ଆବଶ୍ୟକ ସୀମଗ୍ରୀ: କ୍ଷୀର- ୧ଲିଟର, ନଡ଼ିଆ- ୧ / ୨ ଫାଳ, ଚିନି ୧୦୦ଗ୍ରାମ୍, ଗୁଜୁରାତି- ୫ଗ୍ରାମ୍, ମଇଦା- ୧୦୦ଗ୍ରାମ୍, ରିଫାଇନ୍- ୨୫୦ଗ୍ରାମ୍ |
ପ୍ରଣାଳୀ : କ୍ଷୀରକୁ ଭଲଭାବରେ ଫୁଟାଇ ୨୫୦ ଆକାରରେ ରଖିବ | କ୍ଷୀର ଥଣ୍ଡା ହୋଇଗଲା ପରେ ସେଥିରେ ଚିନି, ମଇଦା, ନଢ଼ିଆ କୋରା ଓ ଗୁଜୁରାତି ଗୁଣ୍ଡ ମିଶାଇ ୧ ଘଣ୍ଟା ରଖିଦେବ ! କଡ଼େଇରେ ତେଲ ଗରମ କରି ଏହି ଆଣକୁ ଗୋଟିଏ ଚାମଚରେ ପକାଅ । ଯେପରି ଏହାର ଦୁଇ ପାଣି ଭଲଭାବରେ ଭାଜି ହୋଇଯିବ |