![]() |
ପରିଶ୍ରମର ମୂଲ୍ୟ ମିଳିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପ୍ରଭୂତ ବିଦ୍ୟାର ଅଧିକାରୀ ହେବେ । ଯଶସ୍ୱୀ ହେବେ । ବିଳାସୀ ହୋଇପାରନ୍ତି । ନିର୍ଭୟରେ କାର୍ଯ୍ୟ କରିବେ । ଜନ ସମର୍ଥନ ଲାଭ କରିବେ । |
![]() |
ଗୁରୁ ଗୁରୁଜନଙ୍କ ଆଶୀର୍ବାଦ ଗ୍ରହଣ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ପ୍ରତିରୋଧକୁ ଏଡ଼ାଇ ଆଗକୁ ବଢ଼ି ପାରନ୍ତି । ଶୁଭକାର୍ଯ୍ୟ କରିପାରନ୍ତି । ଦେବ ଦର୍ଶନ ମିଳିବ । ସରକାରୀ ସ୍ତରରୁ ଲାଭ ମିଳିବ । |
![]() |
ଆଶାବାଦୀ ହୋଇପାରନ୍ତି । ବିଷାଦିତ ହୋଇପାରନ୍ତି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ମନ୍ତ୍ରଣା ଶକ୍ତିଯୁକ୍ତ ହେବେ । କାବ୍ୟକର୍ତ୍ତା ହେବେ । ପରୋପକାରୀ ହେବେ । ଧନଲାଭର ସୂଚନା ମିଳୁଛି । |
![]() |
ସମ୍ମାନିତ ହେବେ । ପ୍ରୀତି ଭୋଜନ ମିଳିପାରେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ । ସୁସ୍ଥ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ଜଟିଳ କାର୍ଯ୍ୟକୁ ସରଳୀକରଣ କରିବାରେ ପାରଙ୍ଗମ ହେବେ । ଆପଣଙ୍କୁ ପ୍ରତାରିତ କରିବାକୁ କେହି ଉଦ୍ୟମ କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି । ମିଷ୍ଟଭାଷୀ ହେବେ । |
![]() |
ମିଳିଥିବା ସୁଯୋଗର ଉପଯୋଗ କରିବେ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ସୁଖକର ଖବର ମିଳିବ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । |
![]() |
ମନଫୁର୍ତ୍ତି ରହିବ । ସମ୍ମାନିତ ହେବେ । ଶ୍ରମ ସାର୍ଥକ ହେବ । ଖୁସି ଖବର ମିଳିବ । କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ କରିପାରନ୍ତି । ବିବାଦରେ ବିଜୟୀ ହେବେ । |
![]() |
ଲୋଭଗ୍ରସ୍ତ ହୋଇପାରନ୍ତି । କାର୍ଯ୍ୟର ସଫଳ ରୂପାୟନ କରିବାରେ ପାରଙ୍ଗମ ହେବେ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ । ପାରିବାରିକ ସୁଖ ମିଳିବ । |
![]() |
ସୁଯୋଗର ଉପଯୋଗ କରିପାରନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । କାର୍ଯ୍ୟରେ ସମସ୍ୟା ଦେଖାଦେଇ ପାରେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନରେ ସତର୍କ ହେବେ । |
![]() |
ସମସ୍ୟା ସମାଧାନରେ ପାରଙ୍ଗମ ହେବେ । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରୁ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ପ୍ରସ୍ତୁତ ପର୍ବ ଶେଷ ହେବ । ସୁସ୍ୱାଦୁ ଭୋଜନ ମିଳିପାରେ । ଆନନ୍ଦ ଉପଭୋଗ କରିବେ । |
![]() |
କର୍ମଚଞ୍ଚଳ ରହିବେ । ମନ ଫୁର୍ତ୍ତି ରହିବ । ପ୍ରିୟ ବନ୍ଧୁଙ୍କ ସାହାଯ୍ୟ ମିଳିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭଖବର ପାଇ ଖୁସି ହେବେ । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହତି ହେବ । ଋଣ ପରିଶୋଧ କରିବେ । |
![]() |
ଅଧ୍ୟାପନା ପାଇଁ ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହେବେ । ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭଖବର ପାଇ ଖୁସି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । |