OdiaWeb- Odia Film, Music, Songs, Videos, SMS, Shayari, Tourism, News

ଆଳୁ ପୁରି

Odia Recipe Aloo Puri

Odia Recipe Aloo Puri

ସାମଗ୍ରୀ:

(୨ କପ୍‌ ଅଟା, ୨ଟା ସିଝା ଆଳୁ, ଦରକାର ମୁତାବକ ଲୁଣ)

ପ୍ରସ୍ତୁତି :
ଅଦା, କଞ୍ଚାଲଙ୍କା ବଟା, ଟିକେ ଲୁଣ ସହ ମଖନ ଦେଇ କିଛ
ସମୟ ଦଳିବେ, ଆଳୁ ଯେପରି ଭଲ ଭାବରେମିଶିଯାଏ । ଦଳା ଯେପରି ଟାଣ
ହେବ । ଛୋଟ ଛୋଟ ଗୁଳା କରି ପତଳା ବେଲି ପୁରି ଛାଣିବେ । ଗରମ ଗରମ
ଟମାଟୋ ସସ୍‌ କିମ୍ବା ନଡ଼ିଆ ଚଟଣି ସାଙ୍ଗରେ ଖାଇବାକୁ ଦେବେ ।

Comments

comments