ସାମଗ୍ରୀ : ବୁଟ ଡାଲି – ୨ କପ୍ ବଡ଼ ପିଆଜ – ୨ଟି (ସରୁ କଟା) କଞ୍ଚାଲଙ୍କା କଟା – ୩-୪ଟିର ଲୁଣ – ସ୍ବାଦାନୁସାରେ ଜିରା (ଗୋଟା) – ଅଳ୍ପ ତେଲ – ଛାଣିବାକୁ ପ୍ରଣାଳୀ- ଡାଲିକୁ ୪-୫ ଘଣ୍ଟା ବତୁରାଈ ପାଣି ନଦେଇ ଦରବଟା (ବେଶୀ ଚିକ୍କଣ କରିବେନି) କରି ରଖନ୍ତୁ । ଲଙ୍କା, ପିଆଜ, ଲୁଣ, ଜିରା ମିଶାଇଦିଅନ୍ତୁ । ଛୋଟ ଚେପଟା ଆକାରରେ ଗଢ଼ି ଗରମ ତେଲରେ ମଧ୍ୟମ ଆଞ୍ଚରେ ଲାଲ ବାଦାମୀ କରି ଭାଜନ୍ତୁ । ଗରମାଗରମ ଜଳଖିଆ ଚଟଣି ସହ ପରଶନ୍ତୁ ।
Author: Suchitra P
ସାମଗ୍ରୀ : ମଟନ୍ – ୫୦୦ ଗ୍ରାମ୍ ଲଙ୍କା – ୪ଟି ଅଦା – ୧ ଇଞ୍ଚ ଦହି – ୨୫୦ ଗ୍ରାମ୍ କାଜୁ ବଟା – ୩ ଚାମଚ ପିସ୍ତାବାଦାମ ବଟା – ୩ ଟେବୁଲ-ଚାମଚ ଘିଅ – ୩ ଟେବୁଲ -ଚାମଚ ଜିରା – ୧ ଚାମଚ ଅଳେଇଚ – ୪ଟି ଲବଙ୍ଗ – ୪ଟି ପିଆଜ ବଟା – ୩ ଟେବୁଲ୍-ଚାମଚ ରସୁଣ ବଟା – ୧ ଚେବୁଲ୍-ଚାମଚ ପୋଦିନା ପତ୍ର – ୧୦ ଟି ସାଫରନ୍ – ୧ ଚିମୁଟା ପ୍ରଣାଳୀ- ମାଂସକୁ ୧-୧.୫ ଇଞ୍ଚ ଖଣ୍ଡରେ କାଟି ରଖନ୍ତୁ । ଲଙ୍କା ଓ ଅଦାକୁ କାଟି ରଖନ୍ତୁ । ଦହି ଫେଣ୍ଟି, ପିସ୍ତା ଓ କାଜୁ ବଟାରେ ମିଶାନ୍ତୁ । କରେଇରେ ତେଲ ଗରମ କରନ୍ତୁ ଓ ଜିରା, ଲବଙ୍ଗ, ଅଳେଇଚ ପକାନ୍ତୁ । ଫୁଟିଲେ ବଟା ପିଆଜ ପକାଇ ୩-୪ ମିନିଟ ଭାଜନ୍ତୁ…
ସାମଗ୍ରୀ : ତେନ୍ତୁଳି – ଛୋଟ ବଲ ଆକାରରେ (କଟା) ଟମାଟୋ – ୧ ଛୋଟ କଟା କଞ୍ଚା ଲଙ୍କା – ୧ ଟି ହଳଦୀ ଗୁଣ୍ଡ – ୧/୪ ଚାମଚ ପାଣି – ୩ କପ ଲୁଣ – ସ୍ୱାଦ ଅନୁସାରେ ତେଲ – ୨ ଟେବୁଲ ଚାମଚ ଗୋଟା ସୋରିଷ – ୧/୨ ଟେବୁଲ ଚାମଚ ଭୁର୍ସୁଙ୍ଗ ପତ୍ର – ୮-୧୦ ଟି ହେଙ୍ଗୁ – ୧/୨ ଟେବୁଲ ଚାମଚ ଧଣିଆ ପତ୍ର – ୧ କପ (କଟା) ମସଲା ପାଇଁ ଗୋଲମରିଚ – ୩ ଟେବୁଲ ଚାମଚ ଜିରା – ୨ ଟେବୁଲ ଚାମଚ ଧଣିଆ ମଞ୍ଜି – ୧/୨ ଟେବୁଲ ଚାମଚ ହରଡ଼ ଡ଼ାଲି – ୧ ଟେବୁଲ ଚାମଚ ଶୁଖିଲା ଲଙ୍କା – ୧- ୨ ଟି ରସୁଣ – ୫-୭ ଟି ପାଖୁଡା ଭୁର୍ସୁଙ୍ଗ ପତ୍ର – ୨-୩ ଟି ପ୍ରଣାଳୀ- ପ୍ରଥମେ ମସଲା ପାଇଁ…
