ସାମଗ୍ରୀ:
୧କପ୍ ଚୁଡା
୧ କପ ଅରୁଆ ଚାଉଳ
୧ଟା ପିଆଜ
୪ଟି କଞ୍ଚାଲଙ୍କା
ପରିମାଣ ମୁତାବକ ଲୁଣ
ଦରକାର ମୁତାବକ ଲୁଣ
ପ୍ରସ୍ତୁତି:
ଚୁଡା ଧୋଇ ନିଅ |ଅରୁଆ ଚାଉଳ ୨ଘଣ୍ଟା ଭିଜାଇ ରଖ |ଚୁଡା ଓ ଭିଜା ଚାଉଳ ଚିକ୍କଣ କରି ବାଟି ନିଅ |ପିଆଜ ଲଙ୍କା ବାଟି ସେଥିରେ ମିଶାଇ ନିଅ ତାୱ୍ଧାରେ ତେଲ ମାରି ମୋଟା ମୋଟା ଚକୁଳି କର । ଉପରେ ତେଲ
ଛିଞ୍ଚି ଦୁଇପାଖ ଓଲଟାଇ ଗରମ ଗରମ ଖାଇବାକୁ ଦିଅ ।