![]() |
ଉନ୍ନତିମଳକ କାର୍ଯ୍ୟରେ ମନ ଦେବେ । ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିପାରନ୍ତି । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଠାକୁର ଦର୍ଶନ କରି ସୁଖୀ ହେବେ । ସରକାରୀ ସ୍ତରରୁ ଲାଭ ମିଳିବ । |
![]() |
ନିରବ ଚିନ୍ତକ ହେବେ । ମୋହରେ ପଡ଼ିଲେ ଅପଦସ୍ତ ହୋଇପାରନ୍ତି । ଶତ୍ରୁବିଜୟୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ସ୍ୱାସ୍ଥ୍ୟ ହାନିର ଆଶଙ୍କା ଅଛି । ଆକସ୍ମିକ ସମସ୍ୟା ଦେଖାଦେଇପାରେ । ସତର୍କତାର ଦିନ । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଲାଭ ମିଳିବ । ସୁସ୍ୱାଦୁ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ସୁଖ-ସମ୍ମାନ ଲାଭ କରିପାରନ୍ତି । ଆଶାବାଦୀ ହେବେ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ସବୁଠୁଁ ଭଲ । ବନ୍ଧୁବିରୋଧୀ ଘଟିପାରେ । ଖର୍ଚ୍ଚ ପରିମାଣ ଅଧିକତର ହେବ । ସ୍ନେହପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ । |
![]() |
ଲାଗି ରହିଥିବା ଗଣ୍ଡଗୋଳର ସୁସମାଧାନ ହେବ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଦିନଟି ମଧ୍ୟମଧରଣର । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ, ମାତ୍ର ବିଳମ୍ବିତ ହୋଇପାରେ । ସୁସମ୍ୱାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ବିବାଦରେ ବିଜୟୀ ହେବେ । |
![]() |
ମନ ପ୍ରଫୁଲ୍ଲ ରହିବ । ପରିଶ୍ରମର ମୂଲ୍ୟ ମିଳିପାରେ । କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦରେ ବିଜୟ ଲାଭ କରିବେ । ଭକ୍ତି ଗାଥା ଶ୍ରବଣ କରିପାରନ୍ତି । |
![]() |
ସ୍ଥାନ ପରବିର୍ତ୍ତନ ଘଟିପାରେ । ଆଳସ୍ୟ ପରିତ୍ୟାଗ କରି କାର୍ଯ୍ୟରେ ଆଗକୁ ବଢ଼ିବେ । ଆନନ୍ଦ ଉଲ୍ଲାସରେ ଦିନ ବିତାଇପାରନ୍ତି । ଅର୍ଥ ଟାଣଟୁଣ ରହିବ । ତାମ୍ର, ପ୍ରବାଳ, ସୁବର୍ଣ୍ଣାଦି ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ସରକାରୀ ଅର୍ଥ ମିଳିପାରେ । |
![]() |
ଲାଗି ରହିଥିବା ବିବାଦର ସୁସମାଧାନ ହୋଇପାରେ । ସୁଖ-ସନ୍ତୋଷ ମିଳିବ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଆନନ୍ଦ ଉପଭୋଗ କରିବେ । ସୁସ୍ୱାଦୁ ଭୋଜନ ମିଳିବ । |
![]() |
ଅଜାଣତରେ କ୍ଷତି ସହିପାରନ୍ତି । ସାମୟିକ ଆତ୍ମଗୋପନ କରି ଶତ୍ରୁ ଉପରେ ଆକ୍ରମଣ କରିବେ । ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ୱାଦ ପାଇ ଉତ୍ଫୁଲ୍ଲିତ ହେବେ । ଦିନଟି ଶୁଭଙ୍କର । ଋଣ ପରିଶୋଧ କରି ଖୁସି ହେବେ । |
![]() |
ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଅଧ୍ୟୟନରତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହେବେ । ଦିନଟି ମଧ୍ୟମ ଧରଣର । ପାରିବାରିକ ସୁଖ ମିଳିବ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ । |
![]() |
ନିଜ କାର୍ଯ୍ୟକୁ ପଛରେ ପକାଇ ପର ପାଇଁ କାର୍ଯ୍ୟ କରି ପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ବହୁ ପରିଶ୍ରମ ପଡ଼ିଲେ ମଧ୍ୟ ତା’ର ମୂଲ୍ୟାଙ୍କନ ହେବ । କୃଷିକର୍ମରେ ପାରଙ୍ଗମ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ମଧୁରଭାଷୀ ହେବେ । |