Author: Suchitra P

ସାମଗ୍ରୀ : ଚିକେନ୍ – ୫୦୦ ଗ୍ରାମ୍ ଲୁଣ – ସ୍ବାଦାନୁସାରେ ହଳଦି – ଅଳ୍ପ କର୍ଣଫ୍ଲୋର – ୪ ଟେବୁଲ-ଚାମଚ ରିଫାଇନ୍ ତେଲ – ଛାଣିବା ପାଇଁ ପିଆଜ – ୪ଟି (ସରୁ କଟା) ଚୂନାକଟା ରସୁଣ – ୩ ଛୋଟ ଚାମଚ ଚୂନାକଟା କଞ୍ଚାଲଙ୍କା -୨ ଛୋଟ ଚାମଚ ସରୁ କଟା ଅଦା – ୩ ଛୋଟ ଚାମଚ କ୍ୟାପ୍ସିକମ୍ – ୨ଟି (ସରୁ ଲମ୍ବା କଟା) ଟମାଟୋ – ସରୁ ଲମ୍ବା କଟା ଗୋଲମରିଚ ଗୁଣ୍ଡ – ୧ ଛୋଟ ଚାମଚ ଆଜିନୋ ମୋତୋ – ୧/୨ ଛୋଟ ଚାମଚ ଅଦା-ରସୁଣ ବଟା – ୧ ଟେବୁଲ ଚାମଚ ଚିଲି ସସ୍ – ୧ ଟେବୁଲ ଚାମଚ ସୋୟା ସସ୍ – ୧ ଟେବୁଲ ଚାମଚ ଟମାଟୋ ସସ୍ – ୧ ଟେବୁଲ ଚାମଚ ପ୍ରଣାଳୀ- ଚିକେନ ପିସ୍ ଗୁଡ଼ିକୁ ପରିଷ୍କାର କରି ଧୋଇ ଲୁଣ, ହଳଦି,…

Read More

ସାମଗ୍ରୀ : ଫୁଲ କୋବି – ୨୫୦ ଗ୍ରାମ ମୈଦା – ୫ ଟେବୁଲ ଚାମଚ କର୍ଣ ଫ୍ଲୋର – ୩ ଟେବୁଲ ଚାମଚ ଲଙ୍କା ଗୁଣ୍ଡ – ୧ ଚା’ ଚାମଚ ଗୋଲ ମରିଚ ଗୁଣ୍ଡ – ୧/୪ ଚା’ ଚାମଚ ଲୁଣ – ସ୍ୱାଦ ଅନୁସାରେ ତେଲ – ଭାଜିବା ପାଇଁ ମଞ୍ଚୁରିଆନ୍ ସସ ପାଇଁ: ଚୁନା କଟା ରସୁଣ – ୧ ଟେବୁଲ ଚାମଚ ଚୁନା କଟା ଅଦା – ୧/୨ ଟେବୁଲ ଚାମଚ କଟା କଞ୍ଚା ଲଙ୍କା – ୧ଟି କଟା କ୍ୟାପ୍ସିକମ – ୧/୨ କପ କଟା ପିଆଜ – ୧/୩ କପ ସୋୟା ସସ – ୧ ଟେବୁଲ ଚାମଚ ରେଡ଼ ଚିଲି ସସ – ୨ ଟେବୁଲ ଚାମଚ ଭିନେଗାର – ୧/୨ ଟେବୁଲ ଚାମଚ ଟମାଟୋ ସସ – ୧ଟବୁଲ ଚାମଚ ଚିନି – ୧ ଚା ଚାମଚ ରୁ…

