OdiaWeb- Odia Film, Music, Songs, Videos, SMS, Shayari, Tourism, News

ତାଳ ପୋଡ଼ା ପିଠା

Tala Poda Pitha

Tala Poda Pitha

ସାମଗ୍ରୀ:
( ୧ଟା ତାଳ, ୨ କପ୍‌ ମଇଦା,ଅଧ କପ୍‌ ଚିନି ୨ ଟେବୁଲ ଚାମଚ ଘିଅ,
ଅଧ ଚାମଚ ଖାଇବା ସୋଡ଼ା)


ପ୍ରସ୍ତୁତି : ତାଳରୁରସ ବାହାର କରିଦିଅ । ସେଥିରେ ମଇଦା ଖାଇବା ସୋଢ଼ା ଚିନି ଓ ଘିଅ ମିଶାଇ ଦିଅ । ଏହାକୁ ଏକ ଘଣ୍ଟା ରଖି ଦିଅ । ବେକିଂ ଡିସ୍‌ରେ କଦଳୀ ପତ୍ର ଦେଇ ଏହି ମିଶ୍ରଣ ରଖି ୨ ମିନିଟ୍‌ ବେକ୍‌ କର ।

Comments

comments