![]() | ଇଲେକ୍ଟ୍ରୋନିକ୍ସ୍ ବ୍ୟବସାୟୀଙ୍କୁ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦ ମିଳିବ। କଲେଜରେ ନୂଆ ବନ୍ଧୁ ସୃଷ୍ଟି ହେବେ। |
![]() | ଲୋକମାନେ ଆପଣଙ୍କ ବ୍ୟବହାରକୁ ପ୍ରଶଂସା କରିବେ। ସପରିବାର ସହ ବାହାରକୁ ବୁଲିଯିବାର ଯୋଜନା କରିବେ। ଅଫିସରେ କୌଣସି କାମକୁ ନେଇ ମାନସ ମନ୍ଥନ କରିବେ। |
![]() | ଦିନଟି ବହୁତ ଶୁଭ। ନିଜ ଜୀବନ ଶୈଳୀରେ ପରିବର୍ତ୍ତନ କରିବେ। ଚାକିରିଆଙ୍କୁ ଉନ୍ନତିରେ ଅବସର ମିଳିବ। ପ୍ରେମ ସଂପର୍କ ମଜଭୁତ ହେବ। ଘରକୁ ଅଚାନକ ବନ୍ଧୁ ଆସିବେ। |
![]() | ଦିନଟି ଆପଣଙ୍କ ଲାଗି ଲାଭ ଦାୟକ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ମାଆ ପିଲାମାନଙ୍କୁ ଶିଷ୍ଟାଚାର ଶିଖାଇବେ। ବିରୋଧୀ ଆପଣଙ୍କ ଠାରୁ ଦୂରତ୍ୱ ବଜାୟ ରଖିବେ। |
![]() | ଇସ୍ପାତ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ନୂଆ ଯାନ କିଣିବା ଲାଗି ନିଷ୍ପତ୍ତି ନେଇପାରନ୍ତି। ଚାକିରି ବଦଳାଇବା ପାଇଁ ବିଚାର କରିବେ। ଘରେ କୌଣସି ଉତ୍ସବ ହୋଇପାରେ। |
![]() | ଦିନଟି ଆପଣଙ୍କ ଲାଗି ନୂଆ ସଂକେତେ ନେଇ ଆସିଛି। ଭାଗ୍ୟର ପୂରା ସହଯୋଗ ପାଇବେ। ପରିବାରର ଦାୟିତ୍ୱ ଭଲଭାବେ ବୁଝିବେ। ଲେଖକ ନୂଆ ପୁସ୍ତକ ଲେଖିପାରନ୍ତି। |
![]() | କ୍ୟାରିୟରକୁ ସୁନ୍ଦର କରିବା ଲାଗି ଯୋଜନା କରିବେ। ଭାଇ ଭଉଣୀଙ୍କ ସହ ସଂପର୍କ ମଜଭୁତ ହେବ। ବ୍ୟବସାୟରେ ଭଲ ଲାଭ ପାଇବେ। ସମ୍ବନ୍ଧରେ ନୂଆ ଚେତନା ସଂଚାର ହେବ। |
![]() | ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। କାମ କରିବା ପାଇଁ ନୂଆ କୌଶଳ ଶିଖିବେ। ନକରାତ୍ମକ ଚିନ୍ତାରୁ ଦୂରରେ ରୁହନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। |
![]() | ଭାଗୀଦାରୀରେ ବ୍ୟବସାୟ କରିବା ପୂର୍ବରୁ ମୁରବିଙ୍କର ପରାମର୍ଶ ନିଅନ୍ତୁ। ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ। ପିଲାମାନଙ୍କ ସହ ବାହାରକୁ ବୁଲିଯିବେ। |
![]() | ରାଜନେତା ନୂଆ କାମ କରିବା ଲାଗି ଉତ୍ସୁକ ହେବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଅଫିସରେ କେବଳ ନିଜ କାମରେ ମନ ଦିଅନ୍ତୁ। |
![]() | ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଅଫିସରେ ନୂଆ କାମ ମିଳିବା ଯୋଗୁଁ ଖୁସି ହେବେ। ଆର୍ଥିକ ସ୍ଥିତ୍ତି ସ୍ୱଚ୍ଛଳ ହେବ। |
![]() | ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ। କରିତକର୍ମା ହେବେ। ପ୍ରତିଯୋଗତିାରେ କୃତିତ୍ୱ ଅର୍ଜନ କରିବେ। ସର୍ବସୁଖର ଅଧିକାରୀ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ। |