ସାମଗ୍ରୀ : ବନ୍ଧା କୋବି – ୩୦୦ ଗ୍ରାମ (ଚୁନା କଟା ) ଗାଜର – ୧୫୦ ଗ୍ରାମ (ଛୋଟ କଟା) ଅଦା – ୧/୨ ଟେବୁଲ ଚାମଚ ରସୁଣ – ୧/୨ ଟେବୁଲ ଚାମଚ ପିଆଜ – ୨ ଟି (ଚୁନା କଟା ) ଟମାଟୋ – ୧ ଟି (ଛୋଟ କଟା ) କରି ମସଲା – ୧ ଟେବୁଲ ଚାମଚ କଞ୍ଚା ଲଙ୍କା – ୨ ଟି (ମଝିରୁ କଟା ) ଗରମ ମସଲା – ୧/୨ ଛୋଟ ଚାମଚ ହଳଦୀ ଗୁଣ୍ଡ – ୧ ଟେବୁଲ ଚାମଚ ଲଙ୍କା ଗୁଣ୍ଡ – ୧ ଛୋଟ ଚାମଚ ଜିରା – ୧ ଟେବୁଲ ଚାମଚ ସୋରିଷ – ୧ ଟେବୁଲ ଚାମଚ ମେଥି – ୧/୨ ଛୋଟ ଚାମଚ ଧନିଆ ଗୁଣ୍ଡ – ୨ ଟେବୁଲ ଚାମଚ ତେଲ – ୩ ଟେବୁଲ ଚାମଚ ଲୁଣ –…
ସାମଗ୍ରୀ : ରୋହି ବା ଇଲିସି ମାଛର ବଡ଼ ପିସ୍ – ୪ଟି ପିଆଜ ବଟା – ୧ ଚାମଚ ଅଦା ବଟା – ୧/୨ ଚାମଚ ରସୁଣ ବଟା – ୧/୨ ଚାମଚ ଗୋଟା ଗରମ ମସଲା – (ଲବଙ୍ଗ-୩ଟି, ଡାଲଚିନି- ୧/୨ ଇଞ୍ଚ, ଅଳେଇଚ-୩ଟି, ତେଜପତ୍ର ଓ ଲଙ୍କା) ତେଜପତ୍ର – ୨ଟି ସୋରିଷ – ୧ ଚାମଚ (ଗୁଣ୍ଡ) ଜିରା – ୧/୨ ଚାମଚ ଧନିଆ ଗୁଣ୍ଡ – ୧ ଚାମଚ କରୀ ମସଲା – ୧ ଚାମଚ ଚିନି – ୧/୨ ଚାମଚ ଦହି – ୧ ଟେବୁଲ୍-ଚାମଚ କିମ୍ବା ଟମାଟୋ ପ୍ୟୁରୀ – ୨ ଟେବୁଲ-ଚାମଚ ଆଳୁ – ୧ଟି (ଚାରିଫାଳ କଟା/ଭଜା) ସୋରିଷ ତେଲ – ୧ ଟେବୁଲ-ଚାମଚ ଲୁଣ – ସ୍ୱାଦ ଅନୁସାରେ ଧନିଆ ପତ୍ର – ସଜାଇବା ପାଇଁ ପ୍ରଣାଳୀ- ମାଛ ଧୋଇ ହଳଦି-ଲୁଣ ଗୋଳାଇ ତେଲରେ ହାଲକା ଭାଜି ରଖନ୍ତୁ । ପ୍ୟାନରେ ତେଲ ଗରମ କରି…
