Presenting Hae Mo Dil Lyrics which is a romantic odia album song,sung by Humane Sagar & Arpita Choudhary. This beautiful song is written by Biku Babu and music arrange by Chinmay Dash & Bibhun. The music video is directed by Papu Sahoo, starring with Sradha, Sovan.
ହାଏ ମୋ ଦିଲ୍ ମୋ ଦିଲ୍, ତୋ ପାଇଁ କରେ ଖାଲି ଫିଲ୍
ତୋ ନିଶା ନିଶା ଆଖି ମତେ ଦିୱାନା କଲା
ତୋ ମହୁ ଝରା ଓଠ ମତେ ପାଗଳ କଲା
ତୋ ଶେହଜାଦା ହସରେ ମୁଁ ହେଲିରେ ଫିଦା
ଶହେ ଜନ୍ମ ଯାଏ ରହିଥିବି କରୁଛି ୱାଦା
ତୋ ବିନା ଜୀଇଁବାଟା ତୋ ବିନା ମରିବାଟା
ତୋ ବିନା ଜୀଇଁବାଟା ତୋ ବିନା ମରିବାଟା
ଲାଗେରେ ମୁସକିଲ୍
ହାଏ ମୋ ଦିଲ୍ ମୋ ଦିଲ୍, ତୋ ପାଇଁ କରେ ଖାଲି ଫିଲ୍
ହାଏ ମୋ ଦିଲ୍ ମୋ ଦିଲ୍, ତୋ ପାଇଁ କରେ ଖାଲି ଫିଲ୍
ଅଦିନିଆ ମେଘ ହେଇ, ସବୁ ଖୁସି ତତେ ମୁଁ ଦଉଥିବି
ତୋ ହାତ ଧରି ସାରା ଜନ୍ମ ବାଟ ମୁଁ ଚାଲୁଥିବି
ହୋ ତତେ ପାଖେ ପାଇ ଲାଗେ ଆଜି, ମତେ
ସବୁ ଫଗୁଣ ଫଗୁଣ
ଆସି ବୋଳିଦେ ତୁ ମୋ ଦେହରେ ରଙ୍ଗର ମେଲଣ
ତୋ ଆଖି ନଜରଟା ତୋ ହସ ଫରୁଆଟା
ତୋ ଆଖି ନଜରଟା ତୋ ହସ ଫରୁଆଟା
ମତେ କରୁଛି ଫାଜିଲ୍
ହାଏ ମୋ ଦିଲ୍ ମୋ ଦିଲ୍, ତୋ ପାଇଁ କରେ ଖାଲି ଫିଲ୍
ହାଏ ମୋ ଦିଲ୍ ମୋ ଦିଲ୍, ତୋ ପାଇଁ କରେ ଖାଲି ଫିଲ୍
ଆଖି ଖୋଲିଦେଲେ ତୋ ଛବି, ଦେଖୁଛି
ପ୍ରତି ମୁହୂର୍ତ୍ତରେ
ତତେ ନ ଦେଖିଲେ କିଛିବି ଭଲ ଲାଗୁନିରେ
ହୋ..ତୋ ପାଇଁ ଛଅ ଋତୁ ଲାଗେ ମତେ ଯେ
ରଙ୍ଗୋଲି ରଙ୍ଗୋଲି
ଇଚ୍ଚା ହୁଏ ତୋ ସାଥେ ଟିକେ, ଖେଳିବାକୁ ହୋଲି
ତତେ ଟିକେ ଛୁଇଁବାକୁ, ତୋ ସାଥେ ହଜିବାକୁ
ତତେ ଟିକେ ଛୁଇଁବାକୁ, ତୋ ସାଥେ ହଜିବାକୁ
ଖୋଜେରେ ମୋ ଦିଲ୍
ହାଏ ମୋ ଦିଲ୍ ମୋ ଦିଲ୍, ତୋ ପାଇଁ କରେ ଖାଲି ଫିଲ୍
ହାଏ ମୋ ଦିଲ୍ ମୋ ଦିଲ୍, ତୋ ପାଇଁ କରେ ଖାଲି ଫିଲ୍
Song:Hae Mo Dil
Singer:Humane Sagar & Arpita Choudhary
Casting:Sradha, Sovan
Lyrics:Biku Babu
Music:Chinmay Dash