OdiaWeb- Odia Film, Music, Songs, Videos, SMS, Shayari, Tourism, News

ଫୁଲ କୋବି ଖଟା

Phula Kobi Khata

Phula Kobi Khata

ଉପାଦାନ: ଗୋଟିଏ ଫୁଲ କୋବି, ୧୦ ଗ୍ରାମ୍‌ ସିଝା ମଟର, କିଛି କୋରୀ, ୨୫୦ ଗ୍ରାମ୍‌ ଟମାଟୋ, ଗୋଟିଏ ରସୁଣ, ୨୦୦ ଗ୍ରାମ୍‌ ଚିନି, ଚାରିଟା ତେଜ ପତ୍ର ଓ ଅଳ୍ପ ଦହି ।

ପ୍ରସ୍ତ୍ରୁତି:
କୋବିକୁ ଖଣ୍ଡ ଖଣ୍ଡ କରି ତେଲରେ ଅଧା ଭାଜନ୍ତୁ |ତାପରେ କଡେଇରେ ତେଲ ଗରମ କରି ଲଙ୍କା,ଜିରା ଓ ଫୁଟଣ ଫୁଟାନ୍ତୁ |ସେଥିରେ ବଟା ରସୁଣ,ଟମାଟୋ,ଅଧାଭଜା କୋବି,ସିଝା ମଟର ,କୋରା ନଡିଆ,ତେଜ ପତ୍ର ପକାଇ କିଛି ସମୟ ଘାଣ୍ଟିବା ପରେ ଘୋଡାଇ ଦିଅନ୍ତୁ |ଟମାଟୋ ସିଝିଗଲା ପରେ ସେଥିରେ ଚିନି ପକାଇ ଓହ୍ଲାଇ ଦହି,ଲଙ୍କାଗୁଣ୍ଡ,ଜିରାଗୁଣ୍ଡ ପକାନ୍ତୁ |

Comments

comments