OdiaWeb- Odia Film, Music, Songs, Videos, SMS, Shayari, Tourism, News

Odia Rasiphala Wednesday 30th January 2019

Odia Rashiphala

Odia Rashiphala

ବ୍ୟୟ ବହୁଳର ସମ୍ମୁଖୀନ ହେବେ । ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ସୁଖ ସମୃଦ୍ଧିର ସମୟ ଉପସ୍ଥିତ । ବାଣିଜ୍ୟ କାର୍ଯ୍ୟରେ ଆଗେଇବେ । ସର୍ବଜନ ସର୍ବଜନ ପ୍ରିୟ ହୋଇପାରନ୍ତି ।
 ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିବେ । ବହୁମିତ୍ରଙ୍କ ସାନିଧ୍ୟ ପାଇ ଉପକୃତ ହେବେ । ସୌଭାଗ୍ୟ ସଂଯୋଗର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ପ୍ରୀତି ଲାଭ ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।
ମନରେ ଗର୍ବଭାବ ଉଦ୍ରେକ ହେବ । ସାନ ଭାଇମାନଙ୍କ ଠାରୁ ଆଦର-ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶତ୍ରୁନାଶ କରିବାରେ ସକ୍ଷମ ହେବେ । ଚକ୍ଷୁପୀଡ଼ା ଉପିଜିବ ।
ନିଜର କୌଳିକ କାର୍ଯ୍ୟରୁ ଲାଭ ମିଳିବ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । କ୍ରୋଧିତ ହୋଇପାରନ୍ତି । ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ଯଦିଓ ହିଂସା ମାର୍ଗରେ ମନବଳାଇବେ; ତଥାପି ଶ୍ରେଷ୍ଠ ମାନ୍ୟତା ମିଳିବ ।
 ଆପଣଙ୍କ ପକ୍ଷେ ପରିସ୍ଥିତି ଅସହ୍ୟ ହୋଇପାରେ । ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ଅଧିକ ଉତ୍ସାହିତ ହୋଇପାରନ୍ତି । କର୍ମ ତତ୍ପରତା ପ୍ରକାଶ ପାଇବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।
ଚିନ୍ତା ଦୂରେଇ ଯିବ । ପରିଶ୍ରମର ମୂଲ୍ୟ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସରକାରୀ ସ୍ତରରୁ ସମ୍ମାନିତ ହେବେ । ବିଦ୍ୟା ଅର୍ଜନରେ ସକ୍ଷମ ହୋଇପାରନ୍ତି । ମାନସିକ ଅଶାନ୍ତି ଦୂର ହେବ ।
କୌଣସି ଦିଗରୁ ବିଚାର ନ କରି କାର୍ଯ୍ୟ କରି ଚାଲିବେ । ବିଚାର ଆଲୋଚନା ନ କରି କାର୍ଯ୍ୟ କଲେ ସଫଳତା ମିଳିବା କଷ୍ଟସାଧ୍ୟ ହେବ । ବାଧା-ବିଘ୍ନ ସତ୍ତ୍ୱେ କାର୍ଯ୍ୟରେ ସଫଳତା ମିଳିବ । ବିଭିନ୍ନ ଦିଗରୁ ଧନାଗମର ସଯୋଗ ସୃଷ୍ଟି ହୋଇଛି ।
 ଗୃହ ଜଞ୍ଜାଳରେ ବ୍ୟସ୍ତ ରହିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଲକ୍ଷ୍ମୀ ବରଦାୟିକା ଅଛନ୍ତି । ମୂଲ୍ୟବାନ ଦ୍ରବ୍ୟଲାଭର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହୋଇପାରେ।
ଭ୍ରାତୃସ୍ନେହୀ ହୋଇପାରନ୍ତି । କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି । ସମସ୍ୟା ଦୂର ହୋଇପାରେ । ସର୍ବତ୍ର ଶୁଭ ଆଶା କରାଯାଏ । କାର୍ଯ୍ୟ କ୍ଷେତ୍ରରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ । ମଧୁରଭାଷୀ ହେବେ । ସଫଳତାର ଶୀର୍ଷକୁ ଯିବେ ।
ଶୁଭକର୍ମ ସବୁ ବାଧାବିଘ୍ନକୁ ଏଡ଼ାଇ ଧୀରେ ସୁସ୍ଥେ ଆଗକୁ ବଢ଼ିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୀର୍ତ୍ତିମାନ୍ ହେବେ । ଆଦର ଅଭ୍ୟର୍ଥନା ମିଳିବ । କରିତ୍‌କର୍ମା ହେବେ । ବ୍ୟବସାୟ ଲାଭଜନକ ହେବ । ସରକାରୀ ଅର୍ଥ ମିଳିବ।
ବିଚାର ବିମର୍ଶ ଓ ଆଲୋଚନାରୁ ଉପକୃତ ହୋଇପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଆୟ ଆଶାନୁରୂପ ହେବ । ପାରିବାରିକ ସମୃଦ୍ଧି ଆଶା କରାଯାଏ । ବ୍ୟବସାୟ ଲାଭଜନକ ହେବ । କୀର୍ତ୍ତିମାନ୍ ହେବେ । ସର୍ବ ସୁଖ ଆଶା କରାଯାଏ।
ପାରିବାରିକ ଅଶାନ୍ତି ଦୂରେଇ ଯିବ । ଜନ ସଂପର୍କ ବୃଦ୍ଧି ପାଇବ । ପରିଶ୍ରମ ଅଧିକ ହେବ; ମାତ୍ର ସ୍ୱଳ୍ପ ଲାଭ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦିନସାରା କାର୍ଯ୍ୟ ବ୍ୟସ୍ତରେ ରହିବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments