![]() |
ବାରମ୍ବାର ଚେଷ୍ଟାରେ କାର୍ଯ୍ୟ ହାସଲ ହୋଇପାରେ । ଆୟ ଊଣା ହେବ ନାହିଁ । କର୍ମରେ ଅଗ୍ରଗତି ଘଟିବ । ସର୍ବସୌଖ୍ୟ ଲାଭ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ । |
![]() |
କାର୍ଯ୍ୟରେ ଆତୁର ଲକ୍ଷଣ ଦେଖା ଦେବ । ସାଧନା ଫଳବତୀ ହେବ । କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । |
![]() |
କିଛି ସମସ୍ୟା ନେଇ ବିବ୍ରତ ହୋଇପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଆଉ କେତେକ ଘଟଣାରେ ହଇରାଣ ହରକତ ହୋଇପାରନ୍ତି । ସୁଶୀଳ ଓ ଧର୍ମପରାୟଣ ହେବେ । ସଙ୍ଗୀତପ୍ରିୟ ହୋଇପାରନ୍ତି । ସାଧୁସେବାରେ ବ୍ରତୀ ହେବେ । |
![]() |
ଶୁଭ ଯୋଗ ଅଛି । କାର୍ଯ୍ୟରେ ସଫଳତା ଲାଭ କରିବେ । ଧର୍ମ କର୍ମ ସଂପାଦନ କରିପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ସରକାରୀ ଧନ ମିଳିବ । ମନପ୍ରସନ୍ନ ରହିବ । |
![]() |
ସରକାରୀ କୃପା ଲାଭ କରି ଆତ୍ମ ସନ୍ତୋଷ ଲାଭ କରିବେ । ସମ୍ମାନିତ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ସରକାରୀ ଧନ ମିଳିପାରେ । ଗୃହ ପରିବେଶ ସ୍ୱାସ୍ଥ୍ୟ ଉପଯୋଗୀ ହେବ । ଉତ୍ତମ ଗୁଣ ସମ୍ପନ୍ନ ହେବେ । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ପଡ଼ୋଶୀଙ୍କ ସହିତ ସଦ୍ଭାବନାରେ ଚଳିବେ । କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ । ବିଭିନ୍ନ ସୂତ୍ରରୁ ଧନାଗମ ହେବ । ମହିଳା ଗୋଷ୍ଠୀର ସହାୟକ ହୋଇପାରନ୍ତି । ସୁଖ ସମୃଦ୍ଧି ସମ୍ପନ୍ନ ହେବେ । |
![]() |
ମୌନ ବ୍ରତ ଗ୍ରହଣ ଶୁଭଦାୟକ ହେବ । ନିଜସ୍ୱ ଅର୍ଜନରେ ବାଧାପ୍ରାପ୍ତ ହୋଇପାରନ୍ତି । ପରଧନରେ ଧନୀ ହୋଇପାରନ୍ତି । ଯୁବତୀ ମନୋରଞ୍ଜନକାରୀ ହୋଇପାରନ୍ତି । ଯୁବକ ହେଲେ ବି କ୍ଷୀଣ ଶରୀରଯୁକ୍ତ ହେବେ । ଅଷ୍ଟମ ଚନ୍ଦ୍ର ହେତୁ ସତର୍କ ହେବେ । |
![]() |
କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ । ବାଣିଜ୍ୟ କାରବାରରେ ସୀମିତ ଲାଭ ମିଳିବ । ବନ୍ଧୁ ସହାୟତା ମିଳିବ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ପାରିବାରିକ ସୁଖ ମିଳିବ । ଦୂରଦର୍ଶୀ ହେବେ । ନିଜସ୍ୱ ରୋଜଗାରରେ ଚଳିବେ । ସନ୍ମାର୍ଗୀ ହେବେ । |
![]() |
କାର୍ଯ୍ୟକୁ କରାୟତ୍ତ କରିବାରେ ସଫଳ ହେବେ । ଉଦାର ସ୍ୱଭାବର ହୋଇପାରନ୍ତି । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ । |
![]() |
ସକଳ କାର୍ଯ୍ୟର ମୂଳାଧାର ହୋଇପାରନ୍ତି । ଶୁଭ ସମ୍ବାଦ ପାଇ ପ୍ରଫୁଲ୍ଲିତ ହେବେ । ଦୃଢ଼ ମନୋବଳ ନେଇ କାର୍ଯ୍ୟ କରି ଚାଲିବେ । ଯାତ୍ରା ଶୁଭଦାୟକ ହେବ । ଉଦ୍ୟମରେ ସଫଳତା ଲାଭ କରିପାରନ୍ତି । ଈଶ୍ୱର ବିଶ୍ୱାସୀ ହେବେ । |
![]() |
ପ୍ରଭୁଙ୍କ ଧ୍ୟାନରତ ହୋଇପାରନ୍ତି । ଯାନବାହନ ସୁଖ ମିଳିପାରେ । କୃଷିକର୍ମକାରୀ ହୋଇପାରନ୍ତି । ନୃତ୍ୟ ସଙ୍ଗୀତପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ସରକାରୀ ଧନ ମିଳିବ । |
![]() |
କଳହଠାରୁ ଦୂରରେ ରହି ଘଟିଥିବା ଘଟଣାର ଅନୁଧ୍ୟାନ କରିପାରନ୍ତି । ମନୋବଳ ବୃଦ୍ଧି ପାଇବ । ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ସୁଖ ଭୋଗୀ ହେବେ । |