Author: Suchitra P

Presenting Odia Album Song Eka Jibu Nahin Lyrics which is a odia sad song sung by Humane Sagar & Ananya Sritam Nanda. The Lyrics of the song is written by Sarat Kumar Dash and music of the song is composed by Prem Anand. Artist featured in the music video is Sraddha, Aswini. ତୋ ବିନା ନିଶ୍ୱାସ ଚାଲେନାହିଁ ଜମା ବସିରହି ନିର୍ବିକରେ ଭାବନାରେ ଥାଉ ଅହୋରାତ୍ର ତୁହି ନଥିଲେ ବି ନିକଟରେ ନ କହିବି କହୁ ନିଶବ୍ଦି କାହାଣୀ ଅନ୍ତରଙ୍ଗ ଅଭିସାରେ ଏକା ଯିବୁନାହିଁ ସାଥେ ନେବୁ ମତେ ଯିବୁ ଯେବେ କାହିଁ ଦୂରେ ଗ୍ରହ ଗହଣରେ ସୁରୁଯ ପରା ତୁ ତୋ ପାଇଁ ସକାଳ ଆସେ ଜୀଇବାର ନିଶା ହୁଏ ତୀବ୍ରତର ତୋର ମଦାଳସେ ହସେ ଜୀବନ ନୁହଁଇ…

Read More

Presenting Odia Album Song Mane Tu Paduchu Alo Pageli Lyrics which is a odia sad song sung by Humane Sagar. The Lyrics of the song is written by Sunil Maharana and music of the song is composed by Shubhransu Nayak. Artist featured in the music video is Omm, Prajyoti. ଭଲପାଇ ତତେ ଭଲରେ ଥିଲି ଭୁଲିଯିବୁ ମତେ ଭାବି ନ ଥିଲି ଓ..ଭଲପାଇ ତତେ ଭଲରେ ଥିଲି ଭୁଲିଯିବୁ ମତେ ଭାବି ନ ଥିଲି କଥା ଥିଲା ଚାଲିବା ସାଥି ହେଇ ମତେ ଛାଡି କୁଆଡେ ଗଲୁ ଚାଲି ବଞ୍ଚିବାକୁ ଦଉନି ତୋ ଅଭୁଲା ସ୍ମୃତି ଭୁଲିବାକୁ ଚାହିଁଲେ କି ଭୁଲି ପାରୁଛି ତତେ ମନରେ ରଖି ମୁଁ ମରୁଛି ଜଳି ମନେ ତୁ ପଡୁଛୁ ଆଲୋ ପାଗେଳି କୋଉଠି ଅଛୁ…

Read More

Presenting Tora Krushnachuda Hasa Lyrics which is a odia album song,sung by Kuldeep Pattnaik & Aseema Panda. The music is arranged by Asad Nizam & Lyrics is written by Pushpak Parida. The video song is directed by very famous Raja D. The star cast of the video are Himagni & Bijay. ଧିମା ଧିମା ତୋ ନିଶ୍ୱାସର ଏ ଧାସ ବାନ୍ଧି ମୋତେରେ ସମୟେ ବୁଣେ ଫାଶ ମୋତେ ବିଗାଡି ଦେଲାଣି ତୋର ସ୍ପର୍ଶ ମିଛଟାରେ ଦିଏ ବୟସର ଦୋଷ ନିତି ସପନେ ତୋ ସାଥେ ଭେଟୁଛି ହଁ ଏମିତି କାହିଁକି ମୋ ସାଥେ ଘଟୁଛି କହ ତୋ ପାଖେ ଏମିତି କଣ ଅଛି କହ ତୋ ପାଖେ ଏମିତି କଣ ଅଛି ତୋ କୃଷ୍ଣଚୂଡା ହସ ମାରିଦୋଉଛି ତୋ କୃଷ୍ଣଚୂଡା…

