ସାମଗ୍ରୀ:
(୨ କପ୍ ଅଟା, ୨ଟା ସିଝା ଆଳୁ, ଦରକାର ମୁତାବକ ଲୁଣ)
ପ୍ରସ୍ତୁତି :
ଅଦା, କଞ୍ଚାଲଙ୍କା ବଟା, ଟିକେ ଲୁଣ ସହ ମଖନ ଦେଇ କିଛ
ସମୟ ଦଳିବେ, ଆଳୁ ଯେପରି ଭଲ ଭାବରେମିଶିଯାଏ । ଦଳା ଯେପରି ଟାଣ
ହେବ । ଛୋଟ ଛୋଟ ଗୁଳା କରି ପତଳା ବେଲି ପୁରି ଛାଣିବେ । ଗରମ ଗରମ
ଟମାଟୋ ସସ୍ କିମ୍ବା ନଡ଼ିଆ ଚଟଣି ସାଙ୍ଗରେ ଖାଇବାକୁ ଦେବେ ।