![]() |
କାର୍ଯ୍ୟରେ ସଫଳତା ପାଇବେ । ସୁସମ୍ୱାଦ ଶୁଣି ଉତ୍ଫୁଲ୍ଲିତ ହେବେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । |
![]() |
ଦେବ ଦର୍ଶନ ଶୁଭଦାୟକ ହେବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି । ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ । ଦିନଟି ମଧ୍ୟମ ଧରଣର । ଭକ୍ତିଗାଥା ଶୁଣି ସନ୍ତୋଷ ଲାଭ କରିବେ । |
![]() |
ଦୈନ୍ୟତା ଦେଖାଦେଇପାରେ । କେବଳ ଯୁଗ୍ମ ବ୍ୟବସାୟରୁ ସ୍ୱଳ୍ପ ଲାଭର ସୂଚନା ମିଳୁଛି । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଯାନବାହନ ଚଳାଚଳରେ ସତର୍କ ରହିବେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ମନା । |
![]() |
ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଉତ୍ତମ ଭୋଜନରେ ଆନନ୍ଦ ଉପଭୋଗ କରିବେ । |
![]() |
ଧୈର୍ଯ୍ୟବାନ୍ ହେବେ । ନିର୍ଭୟରେ ଆଗକୁ ମାଡ଼ି ଚାଲିବାକୁ ପଡ଼ିବ । ଶୁଭ ଖବର ପାଇ ଆତ୍ମହରା ହେବେ । ଶୁଭକାର୍ଯ୍ୟ କରଣୀୟ । ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ । ଋଣ ପରିଶୋଧ କରିବେ । |
![]() |
କାର୍ଯ୍ୟ ମନ୍ଥର ଗତିରେ ଆଗକୁ ବଢ଼ିବେ । ଅଧ୍ୟୟନରେ ମନୋନିବେଶ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ଅଛି । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । ଦିନ ଭିତରେ ମିଶ୍ରିତ ଫଳ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । |
![]() |
ପରିସ୍ଥିତିକୁ ଆୟତ୍ତ କରିବା ଚେଷ୍ଟା କଷ୍ଟକର ହୋଇପାରେ । ଦ୍ରବ୍ୟ ଚୋରି ହେବାର ସମ୍ଭାବନା ଅଛି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରଶ୍ରିମର ମୂଲ୍ୟ ମିଳିବ । ସତର୍କତାର ଦିନ । |
![]() |
କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଓ ମାର୍ଗ ଉନ୍ମୁକ୍ତ ରହିଛି । ଦେବଦର୍ଶନ ଶୁଭଦାୟକ ହେବ । ବିଭାଗୀୟ ଲାଭ ମିଳିବ । |
![]() |
ଆଶାବାଦୀ ହୋଇପାରନ୍ତି । ଆକସ୍ମିକ ସମସ୍ୟା ଦେଖା ଦେଲେ ବି ତାକୁ ପ୍ରତିହତ କରିବାର କ୍ଷମତା ଓ କୌଶଳ ଆପଣଙ୍କ ଠାରେ ରହିଛି । ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ଅଛି । |
![]() |
ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଝାମେଲାରେ ପଡ଼ିପାରନ୍ତି । ରୋଜଗାରକ୍ଷମ ହେବେ । ଭଲ ଆୟ ହେବ । ଉତ୍ତମ ଭୋଜନ ଓ ଦାମ୍ପତ୍ୟ ସୁଖ ମିଳିବ । ଚିନ୍ତାଧାରା ମହତ ହେବ । |
![]() |
ଅଧିକ ବ୍ୟୟ କରିପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ । ନାନା ସୁଖର ଅଧିକାରୀ ହୋଇପାରନ୍ତି । ଯଶ ଅର୍ଜନ କରିବାରେ ସଫଳ ହେବେ । ଶତ୍ରୁବିଜୟୀ ଓ ଦାନଶୀଳ ହେବେ । |
![]() |
କର୍ମବୀରର ପରିଚୟ ଦେବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମଧ୍ୟମ ଫଳ ମିଳିବ । |