Read More

ସାମଗ୍ରୀ : ସଜ ଛତୁ- ୬୦୦ ଗ୍ରାମ୍ (ପାଳଛତୁ, ଦରଫୁଟା) ପିଆଜ- ୧୫୦ ଗ୍ରାମ୍ ବିଲାତି-୨୫୦ ଗ୍ରାମ୍ ଘିଅ-୭୫ ଗ୍ରାମ୍ ପିଆଜ ମଞ୍ଜି -୧ ଚାମଚ (ବଜାରରେ ମିଳେ) ଜିରା-୧ ଚାମଚ ଅଦା ବଟା-୨ ଟେବୁଲ୍-ଚାମଚ ରସୁଣ ବଟା-୨ ଟେବୁଲ୍-ଚାମଚ ଲଙ୍କାଗୁଣ୍ଡ-୧ ଚାମଚ ହଳଦି –୧/୨ ଚାମଚ  ଧଣିଆ ଗୁଣ୍ଡ-୧ ଚାମଚ ଦହି- ୧୫୦ ଗ୍ରାମ୍ ଲୁଣ-ସ୍ବାଦାନୁସାରେ କାଜୁ-୫୦ ଗ୍ରାମ୍ ଧଣିଆ ପତ୍ର- ଆବଶ୍ୟକ ମୁତାବକ ପ୍ରଣାଳୀ- ଛତୁକୁ ବାଛି ସଫା କରି ହଳଦିପାଣିରେ ବୁଢ଼ାଇ କିଛି ସମୟ ରଖି ପୁଣି ପାଣି ନିଗାଡ଼ି ରଖନ୍ତୁ । ପିଆଜ ଓ ବିଲାତିକୁ ଛୋଟ ଛୋଟ କରି କାଟନ୍ତୁ । କରେଇରେ ଘିଅ ଗରମ କରି ପିଆଜ ପକାଇ ଭାଜନ୍ତୁ । ଲାଲ ହୋଇଗଲେ । ସେଥିରେ ଜିରା ଓ ପିଆଜ ମଞ୍ଜି ପକାଇ ଫୁଟାନ୍ତୁ । ପରେ ଅଦା-ରସୁଣ ବଟା, ଲଙ୍କାଗୁଣ୍ଡ, ହଳଦି, ଧଣିଆଗୁଣ୍ଡ ଏବଂ ୪ ଟେବୁଲ ଚାମଚ ପାଣି ପକାଇ ୩୦…

Read More

ସାମଗ୍ରୀ : ଚୁନା ମାଛ – ୩୦୦ ଗ୍ରାମ ସୋରିଷ – ୩ ଟେବୁଲ ଚାମଚ (୩୦ ମିନିଟ ଆଗରୁ ଭିଯାନ୍ତୁ) ଜିରା – ୧ ଟେବୁଲ ଚାମଚ ରସୁଣ – ୧୦ କୋଲା ହଳଦୀ ଗୁଣ୍ଡ – ୨ ଟେବୁଲ ଚାମଚ ଟମାଟୋ – ୨ ଟି (କଟା) ଶୁଖିଲା ଲଙ୍କା – ୨ ଟି ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ ସୋରିଷ – ୧/୨ ଟେବୁଲ ଚାମଚ ସୋରିଷ ତେଲ – ୨ ଟେବୁଲ ଚାମଚ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଚୁନା ମାଛ କୁ ଭଲ କରି ବାଛନ୍ତୁ (ପିତ୍ତ , ଲାଞ୍ଜ ବାହାର କରି ଦିଅନ୍ତୁ) । ବାଛି ସାରିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ । ଏବେ ମାଛରେ ୧/୨ ଟେବୁଲ ଚାମଚ ହଳଦୀ ଗୁଣ୍ଡ, ୧/୨ ଚାମଚ ସୋରିଷ ତେଲ ଓ ଅଳ୍ପ ଲୁଣ ଦେଇ…

Read More

ସାମଗ୍ରୀ : ଲେଗ୍ ପିସ୍ ଚିକେନ୍ – ୧୨ ପିସ୍ ତେଲ – ଫ୍ରାଏ କରିବା ପାଇଁ ମାରିନେଟ ପାଇଁ : ଲାଲ ଲଙ୍କା ପେଷ୍ଟ – ୧ ଟେବୁଲ ଚାମଚ ଅଦା – ରସୁଣ ପେଷ୍ଟ – ୨ ଟେବୁଲ ଚାମଚ ଲଙ୍କା ଗୁଣ୍ଡ – ୧ ଚା’ ଚାମଚ ଗୋଲମରିଚ ଗୁଣ୍ଡ – ୧ ଚା’ ଚାମଚ ସୋୟା ସସ୍ – ୧ ଟେବୁଲ ଚାମଚ ଟମାଟୋ ସସ୍ – ୩ ଟେବୁଲ ଚାମଚ ଭିନେଗାର – ୧ ଟେବୁଲ ଚାମଚ ମୈଦା – ୩ ଟେବୁଲ ଚାମଚ କର୍ଣଫ୍ଲୋର – ୩ ଟେବୁଲ ଚାମଚ ଅଜିନୋ ମୋଟୋ – ଚିମୁଟାଏ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଏକ ପାତ୍ର ରେ ଲାଲ ଲଙ୍କା ପେଷ୍ଟ, ଲୁଣ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଅଦାରସୁଣ ବଟା, ସୋୟା ସସ୍, ଅଜିନୋ ମୋଟୋ,  ଭିନେଗାର ଓ ଟମାଟୋ ସସ୍ ପକାଇ…