ସାମଗ୍ରୀ : ହରଡ଼ ଡାଲି – ୨ କପ ସମ୍ବର ମସଲା – ୪ କଟା ବାଇଗଣ (ଛୋଟ ପିସ ) – ୧ କପ କଟା ଆଳୁ ( ଛୋଟ ପିସ ) – ୧ କପ କଟା ପିଆଜ – ୧/୨ କପ କଟା ଭେଣ୍ଡି – ୧୦-୧୨ ଟି କଟା ବୋଇତାଳ – ୧/୨ କପ କଟା ସଜନା ଛୁଇଁ(୩ ଇଞ୍ଚ ) – ୧୦-୧୨ ଟି ତେନ୍ତୁଳି ରସ – ୨ ଟେବୁଲ ଚାମଚ କିମ୍ବା ସ୍ୱାଦ ଅନୁସାରେ ଘିଅ – ୩ ଟେବୁଲ ଚାମଚ ସୋରିଷ – ୧ ଚା’ ଚାମଚ ଭୁର୍ସୁଙ୍ଗା ପତ୍ର – ୮-୧୦ ଟି ଶୁଖିଲା ଲଙ୍କା – ୩ ଟି କଟା ଧନିଆ ପତ୍ର – ୧/୪ କପ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- କରେଇରେ ବେଶୀ ପାଣି ଦେଇ ଡାଲି ଓ ସମ୍ବର ମସଲା କୁ…
ସାମଗ୍ରୀ : କଲରା – ୬ଟି ତେଲ -୪ ଚା’ ଚାମଚ ଲୁଣ – ସ୍ୱାଦ ଅନୁସାରେ ହଳଦୀ -୧/୬ ଚାମଚ ଲାଲ ଲଙ୍କା -୧ ରୁ ୨ ଟି ରସୁଣ – ୫ କୋଲା ଗୋଟା ଧଳା ସୋରିଷ – ୨ ଚାମଚ ଚିନା ବାଦାମ -୩ ଚାମଚ ଜିରା -୧ ଚାମଚ ପିଆଜ -୧ ଟି ପ୍ରଣାଳୀ- ସୋରିଷ , ଜିରା, ରସୁଣ,ଚିନା ବାଦାମ ଓ ଲଙ୍କାକୁ ମିଶାଇ ପେଷ୍ଟ ତିଆରି କରନ୍ତୁ ।ଭଲ ଭାବରେ ପିଆଜକୁ ଛୋଟ ଛୋଟ କରି କାଟନ୍ତୁ ।କଲରାକୁ ଲମ୍ବ ଭାବରେ ଚିରି ପ୍ରେସର କୁକର ରେ ପକାନ୍ତୁ ।ଏହା ପରେ ଲୁଣ ,ହଳଦୀ ଓ ୧ କପ ପାଣି ପକାଇ ବଡ ଆଞ୍ଚରେ ୪ ରୁ ୫ ମିନିଟ ପର୍ଯ୍ୟନ୍ତ ସିଝାନ୍ତୁ ।ଏହା ପରେ କଲରାକୁ ଥଣ୍ଡା କରି ଭଲ ଭାବରେ ମଞ୍ଜି କାଢି ଦିଅନ୍ତୁ ।ପ୍ୟାନ ରେ ୧ ଚାମଚ…
ସାମଗ୍ରୀ : ସିଝା ଅଣ୍ଡା – ୪ ଟି ତେଲ – ୧+୨ ଟେବୁଲ ଚାମଚ କଟା ପିଆଜ – ୧ କପ କଟା ବିଲାତି – ୧ କପ କଞ୍ଚା ଲଙ୍କା – ୩ ଟି ନଡ଼ିଆ ପେଷ୍ଟ – ୨ ଟେବୁଲ ଚାମଚ ବାଦାମ(Almond) ପେଷ୍ଟ – ୧ ଚା’ଚାମଚ କାଜୁ ପେଷ୍ଟ – ୧ ଚା’ଚାମଚ ଲାଲ ଲଙ୍କା ଗୁଣ୍ଡ – ୧/୨ ଚା’ ଚାମଚ ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ ଅଦା-ରସୁଣ ପେଷ୍ଟ – ୧ ଚା’ଚାମଚ ଭଜା ଧନିଆ ଗୁଣ୍ଡ – ୧ ଚା’ ଚାମଚ ଗୋଲ ମରିଚ ଗୁଣ୍ଡ – ୧/୨ ଚା’ଚାମଚ ଗରମ ମସଲା – ୧/୨ ଚା’ ଚାମଚ କଟା ଧନିଆ ପତ୍ର – ୨ ଟେବୁଲ ଚାମଚ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ୟାନରେ ତେଲକୁ ଗରମ କରି ଅଣ୍ଡା କୁ ଭାଜି କାଢି…
