୍ଚଆଶା ଫଳବତୀ ହେବ । ପାରିବାରିକ ସୁଖ-ସମୃଦ୍ଧି ଅବଶ୍ୟ ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । |
![]() |
ଶୁଭ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । କାର୍ଯ୍ୟ ସିଦ୍ଧି ହେବ; ମାତ୍ର ବିଳମ୍ୱିତ ହୋଇପାରେ । ରୋଜଗାର ଆଶାନୁରୂପ ହେବ । ଚଞ୍ଚଳ ଚେଷ୍ଟିତ ହେବେ । ଲୋକପ୍ରିୟ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବା ସହ ଅର୍ଥ ପ୍ରାପ୍ତ ହେବେ । |
![]() |
ଆର୍ଥିକ ସାହାଯ୍ୟ ପାଇ ପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ବନ୍ଧୁ ସହଯୋଗ ମିଳିବ । ଭ୍ରମଣ ସୁଖ ମିଳିପାରେ । କାର୍ଯ୍ୟହାସଲ କରିବାରେ ସକ୍ଷମ ହେବେ । ସରକାରୀ ଅର୍ଥ ପାଇପାରନ୍ତି । ଉତ୍ତମ ଗୃହରେ ବାସ କରିବେ । କୀର୍ତ୍ତିମାନ୍ ହେବେ । |
![]() |
କର୍ମ ଚଞ୍ଚଳ ରହିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । ଉନ୍ନତିମୂଳକ କାର୍ଯ୍ୟରେ ଆଗକୁ ବଢ଼ିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ସହକାରୀଙ୍କ ଉପଦେଶ ଗ୍ରହଣ କରି ଉପକୃତ ହେବେ । ଅର୍ଥ ମିଳିବ । |
![]() |
ଶତ୍ରୁ ସହିତ ମୁହାଁ ମୁହିଁ ହୋଇପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ଗରୁ, ଗୁରୁଜନଙ୍କ ଆଶୀର୍ବାଦ ମିଳିବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତା ଆବଶ୍ୟକ । |