Read More

ସାମଗ୍ରୀ : କଚୋରୀ ପାଇଁ ମଇଦା – ୨କପ୍ ଲୁଣ – ସ୍ବାଦାନୁସାରେ ସୋଡ଼ା – ୧/୨ ଚାମଚ ରାଶି – ୫ ଚାମଚ ତେଲ – ଛାଣିବାକୁ ପୁର ପାଇଁ : ପ୍ରୋସେଡ ଚିଜ୍ କୋରା – ୧ କପ୍ ତେଲ – ୨ ବଡ଼ ଚାମଚ ପିଆଜ – ଛୋଟ କଟା ୧ଟି ଅଦା – ଛୋଟ କଟା ୧ ଇଞ୍ଚ ଧନିଆପତ୍ର – ୧ ଚାମଚ (ବଡ) ପାନମହୁରି – ୧ ଚାମଚ ଜିରାଗୁଣ୍ଡ – ୧ ଚାମଚ ଲଙ୍କାଗୁଣ୍ଡ – ୧ ଚାମଚ ଗରମ ମସଲା ଗୁଣ୍ଡ – ୧ ଚାମଚ ଲୁଣ – ସ୍ବାଦାନୁସାରେ ଧନିଆ ପତ୍ର -୧ ଚାମଚ ପ୍ରଣାଳୀ- ପୁର ପାଇଁ ପ୍ରଥମେ ଗୋଟିଏ କରେଇରେ ତେଲ ପକାଇ ସେଥୁରେ ଅଦା ଓ ପିଆଜ ପକାଇ ୨ ମି. ଭାଜନ୍ତୁ । ଗୋଟା ଧନିଆ ଓ ପାନମଧୁରିକୁ ହାଲୁକା କୁଟି ଏଥିରେ…

Read More

ସାମଗ୍ରୀ : ପୋଟଳ – ୨୫୦ ଗ୍ରାମ ବଟର – ୧ ଟେବୁଲ ଚାମଚ ରିଫାଇନ ତେଲ – ୪-୫ ଚାମଚ ପିଆଜ଼(ବଡ ) – ୧ କଟା ଅଦା-ରସୁଣ ପେଷ୍ଟ – ୨  ଚାମଚ ଟମାଟୋ (ଛୋଟ) – ୧ କଟା ଜିରା ଗୁଣ୍ଡ- ୧ ଛୋଟ ଚାମଚ ଧଣିଆ ଗୁଣ୍ଡ – ୧ ଛୋଟ ଚାମଚ ଲଙ୍କା ଗୁଣ୍ଡ- ୧ ଛୋଟ ଚାମଚ ହଳଦୀ ଗୁଣ୍ଡ – ୧/୨ ଛୋଟ ଚାମଚ ଚିନି – ୧ ଛୋଟ ଚାମଚ ଲୁଣ -ସ୍ଵାଦଅନୁସାରେ ମସଲା ପେଷ୍ଟ ପାଇଁ : ପୋସ୍ତ- ୨ ଚା ଚାମଚ କାଜୁ – ୮-୧୦ ଟା  ନଡ଼ିଆ – ଛୋଟ ଖଣ୍ଡେ ଗରମ ମସଲା :  ତେଜ ପତ୍ର – ୧ ଟା କଳା ଅଳେଇଚ – ୧ ଟା ସବୁଜ ଅଳେଇଚ – ୨ ଟା ଡାଳଚିନ – ୧ ଇଞ୍ଚ ପ୍ରଣାଳୀ- ପ୍ରଥମେ ପୋସ୍ତ,…

Read More

ସାମଗ୍ରୀ  ପନୀର -୨୫୦ ଗ୍ରାମ୍ (୧ ଇଞ୍ଚ ସାଇଜ୍ କଟା) ଅଦା କୋରା  -୨ ଚା’-ଚାମଚ ରସୁଣ ବଟା -୨ ଚା’-ଚାମଚ ଚୂନାକଟା କଞ୍ଚାଲଙ୍କା-୨ ଚା’-ଚାମଚ ସରୁ ଲମ୍ବା କଟା ପିଆଜ -୨ ଟି ବଢ଼ ସୋୟା ସସ୍ -୧ ଚା’-ଚାମଚ ଜିରାଗୁଣ୍ଡ – ୧ ଚା’-ଚାମଚ ରିଫାଇନ୍ ତେଲ -ଛାଣିବା ପାଇଁ ମଇଦା -୧ ଟେବୁଲ ଚାମଚ  କର୍ଣ୍ଣଫ୍ଲୋର -୧ ଟେବୁଲ ଚାମଚ ବେସନ – ୧ ଟେବୁଲ ଚାମଚ ଲୁଣ- ସ୍ବାଦାନୁସାରେ ଟମାଟୋ ସସ୍ – ୨ ଚା’-ଚାମଚ ଗୋଲମରିଚ-୧/୨ଚାମଚ ହେଙ୍ଗୁ – ୧ ଚିମୁଟା ଚାଟ ମସଲା –  ଛିଞ୍ଚିବା ପାଇଁ ପ୍ରଣାଳୀ- ଏକ ପାତ୍ର ରେ ୧ ଟେବୁଲ ଚାମଚ ବେସନ,କର୍ଣ୍ଣଫ୍ଲୋର,ମଇଦା ନେଇ ଭଲକି ମିଶାନ୍ତୁ । ଏବେ ରସୁଣ ବଟା, ଅଦା କୋରା, ଜିରାଗୁଣ୍ଡ ,ଲୁଣ,ଗୋଲମରିଚ, ହେଙ୍ଗୁ କୁ ସେଥିରେ ମିଶାନ୍ତୁ ଏହାପରେ ପାଣି ଦେଇ ଭଲକି ଚକଟି ଦିଅନ୍ତୁ ସେଥିରେ କଟା…

