OdiaWeb- Odia Film, Music, Songs, Videos, SMS, Shayari, Tourism, News

ବାଇଗଣ ଭର୍ତା

baigan ka bharta
baigan ka bharta

ସାମଗ୍ରୀ :
ବଡ ବାଇଗଣ – ୨ଟା
ଟମାଟୋ -୨ ଟା
ଧନିଆ ଗୁଣ୍ଡ – ୧ ଟେବୁଲ୍ ଚାମଚ
ଲଙ୍କା ଗୁଣ୍ଡ – ୧/୨ ଚା ଚାମଚ
ଜିରା – ୧/୨ ଚା ଚାମଚ
ତେଲ- ୧ ଟେବୁଲ୍ ଚାମଚ
ଧନିଆପତ୍ର କିଛି
ପରିମାଣ ଲୁଣ
ପ୍ରଣାଳୀ :
ବାଇଗଣ ଓ ଟମାଟୋ ଅଲଗା ସିଝାଇ ନିଅ | ଚୋପା ଛଡାଇ ଏକାଠି ଚକଟି ନିଅ ଲୁଣ ଦେଇ | କରେଇରେ ତେଲ ଗରମ କରି ଜିରା ଫୁଟାଅ | ସେଥିରେ ବାଇଗଣ , ଟମାଟୋ ଚକଟା ,ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଘାଣ୍ଟ | ଆଣି ଶୁଖିଗଲେ ସେଥିରେ ଧନିଆ ପତ୍ର ଦେଇ ଓହ୍ଲାଇ ଦିଅ |

Comments

comments