Read More

Watch the Full Video Song of  Tu Mori Duniya and Odia Album. Tu Mori Duniya Stars Sailendra Samantray, Jasmine Rath.Tu Mori Duniya is under the Banner of Amara Muzik. Directed by Raja D and Music Directed by Subhrajit Mohanty. Amara Muzik is the official Music Label of Tu Mori Duniya. ହୋ….ହୋ..ହୋ…. ହୃଦୟ ପରିଧି ସୀମା ଡେଇଁ ମନର ଝରକା ଯେବେ ଖୋଲେ ଚେହେରା ତୋର ମତେ ଖାଲି ଦିଶିଯାଏ ଏକଥା ଜାଣିଥା ପ୍ରେମ ମାନେ ଖାଲି ଦେବା ଜାଣେ ପାଇବା କଣ ଜାଣି ନାହିଁ ନିଃସ୍ୱାର୍ଥରେ ତତେ ମୁଁ ଭଲପାଏ ତୁ ଥରେ ବୁଝିଯା ପ୍ରିୟା…. ତୁ ମୋରି ଦୁନିଆ…. ତୁ ମୋରି ଦୁନିଆ…. ତୁ ମୋରି ଦୁନିଆ…. ଜହ୍ନ ତ ଲୁଚେ ଯେମିତି ବଉଦ ଫାଙ୍କ ଭିତରେ ସରମି…

Read More

Watch the full video song of Madhumita an Odia Album. Madhumita stars Tripati Maharana and Anisha Mishra. Madhumita is under the banner of TDA. Produced by Tripati Maharana directed by Tripati Maharana and music directed by Sushant Kumar. କେତେ କହ ଆଉ ତୋର କରୁଥିବି ପିଛା କହିଦେ ତୁ ଥରେ ଖାଲି କଣ ତୋର ଇଚ୍ଛା ଅଳପ ତୁ ହସିଦେଇ ଚାହୁଁ ଯେବେ ବୁଲି ମନ ମୋର ହେଇଯାଏ ସତେ ଚୋରା ବାଲି ଏଇ ମନ କଲୁ ଚୋରି, ହେଲୁ ମୋର କମଜୋରି ଏଇ ମନ କଲୁ ଚୋରି, ହେଲୁ ମୋର କମଜୋରି ତୋ ବିନା ଜୀବନଟା ଲାଗୁଛି ପିତା ମଧୁମିତା…… ହାଏ ମଧୁମିତା ଓ ମଧୁମିତା ଶୁଣିଯା ଶୁଣିଯା ମୋ ପ୍ରେମ କବିତା ମଧୁମିତା ଓ ମଧୁମିତା ଶୁଣିଯା ଶୁଣିଯା ମୋ ପ୍ରେମ କବିତା…

Read More

Presenting Haan Prema Hela Lyrics which is an odia song sung by Humane Sagar. The video song is featuring by Subhasis Sharma & Cookies Swain with the diection of Raja D. Haan Prema Hela is written by Rakesh Dash and music composed by Somesh Satpathy. ମୋ ଜୀବନେ ରଙ୍ଗଟିଏ ହେଇ ଏମିତି ରଙ୍ଗ ବୋଳି ଦେଲୁ ଫଗୁଣ ବି ଘୁଞ୍ଚିଯାଏ ପାଦେ ଚାହିଁଲେ ମୁଁ ମୋ ବାଟରେ ମେଘଟିଏ ହେଇ ତୁ ଏମିତି ମତେ ଭିଜେଇଲୁ ସପନ ବି ଘୁଞ୍ଚିଯାଏ ପାଦେ ଚାହିଁଲେ ମୁଁ ଏତେ ଖୁସି ଆଜି ଜୀବନରେ କିଏ ସେ ଢାଳିଲା ସେଇ ଖୁସି ପୁଣି ଜୀଇଁବାର କାରଣଟେ ହେଲା ହଁ ପ୍ରେମ ହେଲା ହେଇ ମତେ ଗଲା ହଁ ପ୍ରେମ ହେଲା ହେଇ ମତେ ଗଲା ଓଓଓ….ହଁ ପ୍ରେମ ହେଲା ହେଇ…

Read More

Presenting Hae Mo Dil Lyrics which is a romantic odia album song,sung by Humane Sagar & Arpita Choudhary. This beautiful song is written by Biku Babu and music arrange by Chinmay Dash & Bibhun. The music video is directed by Papu Sahoo, starring with Sradha, Sovan. ହାଏ ମୋ ଦିଲ୍ ମୋ ଦିଲ୍, ତୋ ପାଇଁ କରେ ଖାଲି ଫିଲ୍ ତୋ ନିଶା ନିଶା ଆଖି ମତେ ଦିୱାନା କଲା ତୋ ମହୁ ଝରା ଓଠ ମତେ ପାଗଳ କଲା ତୋ ଶେହଜାଦା ହସରେ ମୁଁ ହେଲିରେ ଫିଦା ଶହେ ଜନ୍ମ ଯାଏ ରହିଥିବି କରୁଛି ୱାଦା ତୋ ବିନା ଜୀଇଁବାଟା ତୋ ବିନା ମରିବାଟା ତୋ ବିନା ଜୀଇଁବାଟା ତୋ ବିନା ମରିବାଟା ଲାଗେରେ ମୁସକିଲ୍ ହାଏ ମୋ ଦିଲ୍ ମୋ ଦିଲ୍, ତୋ ପାଇଁ କରେ…

