Presenting Odia Album Song Aaji Bi Se Bhari Manepade Lyrics which is sung by Kuldeep Patnaik, song is written by D Suprava and the music is composed by Pradeepta Rath. This video song is featured by Aswin Tripathy & Damini.

ମିଛର ପରଦା ତଳେ ତାକୁ ମୁଁ ଲୁଚାଏ ଯେତେ
ସ୍ମୃତିର କୁହୁଡି କାଟି ପାଖକୁ ଆସେ ସେ ସେତେ
ଭଙ୍ଗା ସପନ ଦେଖୁଛି କେତେ
ଏବେବି ତାର ଚେହେରା ମତେ
ଦିଶୁଛି କାଇଁ ମୋ ଲୁହରେ
ଆଜିବି ସେ ଭାରି ମନେପଡେ
ଆଜିବି ସେ ଭାରି ମନେପଡେ
ପ୍ରତିଶୋଧ ଖାଲି ନବାପାଇଁ ସିଏ
ଭାଙ୍ଗିଦେଲା ପ୍ରତିଶୃତି
ତଥାପି ମୁଁ ତାର ଜୀବନରେ କାହିଁ
ଜାଗା ଖୋଜେ ଦିନ ରାତି
ବିରହ ନିଆଁ ଜାଳୁଛି ମୋତେ
ଛଳନା ତାର ସହିବି କେତେ
ମାରୁଛି ପ୍ରତି ମୁହୂର୍ତ୍ତରେ
ଆଜିବି ସେ ଭାରି ମନେପଡେ
ଆଜିବି ସେ ଭାରି ମନେପଡେ
ସମୁଦ୍ର ଦେହରେ ମିଶିଯିବା ପାଇଁ
ପର୍ବତକୁ ଭୁଲେ ନାହିଁ
ଓ…
ବାଛିନେଲା ସିଏ ତା ଅଲଗା ବାଟ
ମୋ ପାଖେ ମତେ ହରେଇ
ଜୀଇଁବାର ସେ ଥିଲା କାରଣ
ଜୀଇଁବାଟା ଲାଗେ ସାତ ସପନ
ଦୂରେଇ ସିଏ ଗଲା ପରେ
ଆଜିବି ସେ ଭାରି ମନେପଡେ
ଆଜିବି ସେ ଭାରି ମନେପଡେ
ଆଜିବି ସେ ଭାରି ମନେପଡେ
ଆଜିବି ସେ ଭାରି ମନେପଡେ
♪ Song: Aji Bi Se Bhari Manepade
♪ Music: Pradeepta Rath
♪ Lyrics: D Suprava
♪ Singer: Kuldeep Patnaik
♪ Music Arrangement: Situ Rath & Piku Rath
♪ Additional Vocal : Mousami Nayak
♪ Flute & Shenai : MSIMADRE SIMA
♪ Dub & Mix : Smruti Studio
♪ Special Thanks : Abhijeet Tripathy
♪ An OdishaR production
♪ Language : Odia
♪ Director : Smruti R
♪ Starring : Aswin Tripathy & Damini
♪ DOP : Soumya
♪ EDIT : Manas Kumar Sahoo
♪ Color : MKS Studio
♪ Makeup : Manas
♪ Production Manager : Nitesh Kumar PRusty