ସାମଗ୍ରୀ:
କିଲେ ଦୁଧ
ଗୋଟିଏ କାଗେଜି ଲେମ୍ବୁ
ଅଧକପ୍ ବେସନ
ଅଧ ଚାମଚ ଲଙ୍କା ଗୁଣ୍ଡ
ଅଧ ଚାମଚ ଲୁଣ
ଭଜା ଜିରାଗୁଣ୍ଡ
ଟିକେ ବେକିଂ ପାଉଡର
ଛାଣିବା ପାଇଁ ତେଲ
ପ୍ରସ୍ତୁତି:
ଲେମ୍ବୁରସ ଦେଇ ଦୁଧକୁ ଛିଣ୍ଡାର ଛେନା କରି ନେଇ କନାରେ ଛାଣି ନେବେ |କନା ଝୁଲାଇ ରଖି ପାଣି ଝରାଇ ନେବେ |ଛେନାରେ ଅଧେ ଲଙ୍କାଗୁଣ୍ଡ ଓ ପୁରା ଜିରାଗୁଣ୍ଡ ନେଇ ଲୁଣ ସହ ଚକଟି ନେବେ |ଚକଟି ଗୋଟିଏ ଥଳିରେ ଚାପି ଚାପି ରଖି ଦେବେ |ଛୋଟ ଛୋଟ ଚାରିକଣିଆ ବରଫି ସାଇଜର ଥଳିରେ ଚାପି ଚାପି ରଖି ଦେବେ |ଛୋଟ ଛୋଟ ଚାରିକଣିଆ ବରଫି ସାଇଜର କାଟିବେ |ଏହି ଛେନାକୁ ବେସନରେ ବେକିଂ ପାଉଡର ଲଙ୍କାଗୁଣ୍ଡ ଓ ଅଳ୍ପ ପାଣି ଦେଇ ମିଶାଇ ନେବେ |ତେଲ ଗରମ କରି ଛେନା ଖଣ୍ଡ ସବୁ ବେସନରେ ବୁଡାଇ ନେଇ ଛାଣିବେ |