![]() |
ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ ଅତବିାହିତ ହୋଇପାରେ।ସୁଖ-ସମୃଦ୍ଧି ମୂଳଦୁଆ ପଡିବ। ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ। |
![]() |
ସ୍ୱାଭିମାନୀ ହେବେ। ଭା୍ଗୁଆଳ ବ୍ୟବସାୟ ଲାଭଜନକ ହେବ। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରପିାରନ୍ତି। ପରୋପକାରୀ ହେଲେ ବି ସତର୍କ ରହିବେ। |
![]() |
ବନ୍ଧୁମିଳନର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶ ଶାନ୍ତିଦାୟକ ହେବ। |
![]() |
ଖର୍ଚ୍ଚ ଏଡ଼ାଇବାକୁ ଯତପରୋନାସ୍ତି ଚେଷ୍ଟା କରିବେ। ଭ୍ରାତୃ ଭାବ ଅତୁଟ ରହିବ। ସୁସ୍ଥ ରହିବେ। ବିଚକ୍ଷଣ ବୃଦ୍ଧିସମ୍ପନ୍ନ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକରିରେ ସନୁାମ ଅର୍ଜନ କରିବେ। |
![]() |
କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ହିତକାରୀ ହେବ। ଆକସ୍ମିକ ଧନଲାଭର ସୂଚନା ମିଳୁଛ। ଆର୍ଥିକ ସ୍ରୋତ ବ୍ୟବସାୟାଦ ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। |
![]() |
ଉଦାର ପ୍ରକୃତିର ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷ କର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ଯାନବାହନ ସୁଖ ମିଳିବ। |
![]() |
ମନ ପ୍ରସନ୍ନ ରହିବ। ଈଶ୍ୱର ବିଶ୍ୱବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ପାଇବେ। ଧାର୍ମିକ ହେବେ। |
![]() |
ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ପାରବିାରକ ସୁଖ ମିଳବ। ମିତ୍ରଙ୍କଠାରୁ ସହାୟତା ମିଳବ। |
![]() |
ରୋଜଗାର ଊଣା ହେବ ନାହିଁ। ଐଶୂର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁ୍ଛି। ରଣ କ୍ଷେତ୍ରରେ ପାରଙ୍ଗମ ହେବେ। ମାଲମୋକଦ୍ଦମାରେ ବଜୟୀ ହେବେ।ଧନଲାଭ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। |
![]() |
କର୍ମଚଞ୍ଚଳ ରହିବେ। କାର୍ଯ୍ୟରେ ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ଏକାନ୍ତରେ ଧ୍ୟାନମଗ୍ନ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଦେଖାଦେଇପାରେ। ମଧୁର କଥାରେ ପରକୁ ଆପଣାର କରପାରନ୍ତି। |
![]() |
ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରାକରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁ୍ଛି। କରିତକର୍ମା ହେବେ। |
![]() |
କୁଳପ୍ରଦୀପ ହେବେ। ମନପ୍ରସନ୍ନ ରହିବ। ଦୟାର୍ଦ୍ରଚିତ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ଶ୍ରମ ସାର୍ଥକ ହେବ। ନଜ ପରିବାର ପ୍ରତିସ୍ନେହ ସଦ୍ଦିଚ୍ଛା ଭାବ ରହିବ। |