ସାମଗ୍ରୀ : ଘୋଳଦହି – ୩୦୦ ମିଲି ଲୁଣ-ସ୍ବାଦାନୁସାରେ ଭଜା ଲଙ୍କା ଓ ଜିରାଗୁଣ୍ଡ – ୧ ଚାମଚ କଖାରୁ/ବୋଇତାଳୁ – ୧/୨ କପ୍ ମୂଳା – ୧/୨ କପ୍ ଭେଣ୍ଡି – ୧/୨ କପ୍ କଟା ବାଇଗଣ – ୧/୨ କପ୍ ସୋରିଷ ତେଲ -୧ ଟେବୁଲ୍-ଚାମଚ ଫୁଟଣ – ୧ ଚାମଚ ହଳଦି-୧ ଚାମଚ ଭୁର୍ସୁଙ୍ଗ ପତ୍ର – ୮-୧୦ଟି ଶୁଖିଲା ଲଙ୍କା – ୩ଟି ପ୍ରଣାଳୀ- ପ୍ରଥମେ ପରିବାସବୁକୁ ଧୋଇ ଏକା ସାଇଜରେ ସରୁ ଲମ୍ବାରେ କାଟି ରଖନ୍ତୁ । ଦହିରେ ଲୁଣ, ହଳଦି ଅଧା, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଦେଇ ଗୋଳାଇ ରଖନ୍ତୁ । କରେଇରେ ତେଲ ଗରମ କରି ଫୁଟଣ, ଲଙ୍କା, ଭୁର୍ସୁଙ୍ଗ ପତ୍ର ପକାଇ ଫୁଟାନ୍ତୁ । ଏଥର ପରିବା ଓ କିଛି ଲୁଣ ପକାଇ ଘୋଡ଼ାଇ ସିଝିବାକୁ ଛାଡ଼ନ୍ତୁ । ସିଝିଗଲେ ସେଥିରେ ଦହି ପକାନ୍ତୁ । ମଧ୍ୟମ…
ସାମଗ୍ରୀ : ଅଟା – ୧ କପ ସିଝା ଆଳୁ – ୩ ଟି ଲେମ୍ବୁ – ୧/୪ ଅଦା – ୧ ଇଞ୍ଚ କଞ୍ଚା ଲଙ୍କା – ୧ଟି ଜିରା – ୧/୨ ଚା’ ଚାମଚ ହଳଦୀ ଗୁଣ୍ଡ – ୧/୨ ଚା’ ଚାମଚ ଧନିଆ ଗୁଣ୍ଡ – ୧/୨ ଚା’ ଚାମଚ ଲୁଣ – ସ୍ୱାଦ ଅନୁସାରେ ଘିଅ – ୧ ଟେବୁଲ ଚାମଚ କଟା ଧନିଆ ପତ୍ର – ୧ ଚା’ ଚାମଚ ପ୍ରଣାଳୀ- ପ୍ରଥମେ ଅଟାରେ ଟିକିଏ ଘିଅ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ମିଶାନ୍ତୁ । ଏଥିରେ ଆବଶ୍ୟକ ଅନୁସାରେ ପାଣି ଦେଇ ଚକଟି ରଖନ୍ତୁ । ପରେ ସିଝା ହୋଇ ରହିଥିବା ଆଳୁକୁ ଭଲଭାବେ ଚକଟି ରଖନ୍ତୁ । ଏବେ ପ୍ୟାନରେ ଟିକିଏ ଘିଅ ଗରମ କରି ଜିରା, ଅଦା ଛେଚା ଓ କଟା ଲଙ୍କା ପକାଇ ଟିକିଏ ଭାଜନ୍ତୁ ।…