Read More

Presenting a odia romatic song Ajana Asuna Lyrics which is written by Rakesh Dash and music composed by Somesh Satpathy. This song is sung by Humane Sagar & Aseema Panda. This video is featuring Sailendra & Himagni while the Story & Direction is given by Rajendra Mohanta. ମନରେ ମୋ କେତେ ପ୍ରଶ୍ନ ଦବୁ କି ଉତ୍ତର ଖୋଜିଲେ ବି କାରଣ ମୁଁ, ପାଏନିରେ ତାର ହୋ.. ମନରେ ମୋ କେତେ ପ୍ରଶ୍ନ ଦବୁ କି ଉତ୍ତର ଖୋଜିଲେ ବି କାରଣ ମୁଁ, ପାଏନିରେ ତାର ଛାତିତଳ କଥାସବୁ ଆପେ ବୁଝିଯାରେ କହିଦେଲେ ଓଠ ଖୋଲି ମରିଯିବି ଲାଜରେ ଅଜଣା ଅଶୁଣା କାଇଁ ସବୁ ଲାଗେ ଆଜି ପ୍ରେମରେ, ତୋ ଓଠରେ ଟିକେ ଖୁସି ଦେଖିବାକୁ, ସବୁ ବାଜି ମୁଁ ହାରେ ଅଜଣା…

Read More

Presenting Sammohini Lyrics which is a odia romantic song by Kuldeep Pattnaik and Archana Padhi. This song is Music by Abhijit Tripathy And lyrics written by Ranjan Nayak. ସଜଳ ସଜଳ ତୋ ଆଖିର କଜ୍ଜଳ କହୁଛି ଲୋ କେତେ କଥା ସେଇ ଆଖିରୁ ତ ବାରି ହେଇଯାଏ ମୋ ପ୍ରେମର ଗଭୀରତା ହଜାରେ ଜହ୍ନକୁ ଏକାଠି କଲେ ବି ତୋ ମୁହଁ ପରି ଜମା ଦିଶୁନି ତୁ ସମ୍ମୋହିନୀ..ତୁ ସମ୍ମୋହିନୀ…ତୁ… ଅନେକ ଦିନରୁ ବାକିତ ରହିଛି ମୋ ମନର ମିଠା ଭୋକ କବରୀ ସଜେଇ କେବେଠୁ ବଇଛି ରଚିବାକୁ ପ୍ରେମ ଗପ ହଁ ସରମୀ ଲତାର ସରମ ପରସେ ଅଲିଅଳୀ ଅଭିମାନିନୀ ମୁଁ ସମ୍ମୋହିନୀ..ମୁଁ ସମ୍ମୋହିନୀ…ମୁଁ… ମିଛରେ ତୁ ରୁଷିଗଲେ ମେଘ କୁମାରୀ ଭାବନାର ବନ୍ଧ ବାଡ ଯାଏ ଉଛୁଳି ନଜରରେ ଛୁଇଁ ଯେବେ ଯାଉଛୁ ଚାଲି ବିନା ବସନ୍ତରେ…

Read More

Odia Album Lyrics Kichi Luha Jharithila is a odia sad song sung by Human Sagar. This Music of the song is composed by SS Prasad And the lyrics is written by Siban Swain. Ankit Mohanty, Niharika Dash & Mausam Sahu are the star cast featured in the music video. କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ କିଛି ଲୁହ ଝରିଥିଲା ଖୁସିରେ ତତେ ପାଇଗଲା ପରେ ବାକି ଲୁହ ଝରେ ଆଜି ଦୁଃଖରେ ତୁ ଚାଲିଗଲା ପରେ ନୀରବ ରହିଛି ହୃଦୟ ଲୋ ମୋର ନିଗାଡି ଦଉଛି ଆଖି ଲୁହ ମୋର ତତେ ଲୋ ଦେଖୁଛି ଖାଲି ସେ ଲୁହ ଭିତରେ କିଛି ଲୁହ ଝରିଥିଲା ଖୁସିରେ…

Read More