Read More

ସାମଗ୍ରୀ : ସଜନା ଛୁଇଁ – ୪ ରୁ ୫ଟି ଆଳୁ – ୧ଟି (ବଡ) ବାଇଗଣ – ୧ଟି (ବଡ) କଞ୍ଚା କଦଳୀ – ୧ଟି ବଡ଼ି – ୪ଟି ଶୁଖିଲା ଲଙ୍କା – ୨ଟି ବିଲାତି – ୧ଟି ପିଆଜ କଟା – ୧ଟି ଘିଅ – ୧/୨ ଚାମଚ ଲୁଣ – ସ୍ବାଦାନୁସାରେ ଗୋଲମରିଚ ଗୁଣ୍ଡ – ୧/୨ଚାମଚ ସୋରିଷ ତେଲ – ୧ ଚାମଚ ହଳଦୀ – ୧/୨ ଚାମଚ ପଞ୍ଚୁ ଫୁଟଣ – ଚିମୁଟାଏ ଜିରା ଗୁଣ୍ଡ – ଚିମୁଟାଏ ପ୍ରଣାଳୀ- ପ୍ରଥମେ ଛୁଇଁ ର ଚୋପା ଛଡାଇ ୨-୩ ଇଞ୍ଚର ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ପିଆଜ ଓ ବିଲାତିକୁ ଛୋଟ ଛୋଟ ଭାବେ କାଟି ରଖନ୍ତୁ । ଆଳୁ ଓ କଦଳୀ କୁ ଚୋପା ଛଡାଇ ମାଧ୍ୟମ ଆକାର ରେ କାଟନ୍ତୁ । ସେହିପରି ବାଇଗଣ କୁ ମଧ୍ୟ…

Read More

ସାମଗ୍ରୀ : ଚୂନାକଟା ବନ୍ଧାକୋବି -୨ କପ୍ ସିଝା ଆଳୁ -୨ ଟି ବଡ଼ ଚୂନାକଟା ପିଆଜ – ୧ଟି ଚୂନାକଟା କଞ୍ଚାଲଙ୍କା –  ୩-୪ଟି କଟା ଧଣିଆ ପତ୍ର – ଅଳ୍ପ କର୍ଣ୍ଣଫ୍ଲୋର – ୨ ଟେବୁଲ୍’ଚାମଚ ଲୁଣ-ସ୍ବାଦାନୁସାରେ ଜିରା-ଲଙ୍କାଗୁଣ୍ଡ – ୧/୨ ଚା ଚାମଚ ଚାଟ୍ ମସଲା – ୧ ଚା ଚାମଚ ରିଫାଇନ ତେଲ – ଭାଜିବା ପାଇଁ  ପ୍ରଣାଳୀ- ବନ୍ଧାକୋବିକୁ ଚୂନା ଚୂନା କାଟି ସୁପଛଣା  ରେ ରଖି ଫୁଟାପାଣି ଥିବା ପାତ୍ର ଉପରେ ରଖି ଘୋଡ଼ାଇ  ୭ – ୧୦ ମିନିଟ୍ ଷ୍ଟିମରେ ସିଝାନ୍ତୁ (ଏହା ଯେପରି ସିଧାସଳଖ ପାଣି ସଂସ୍ମର୍ଶରେ ନ ଆସେ) । ସିଝିଗଲେ କାଢ଼ି ସିଝା ଆଳୁ, ପିଆଜ, ଲଙ୍କା, ଧନିଆ ପତ୍ର, କର୍ଣ୍ଣଫ୍ଲୋର ଓ ମସଲାସବୁ ଦେଇ ଦଳି ମିଶାଇ କଟଲେଟକୁ  ମନପସନ୍ଦ ଛୋଟ ଆକାର ଦିଅନ୍ତୁ । ନନ୍‌ଷ୍ଟିକ୍ ପ୍ୟାନରେ ଅଳ୍ପ ତେଲ ଦେଇ ଭାଜି ପାରନ୍ତି ବା ତେଲରେ ଛାଣିପାରନ୍ତି ।…

Read More