![]() |
ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। ଏକାସମୟରେ ଅନେକ ଦାୟିତ୍ୱ ନେବା ଯୋଗୁଁ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। |
![]() |
ଉନ୍ମତି ପାଇଁ ନୂଆ ସାଧନ ପାଇବେ। ବ୍ୟବସାୟରେ ଉନ୍ନତି ହେବ। କୌଣସି ବିଶେଷ କାମ କରିବା ଲାଗି ଭାବିବେ। ରାଜନୀତିକ ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। |
![]() |
ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ବାକିଥିବା କାମ ପୂରା ହୋଇଯିବ। ସଂପତ୍ତି ବଢ଼ାଇବା ଲାଗି ଯୋଜନା ସଫଳ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। |
![]() |
ବ୍ୟବସାୟରେ ବକେୟା ଅର୍ଥ ପାଇବେ। କାମରେ ଅନ୍ୟମାନଙ୍କ ସାହାଯ୍ୟ ପାଇବେ। ଅଫିସରେ କୌଣସି କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। |
![]() |
ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ବନ୍ଧୁ ସାହାଯ୍ୟରେ କୌଣସି କାମ ପୂରା ହେବ। ପାରିବାରିକ ମାମଲାରେ ଅନ୍ୟର ପରାମର୍ଶ ନିଅନ୍ତୁ, ଭଲ ହେବ। |
![]() |
ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ କାର୍ଯ୍ୟରେ ନୂତନ ଆସିବ। ପ୍ରେମୀଯୁଗଳ ଏକାଠି ଖୁସି୍ରେ ମୁହୂର୍ତ ଅତିବାହିତ କରିବେ। |
![]() |
କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କ୍ୟାରିୟର ସମ୍ବନ୍ଧରେ ବହୁତ ଭଲ ସୁଯୋଗ ପାଇବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। |
![]() |
ପରିବାରରେ ସୁଖଶାନ୍ତି ବଜାୟ ରହିବ। ଆପଣଙ୍କୁ ଆନନ୍ଦଦାୟକ ଅନୁଭୁତି ମିଳିବ। ବିଶେଷ ପ୍ରସଙ୍ଗରେ ପରିବାର ଲୋକଙ୍କ ସହ କଥା ହେବେ। ଯାତ୍ରା ଫଳପ୍ରଦ ହେବ। |
![]() |
ସାମାଜିକ କାର୍ଯ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିବ। ଧନ ସଂପତ୍ତି ନେଇ ସତର୍କ ରୁହନ୍ତୁ। ବନ୍ଧୁ ସହ ମିଶିବା ଲାଗି ତାଙ୍କ ଘରକୁ ଯିବେ। |
![]() |
ନୂଆ କାରବାରରେ ପୁଞ୍ଚି ଲଗାଇବା ପୂର୍ବରୁ ପରୀକ୍ଷା ନିରୀକ୍ଷା କରିନିଅନ୍ତୁ। ବିଶେଷ କାମ କରିବା ଲାଗି ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତନ କରିବାକୁ ହେବ। |
![]() |
ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ନିଜକୁ ପ୍ରମାଣିତ କରିବା ଲାଗି ଉତ୍ତମ ସୁଯୋଗ ପାଇବେ।ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। |
![]() |
ଜୀବନସାଥୀଙ୍କ ସହ କୋମଳ ସ୍ୱରରେ କଥା ହୁଅକ୍ରୁ। ଲୋକେ ଅପଣଙ୍କ କଥାରେ ସହମତ ହେବେ। ଆମଦାନି ବଢ଼ାଇବା ଲାଗି ଆପଣଙ୍କ ମସ୍ତିଷ୍କରେ ନୂଆ ଯୋଜନା ଆସିବ। |