ସାମଗ୍ରୀ:
(୧ କପ୍ ସୁଜି, ୨ ଟେବୁଲ ଚାମଚ ଘିଅ, ପୀଳେ ନଡ଼ିଆ କୋରା, ୧ କପ୍
ଚିନି, ୮/ ୧୦ ଟା କାଜୁବାଦାମ, ୮/୧୦ ଟା କିସ୍ମିସ୍ ୪ଟା ଗୁଜୁରାତି ଗୁଣ୍ଡ ।)
ପ୍ରସ୍ତୁତି : ଭଲ ଘିଅରେ ସୁଜିକୁ ଭାଜିବେ । ସୁଜିରୁ ବାସନା ଆସିଲେ ଓହ୍ଲା
ରଖିବେ । କାଜୁ ଭାଜି ନେଇ ଖଣ୍ଡ ଖଣ୍ଡ କରିଦେବେ । ନଡ଼ିଆ କୋରା ଓ ଚିନିକୁ
ମିଶାଇ କଡାଉରେ ରଖି ନିଆଁରେ ଘାଣ୍ଟ । ଚିନି ପାଗ ହୋଇ ଆସିଲା ବେଳକୁ
ସୁଜି ଭଜା, କାଜୁ ଓ କିସ୍ମିସ୍ ଦେଇ ଆଉ ୫ ମିନିଟ୍ ଘାଣ୍ଟି ଓହ୍ଲାଇ ଦିଅ । ଗୁଜୁରାତି
ଗୁଣ୍ଡ ମିଶାଇ ଲଡୁ କର ।