![]() | ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି |ବନ୍ଧୁମିଳନରେ ସେବାଧର୍ମ ଶୀର୍ଷକ ଆଲୋଚନା ହେବ |ଶାନ୍ତ ଓ ଧୈର୍ଯ୍ୟବାନ ହେବେ|ପତ୍ନୀଙ୍କ ପରାମର୍ଶ ସୁଖଦାୟକ ହେବ |ଅହଂର ବିନାଶ ହେବ | |
![]() | ସୁସ୍ଥ ଓ ନିରାମୟ ରହିବେ |ବଳିଷ୍ଠ ଓ ଶତ୍ରୁହନ୍ତା ହେବେ |ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ |ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ|କିଛିଟା ଅଶୁଭ ଫଳ ମିଳିପାରେ | |
![]() | କର୍ମଚଞ୍ଚଳ ରହିବେ |କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ |ଆକସ୍ମିକ ଧନଲାଭ ହେବ |ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ |ଧାର୍ମିକ ଓ ତେଜସ୍ବୀ ବ୍ୟକ୍ତିସମ୍ପନ୍ନ ହେବେ | |
![]() | ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି |ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ |ସୁସ୍ଥ ରହିବେ |କୃଷି କର୍ମରେ ପାରଦର୍ଶୀ ହେବେ |ଜଳ ପ୍ରତି ଆଦର,ପ୍ରେମୀ ଓ ବୁଦ୍ଧିମାନ ହେବେ |ଯାନବାହନ ସୁଖ ମିଳିବ | |
![]() | ମନ ପ୍ରସନ୍ନ ରହିବ |ଈଶ୍ବରବିଶ୍ବାସୀ ହେବେ |ଭାଷା ମଧୁର ଓ ବ୍ୟବହାର ସ୍ନହପୂର୍ଣ୍ଣ ହେବ |ପ୍ରେମୀ ଓ ସାହସୀ ହେବେ ସାନ ଭାଇମାନଙ୍କଠାରୁ ଆଦର,ସମ୍ମନ ମିଳିବ |ଧାର୍ମିକ ,ବନ୍ଧୁପ୍ରେମୀ ହେବେ | |
![]() | ଭାଗ୍ୟଶାଳୀ ହେବେ |ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ |ସହନଶୀଳ ,ଶାନ୍ତିପ୍ରିୟ,ଉଦାରଚରିତ ଓ ବିଦ୍ୟାପ୍ରେମୀ ହେବେ |ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ |ମିତ୍ରଙ୍କଠାରୁ ସହାୟତା ମିଳିବ | |
![]() | ରୋଜଗାର ଉଣା ହେବ ନାହିଁ |ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ |ମାଲିମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ |ଋଣକ୍ଷେତ୍ରରେ କୌଶଳୀ ହେବେ |ବୀରତ୍ବ ପ୍ରଦର୍ଶନ କରିବେ | |
![]() | କର୍ମଚଞ୍ଚଳ ରହିବେ |ଏକାନ୍ତରେ ସାଧନା ଫଳବତୀ ହେବ |ମଧୁର କଥାରେ ପରକୁ ଆପଣାର କରିପାରନ୍ତି |ନୀତିନିଷ୍ଠ ହେବେ |ଗୁପ୍ତବିଦ୍ୟାରେ ରଚି ରହିବେ |ମୋକଦ୍ଦମାରେ ବିଜୟୀ ହେବେ | |
![]() | ସୁସ୍ଥ ଓ ନିରାମୟ ରହିବେ |ଲୋକପ୍ରିୟତା ଅର୍ଜନ କରିବେ |ସରକାରୀ ସ୍ତରରେ ସମ୍ମାନିତ ହେବେ ଓ ଆର୍ଥିକ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି |ଗୃହ ସୁଖ ସହିତ ଯାନବାହନ ସୁଖ ମିଳିବ |
![]() | ମନ ପ୍ରସନ୍ନ ରହିବ |କୁଳପ୍ରଦୀପ ହେବେ |ସୁସ୍ଥ ଓ ନିରାମୟ ରହିବେ |ଦୟାର୍ଦ୍ରଚିତ୍ତ ହୋଇପାରନ୍ତି |ବ୍ୟବସାୟ ଲାଭଦାୟକ ହେବ |ଯଶସ୍ବୀ ହେବେ |ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଛା ଭାବ ରହିବ | |
![]() | ନିଜର ଭାଗ୍ୟନିୟନ୍ତା ନିଜେ ହେବେ |ଜୀବନ ସୁଖ ସମୃଦ୍ଧି ପୂର୍ଣ୍ଣ ହେବ |ଧର୍ମାତ୍ମା,ବିଦ୍ବାନ ଓ ସାହସୀ ହେବେ |ପାରିବାରିକ ଜୀବନ ସୁଖପ୍ରଦ ହେବ |ଉଦ୍ୟୋଗୀ ହେବେ |ସତ୍ୟପ୍ରଜ୍ଞ ହେବେ | |
![]() | ପ୍ରତିଶୋଧ ପରାୟଣ ହୋଇପାରନ୍ତି |ମାତ୍ର ଏଥିରୁ ନିବୃତ୍ତି ରହିଲେ ମହାଫଳପ୍ରାପ୍ତ ହେବେ |ସହଯୋଗୀ ବ୍ୟବସାୟ ଲାଭଜନକ ହୋଇପାରେ |ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି | |