OdiaWeb- Odia Film, Music, Songs, Videos, SMS, Shayari, Tourism, News

ଖାସ୍ତାଗଜା

Khastagaja

Khastagaja

ସାମଗ୍ରୀ:
9 କପ୍‌ ମଇଦା,
ଅଧକପ୍‌ ଖୁଆ,
୧ କପ୍‌ ଚିନି,
ଅଧ କପ୍‌ ଘିଅ,
ଅଧ ଚା ଚାମଚ ବେଚିଂ ପାଉଡ଼ର,
ଛାଣିବା ପାଇଁ ରିଫାଇନ୍ ତେଲ ।

ପ୍ରସ୍ତୁତି : ମଇଦା, ଖୁଆ, ଚିନି, ୨ ଟେବୁଲ ଚାମଚ ଘିଅ ଓ ବେକିଂ ପାଉଡ଼ର, ସବୁ ଭଲ ଭାବରେ ମିଶାଇବେ । ସେଥିରେ ଅଳ୍ପ ପାଣି ଦେଇ ଭଲ କରି ଦଳିବେ । ଏହାକୁ ମୋଟା ବେଲି ନେଇ ୮ଟି ଖାସ୍ତା ଗଜା କାଟିବେ । ରିଫାଇନ୍ ତେଲ ଗରମ କରି ଖୁବ୍‌ କମ୍‌ ନିଆଁରେ ଏଇ ଖାସ୍ତା ଗଜାଗୁଡ଼ିକୁ ଓଲଟ ପାଲଟ କରି ଭାଜିବେ । ଅଧକପ୍ ପାଣି ଦେଇ ରସ ତିଆରି କରିବେ । ସେଇ ରସରେ ଖାସ୍ତା ଗଜାରେ ଚିନିଗୁଡ଼ିକୁ ଦେଇ ଫୁଟାଇ ଫୁଟାଇ ରସ ଶୁଖାଇ ଦେବେ । ଖାସ୍ତା ଶୁଖିଲା ହେବ ।

Comments

comments