![]() | ପରିବାର ସମ୍ବନ୍ଧରେ କୌଣସି ଖୁସି ଖବର ପାଇବେ ପ୍ରିୟ ବନ୍ଧୁ ସହ ମିଶିବାର ମଉକା ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢିବ। |
![]() | ଦିନଟି ବ୍ୟସ୍ତତାରେ କଟିବ। ଜୀବନସାଥୀ ଓ ପିଲାମାନଙ୍କ ଠାରୁ ଯଥେଷ୍ଟ ଆନନ୍ଦ ପାଇବେ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ନିଜ ଗୁରୁଙ୍କ ସହ ସାକ୍ଷାତ ହେବ। |
![]() | ଯାହା ବି କାମ କରିବାକୁ ଚାହିଁବେ ତାହା ପୂରା ହୋଇଯିବ। ବ୍ୟବସାୟୀଙ୍କ ଲାଗି ଦିନଟି ଠିକ ରହିବ। ଅଚାନକ ଧନଲାଭ ହେବ। ଶିକ୍ଷାର୍ଥୀଙ୍କର ଲେଖାପଢାରେ ମନ ଲାଗିବ। |
![]() | ସ୍ଥଗିତ କାମ ବନ୍ଧୁ ମାଧ୍ୟମରେ ପୂରା ହେବ। ନିକଟ ସମ୍ପର୍କୀୟଙ୍କ ଠାରୁ ଖୁସି ଖବର ପାଇବେ। ବାପା ମାଆଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ। ଆପଣଙ୍କ ପାଖକୁ ନୂଆ ଦାୟିତ୍ୱ ଆସିବ। |
![]() | କାର୍ଯ୍ୟରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସ୍ୱଚ୍ଛଳ ରହିବ। ଜୀବନସାଥୀ ସହ ବାହାରକୁ ବୁଲିଯିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ସୁଯୋଗ ମିଳିବ। |
![]() | କୌଣସି କାମରେ ଅଧିକ ଯା’ଆସ କରିବାକୁ ପଡ଼ିପାରେ । ଅଫିସରେ କଠୋର ପରିଶ୍ରମ ପାଇଁ ଆପଣଙ୍କୁ ପଦୋନ୍ନତି ମିଳିବ। ପରିବାରରେ କୌଣସି ଲୋକଙ୍କ ତର୍କ ବିତର୍କ ହେବ। |
![]() | କୌଣସି ବିଷୟରେ ବଡ଼ ନିର୍ଣୟ ନେବେ। ନିଜର ଶକ୍ତିକୁ ସଠିକ ଦିଶାରେ ଲଗାନ୍ତୁ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ରାଜନୀତିରେ ସଫଳତା ପାଇବେ ପ୍ରେମ ଜୀବନ ଭଲ ରହିବା। |
![]() | ଚାକିରିଜୀବୀଙ୍କ ଲାଗି ଦିନଟି ଭଲ ରହିବ। ବିବାହଯୋଗ୍ୟ ଯୁବକଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଭଂଜିନିୟର ଛାତ୍ରଙ୍କ ଲାଗି ଦିନଟି ଶୁଭ। |
![]() | ମନ ଶାନ୍ତ ରହିବ ପରିଶ୍ରମର ସୁଫଳ ପାଇବେ। ଅଫିସ କାମ ପ୍ରତି ଦିନଟି ଅନୁକୂଳ ରହିବ। ବରିଷ୍ଟ ଆପଣଙ୍କ କଥାକୁ ଗମ୍ବୀରତାରେ ଗ୍ରହଣ କରିବେ। ଆର୍ଥିକ ଚିନ୍ତା ସମାପ୍ତ ହେବ। |
![]() | ଦିନଟି ଆତ୍ମବିଶ୍ଵାସଭରା ରହିବ। ଶାନ୍ତ ରହି ବିବାଦକୁ ସମାଧାନ କରନ୍ତୁ। ସମୟ ଓ ଅର୍ଥ ଅଧିକ ମନୋରଂଜନ କାର୍ଯ୍ୟରେ ବ୍ୟୟ କରନ୍ତୁ ନାହିଁ। ପ୍ରିୟ ବନ୍ଧୁଙ୍କୁ ମନର କଥା କହିବେ। |
![]() | ସମ୍ମୁଖକୁ ଆୁଥିବା ଅହ୍ୱାନକୁ ସହଜରେ ସମାଧାନ କରିପାରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ବ୍ୟବସାୟରେ ଉନ୍ନତି ହେବ। ନୂଆ ଲୋକଙ୍କ ସାକ୍ଷାତରେ ଆପଣଙ୍କୁ ଲାଭ ହେବ। |
![]() | କୌଣସି ପୂର୍ବ କଥା ନେଇ ଟିକେ ଅଶାନ୍ତିରେ ରହିବେ। ନିଜର ଲୋକ ଆପଣଙ୍କୁ ଠିକ ଦିଗରେ ନେଇଯିବେ ଅଫିସ କାମରେ ଆହ୍ଵାନ ଆସିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। |