![]() |
କର୍ମଚଞ୍ଚଳ ରହିବେ। ଧନଶାଳୀ ହୋଇପାରନ୍ତି। ଲୋଭାସକ୍ତ ହେବେ। ପରସେବକ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ଲୋକପୂଜ୍ୟ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। |
![]() |
ଦେବ କାର୍ଯ୍ୟ ସମ୍ପାଦନ କରିବେ। ପତ୍ନୀଙ୍କୁ ବିଚିତ୍ର ବସନଯୁକ୍ତା କରାଇ ପାରନ୍ତି। ଧାତୁ ବାଦରେ ଧନ ବ୍ୟୟ କରିପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜିପାରେ। ମିଷ୍ଟଭାଷୀ ହୋଇପାରନ୍ତି। |
![]() |
ବ୍ୟବସାୟ ଲାଭଦାୟକ ହେବ। ପତିପତ୍ନୀଙ୍କ ପ୍ରୀତି ଉନ୍ନତମାନର ହେବ। ନବବସ୍ତ୍ର ସହିତ ପଷ୍ପାଭରଣ ହେବେ। ଧନପ୍ରାପ୍ତିର ସୂଚନା ମିଳୁଛି। ସଷୁମ ଖାଦ୍ୟ ସହ କାର୍ଯ୍ୟରେ ପ୍ରସିଦ୍ଧିଲାଭ ହେବ। |
![]() |
ଦିନଟି ଆରାମଦାୟକ। ଚାରାରୋପଣରେ ବ୍ରତୀ ହେବେ। ରାସ୍ତାଘାଟ ନିର୍ମାଣ ଓ କୂପ ଖନନାଦି କାର୍ଯ୍ୟରେ ଧନ ଉପାର୍ଜନ କରିବେ। କର୍ମଚଞ୍ଚଳ ରହିବେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ। |
![]() |
ଧର୍ମାନ୍ତରୀକରଣ ପ୍ରତି ଆଗ୍ରହୀ ହେବେ। ସ୍ୱଧର୍ମ କ୍ରିୟାରତ ହୋଇପାରନ୍ତି। ତି ତୀର୍ଥ ସେବାଗ୍ରାହୀ ହେବେ। କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଉଦ୍ୟୋଗୀ ହେବେ। |
![]() |
ପତ୍ନୀ ହେତୁକ କାର୍ଯ୍ୟ ସିଦ୍ଧିହେବ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି। ଉତ୍ତମ ମନ୍ତ୍ରଣାଦାତା ହେବେ। କାବ୍ୟ ରଚନାରେ ସିଦ୍ଧହସ୍ତ ହେବେ। ଅସୁସ୍ଥତା ଅନୁଭବ କରିପାରନ୍ତି। |
![]() |
ପତ୍ନୀ ଗୁଣବତୀ ହୋଇପାରନ୍ତି। ପଦାର୍ଥ ପ୍ରିୟା ହେବେ। ଧର୍ମଯୁକ୍ତା ହୋଇପାରନ୍ତି। ବିନୀତ ସ୍ୱଭାବଯୁକ୍ତା ହେବେ। ପୁତ୍ର ସନ୍ତାନ ପ୍ରାପ୍ତି ସୂଚନା ମିଳୁଛି। ସେବା ପରାୟଣ ହେବେ। ଦିନଟି ସୁଖବୋଧ ହେବ। |
![]() |
ଶତ୍ରୁଦମନ କରି ମାନସିକ ଶାନ୍ତିଫେରିପାଇବେ। ଯେ କୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁକି ବିନା ବାଧା, ବିଘ୍ନରେ ସଫଳତା ହାସଲ କରିବେ। ଭାଷା ଓ ବ୍ୟବହାର ଭଦ୍ରୋଚିତ ହେବ। |
![]() |
ପୁତ୍ର ଅପାର ଗୁଣର ଅଧିକାରୀ ହେବ। ଚରିତ୍ରବାନ୍ ଓ ଶାରୀରିକ ଶକ୍ତି ସମ୍ପନ୍ନ ହେବ। ଶତ୍ରୁଦମନକାରୀ ହୋଇପାରନ୍ତି। ସେବା କ୍ଷେତ୍ରରେ ସ୍ୱନାମଧନ୍ୟ ହେବେ। ମାନସମ୍ମାନ ଯୁକ୍ତ ଓ ସୁଖୀ ହେବେ। |
![]() |
ଜଳାଶୟାଦି କାର୍ଯ୍ୟ କରି ସୁଖ ଭୋଗ କରିପାରନ୍ତି। ପିତା ମାତାଙ୍କ ସେବା କରି ଆଶୀର୍ବାଦଯୁକ୍ତ ହେବେ। କୃଷି ଲାଭଦାୟକ ହେବ। ଭ୍ରାତାମାନଙ୍କ ମଧ୍ୟରେ ଶ୍ରେଷ୍ଠାସନ ଲାଭ କରିପାରନ୍ତି। |
![]() |
କ୍ଷମତାଶୀଳ ହେବେ। ଉପକାରୀଙ୍କ ନିକଟରେ କୃତଜ୍ଞ ହୋଇପାରନ୍ତି। ସଦା-ସର୍ବଦା ସତ୍ୟରତ ହେବେ।ସୁଶୀଳ ହୋଇପାରନ୍ତି। ଜ୍ଞାନୀ-ବିଜ୍ଞାନୀଙ୍କ ସହିତ ଆତ୍ମୀୟତା ସ୍ଥାପନ କରିବେ। |
![]() |
ବହୁ ଉପାୟରେ ଧନ ଅର୍ଜନ କରିବେ। ଉପବାସାଦିରୁ ଧନ ସଞ୍ଚୟ କରିପାରନ୍ତି। ଧର୍ମକ୍ରିୟାରତ ହେବେ। ବିଦ୍ୟାକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି। ବ୍ୟବସାୟ ଓ ମାତାପିତାଙ୍କ କଲ୍ୟାଣରୁ ଧନ ଲାଭ ହେବ। |