![]() |
ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । କର୍ତ୍ତବ୍ୟନିଷ୍ଠ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ । ସମ୍ମାନିତ ହେବେ । |
![]() |
ଉଚ୍ଚ ସମ୍ମାନ ଲାଭ ସହ ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଉନ୍ନତିକର କାର୍ଯ୍ୟ କରି ପ୍ରଶଂସିତ ହେବେ । |
![]() |
କର୍ମକ୍ଷେତ୍ରରେ ଆଗକୁ ବଢ଼ିବେ । ମନ ପ୍ରଫୁଲ୍ଲ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଆୟ ବୃଦ୍ଧିର ସୂଚନା ମିଳୁଛି । ଚାକିରିକ୍ଷେତ୍ରରେ ବହୁଦିନର ଆଶା ପୂରଣ ହୋଇପାରେ । ଘାତଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ । |
![]() |
ସାମାନ୍ୟ ଅସୁସ୍ଥତା ଦେଖାଦେଇ ପାରେ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । କାର୍ଯ୍ୟରେ ବିଘ୍ନ ଉପୁଜାଇବାକୁ ଶତ୍ରୁପକ୍ଷ ଚେଷ୍ଟା କରିପାରନ୍ତି । ସ୍ୱାଭିମାନୀ ହେବେ । ବିନୀତ ସ୍ୱଭାବର ହେବେ । ଆର୍ଥିକ ଅବସ୍ଥା ସୁଧାରି ପାରନ୍ତି । |
![]() |
ବନ୍ଧୁ ମିଳନରେ ଉପକୃତ ହେବେ । ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମନପ୍ରଫୁଲ୍ଲ ରହିବ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟକ୍ଷେତ୍ରରେ ପତ୍ନୀ ସହାୟିକା ହେବେ । ଜନ ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ସମ୍ମାନିତ ହେବେ । |
![]() |
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି । ଦୁଃସାହସିକ ପଦକ୍ଷେପ ନେଇ ଶତ୍ରୁର ମୁକାବିଲା କରିବେ । ଶତ୍ରୁ ପରାଜିତ ହେବ । ମାନସିକ ଶାନ୍ତି ଫେରି ପାଇବେ । ସଦ୍ ମାର୍ଗରେ ଅର୍ଥ ବ୍ୟୟ କରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ । କାର୍ଯ୍ୟରେ ଉନ୍ନତି ଘଟିବ । |
![]() |
ମିଳିଥିବା ସୁଯୋଗ ଛଡ଼ାଇ ନେବାକୁ ବିରୋଧୀମାନେ ଚେଷ୍ଟା କରିବେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଶୁଭା-ଶୁଭ ମିଶ୍ରିତ ଫଳ ମିଳିବ । ଆୟ ଧୀରେ ସୁସ୍ଥେ ବୃଦ୍ଧି ହେବ । ଅର୍ଥାଭାବ ପୂରଣ ହେବ । ବ୍ୟବସାୟ ଲାଭଜନକ ହେବ । |
![]() |
ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରି କୃତକାର୍ଯ୍ୟ ହେବେ । ପ୍ରଫୁଲ୍ଲିତ ହୋଇପାରନ୍ତି । କାର୍ଯ୍ୟରେ ଉନ୍ନତି ଘଟିବ । ଧର୍ମକାର୍ଯ୍ୟରେ ମନୋନିବେଶ କରିପାରନ୍ତି । ନୈତିକତା ବୃଦ୍ଧି ହେବ । ପାରିବାରିକ ଶାନ୍ତି ମିଳିବ । ଅସାଧ୍ୟ ସାଧନ କରିପାରନ୍ତି । |
![]() |
ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । |
![]() |
ଆଶାବାଦୀ ହୋଇପାରନ୍ତି । ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ । ଧନାଗମର ସୂଚନା ମିଳୁଛି । ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି । ନୀତିଜ୍ଞ ହେବେ । ଚଞ୍ଚଳମନା ହୋଇପାରନ୍ତି । ଅତିସୁଖୀ ହେବେ । କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ । |
![]() |
ଜନସାଧାରଣଙ୍କର କଲ୍ୟାଣ ଭାଜନ ହେବେ । ମନସ୍କାମନା ପୂରଣ ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । କାର୍ଯ୍ୟକୁଶଳତା ଯୋଗୁଁ ପ୍ରଶଂସନୀୟ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । ଧନବାନ୍ ଓ ଗୁଣଜ୍ଞ ହେବେ । |
![]() |
ଚକ୍ଷୁରେ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଦାନ-ଧର୍ମରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ମିଷ୍ଟଭାଷାରେ ପରକୁ ଆପଣାର କରିବାରେ ସକ୍ଷମ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । |