ସାମଗ୍ରୀ :
ନଡ଼ିଆ କୋରା -୧କପ୍
ଦହି -୧ କପ୍ .
ଅଦା ଟିକେ
କଞ୍ଚାଲଙ୍କା -୨ଟା
ଧନିଆପତ୍ର କିଛି
ପରିମାଣ ଲୁଣ
ପ୍ରଣାଳୀ :
କଞ୍ଚାଲଙ୍କା, ଅଦା, ଧନିଆପତ୍ର ଚୂନା ଚୂନା କାଟି ନିଅ । ନଡ଼ିଆ କୋରାରେ ସେଗୁଡ଼ିକ ମିଶାଇ ନିଅ । ଲୁଣ ଓ ଦହି ସେଥିରେ ଦେଇ ଭଲଭାବରେ ମିଶାଇ ନିଅ ।
Comments
comments