![]() |
କଳକୌଶଳ ପ୍ରୟୋଗ କରି ଶତ୍ରୁପକ୍ଷଙ୍କୁନିଜ ନିୟନ୍ତ୍ରଣକୁ ଆଣିପାରନ୍ତି। ମନ ମଧ୍ୟରେ ଉଙ୍କିମାରୁଥିବା ଆଶଙ୍କା ଶଙ୍କଶୂନ୍ୟହୋଇପାରେ। ନମ୍ରତାର ପ୍ରତୀକ ହେବେ। ଋଣମକ୍ତୁ ହେବେ। |
![]() |
ଅଧ୍ୟାପନାର ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହେବେ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ପରିଧାନ ନୁହେଁ; ସ୍ୱସୂକର୍ମ ଆପଣଙ୍କ ପରିଚୟ ସୃଷ୍ଟି କରିବ। ପତ୍ନୀଙ୍କ ଆଶାକୁମଧମୁୟ କରିପାରନ୍ତି। |
![]() |
କୃଷି କର୍ମରେ ଆଦର୍ଶବାଦୀ ହୋଇପାରନ୍ତି। ତିଶ୍ରମ ସାର୍ଥକ ହେବ। ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ଅସାଧ୍ୟ ସାଧନ କରିବାରେ ସିଦ୍ଧହସ୍ତ ହେବେ। କୋମଳ ହୃଦୟ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି। |
![]() |
ଭକ୍ତିରୂପକ ଅମୂଲ୍ୟରତ୍ନକୁ ନିଜ ଇଷ୍ଟଙ୍କ ପାଦପଦ୍ମରେ ସମର୍ପଣ କରିପାରନ୍ତି। ବାଣିଜ୍ୟ କାରବାର ଫଳପ୍ରସୂ ହେବ ସରକାରୀ କାର୍ଯ୍ୟରୁ ଲାଭ ମିଳିବ। ଶ୍ରମ ଓ ନିଷ୍ଠାର ମହତ୍ତ୍ୱ ରହିଛି। ଈପ୍ସିତ ଧନ ମିଳିପାରେ। |
![]() |
ଦୈବୀବଳରେ ବଳୀୟାନ ହୋଇପାରନ୍ତି। ମାନ୍ୟତା ପ୍ରାପ୍ତି ସୂଚନା ମିଳୁଛି। ସାମାଜିକ କ୍ଷେତ୍ରରେ ତ୍ୟାଗପୂତ ମନୋବୃତ୍ତିର ହେବେ। ବିଭିନ୍ନ ଦିଗରୁ ଧନ ପ୍ରାପ୍ତ ହେବେ। ସତ୍ସଙ୍ଗରୁ ଶାନ୍ତି ଓ ତୃପ୍ତିର ସୂତ୍ର ମିଳିବ। |
![]() |
ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ସରକାରୀ ବା ବନ୍ଧୁସତ୍ରରୂ ଲାଭବାନ୍ ହେବେ। ଧୀ’ଶକ୍ତିସମ୍ପନ୍ନ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ସଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ହେବ। |
![]() |
ବିବେକାନୁମୋଦିତ କାର୍ଯ୍ୟକରି ଧର୍ମାଧର୍ମର ମାର୍ଗ ବାଛିନେଇପାରନ୍ତି। ସାଧନାରୁ ଶାଶ୍ୱତ ସୁଖର ସନ୍ଧାନ ପାଇବେ। ଭୋଗ ଭିତରେ ତ୍ୟାଗ ଥାଏ। ସେଠାରେ ଥିବା ସୃଜନ କାର୍ଯ୍ୟକ୍ରମ ବ୍ୟୟଭାରକୁ ବଢ଼ାଇ ଦିଏ। |
![]() |
ସବୁ ଆଶା, ଆକାଙକ୍ଷା ପୂରଣ କରିବାର ଦିନଟି ଆଜି। ଯାହା ଚାହିଁବେ ତାହା ଅନାୟାସରେ କରିପାରିବେ। ପରମ କଲ୍ୟାଣକାରୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ। ସରକାରୀ ଓ ବେସରକାରୀ ସତ୍ରରୂ ଧନ ପ୍ରାପ୍ତ ହେବ। |
![]() |
କର୍ମତତ୍ପରତା ପ୍ରକାଶ ପାଇବ। ପ୍ରଶଂସନୀୟ ପଦକ୍ଷେପ ମହାନତାର ପରିଚୟ ସଷ୍ଟି କରିବ। ଗୁଣର ପ୍ରସାର ଘଟାଇ ଜନମନକୁ ନିଜ ଆୟତ୍ତକୁ ଆଣିପାରନ୍ତି।ପୈତୃକ ସମ୍ପତ୍ତିରୁ ଅଧିକ ଧନ ଅର୍ଜନ ହେବ। |
![]() |
କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସା ମଣ୍ଡିତ ହୋଇପାରନ୍ତି। କ୍ଷମତାର ସଦ୍ ବ୍ୟବହାର କରି ସଂଗଠନକୁ ଶକ୍ତିଶାଳୀ କରିପାରନ୍ତି। ପାରିବାରିକ ଓ ସାଂସାରିକ ସୁଖରେ ସୁଖୀ ହେବେ। ଅର୍ଥପ୍ରାପ୍ତ ହେବ। |
![]() |
ବରିଷ୍ଠ ବ୍ୟକ୍ତିଙ୍କ ପାଇଁ ସମ୍ମାନବୋଧ ଭାଷା ପ୍ରକାଶ ଆପଣଙ୍କ ଧ୍ୟେୟ ହୋଇପାରେ। ଅମନ ମନ୍ଦିରର ସାରସକୁ ପୋଷାମନାଇ କର୍ମଯୋଗୀ ଭାବେ ନିଜର ପରିଚୟ ସଷ୍ଟି କରିପାରନ୍ତି।ସର୍ତକର ଦିନଟି ଆଜି। |
![]() |
ଯେତେ ଦୁଃଖଦ ସମ୍ବାଦ ଆସଲେ ମଧ୍ୟ ଆପଣଙ୍କ ମଖରୁ ହସ ଲିଭାଇ ପାରିବ ନାହିଁ। ସମର୍ପଣ ଭାବ ନେଇ ସେବା କ୍ଷେତ୍ରରେ ଜାଗ୍ରତ ରହବେ। ଧର୍ମପ୍ରାଣା ପତ୍ନୀଙ୍କ ସହଯୋଗ ଆପଣଙ୍କୁ ଶକ୍ତିସମ୍ପନ୍ନ କରିପାରେ। |