![]() |
ବୈବାହିକ ଜୀବନ ସୁଖପ୍ରଦ ହେବ। ଦାନ,ଧର୍ମ କରି ଆତ୍ମତୃପ୍ତି ଲାଭ କରିବ। ଧର୍ମ କାର୍ଯ୍ୟରତ ରହିପାରନ୍ତି। ଭ୍ରମଣଯୋଗ ଅଛି। ଜନୈକା ମହିଳାଙ୍କ ଦ୍ୱାରା ଉପକୃତ ହେବେ। ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ। |
ଆୟ ବୃଦ୍ଧି ସୂଚନା ମିଳୁଛି। ଶିଳ୍ପ ସ୍ଥାପନ ପାଇଁ ଉଦ୍ୟମ ଚଳାଇ ପାରନ୍ତି। ଧର୍ମରତ ହେବେ। ପଣ୍ଡିତରେ ଗଣ୍ୟ ହୋଇପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ସରଳ ପ୍ରକୃତି ଓ ବିନୀତ ସ୍ୱଭାବର ହୋଇପାରନ୍ତି। ମନ୍ତ୍ରଣା ଦାତା ଓ ସୁଖୀ ହେବେ। କାବ୍ୟ ରଚନା କରିବେ। | |
କାର୍ଯ୍ୟ କ୍ଷେତ୍ର କଷ୍ଟଦାୟକ ହେବ। ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ। ଅର୍ଥ ସଞ୍ଚୟ କରିବାରେ ଲାଗି ପଡ଼ିବେ। ପଦ-ପଦବୀ ମିଳିପାରେ। କଥାରେ ଲୋକମାନଙ୍କୁ ବଶ କରି ପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାରୀ ହେବେ। | |
ପରିସ୍ଥିତି ଉତ୍ସାହଜନକ ହେବ। ବହୁ ମିତ୍ରଙ୍କ ସାନ୍ନିଧ୍ୟରେ ବିଶେଷ ଉପକୃତ ହୋଇପାରନ୍ତି। ଶତ୍ରୁତାର ଶିକାର ହେବେ; ମାତ୍ର କିଛି କ୍ଷତି ହେବ ନାହିଁ। ଅନ୍ୟ ପକ୍ଷରେ ଶତ୍ରୁବିନାଶ କରିବାରେ ସକ୍ଷମ ହେବେ। ଧନ ସହିତ ଯାନ-ବାହନ ମିଳିବ। | |
କାର୍ଯ୍ୟ ଭାର ବହନ କରି ଲାଭବାନ୍ ହେବେ। ନିରବ ଭାବ ଅବଲମ୍ବନ କରିପାରନ୍ତି। ସମ୍ମାନିତ ହୋଇପାରନ୍ତି। ଧନ ଓ ଯାନ-ବାହନାଦିରୁ ସଖୁଭୋଗ କରିବେ। ସରକାରଙ୍କ ଅନୁଗ୍ରହରୁ ବହୁ ସମ୍ପଦ ଲାଭ ହୋଇପାରେ। ନୃତ୍ୟ ସଙ୍ଗୀତପ୍ରିୟ ହେବେ। | |
ଆପଣ ଠିକ୍ ଭାବରେ ଚାଲିଥିବାରୁ ଅନୁତପ୍ତ ହେବାର ଆବଶ୍ୟକତା ନାହିଁ। ନିରବ ଚିନ୍ତକ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ମନ ସନ୍ତୁଷ୍ଟ ହେବ। ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ। ବୁଦ୍ଧିମାନ୍ ହେବେ। ଯାନ-ବାହନ ସୁଖ ମିଳିବ। ଧନବାନ୍ ହେବେ। | |
ଜମି-ବାଡ଼ି ଘଟଣା ତଥା ଚାଷ କାର୍ଯ୍ୟରେ ଦ୍ୱନ୍ଦ୍ୱ ଉପୁଜି ପାରେ। ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟ ଲାଭ କରିବେ। ଭାଷାବିତ୍ ହୋଇପାରନ୍ତି। ଧନଶାଳୀ ହେବାର ଆଶା ରହିଛି। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। | |
ମାଲିମୋକଦ୍ଦମାରେ ବିଜୟୀ ହେବେ। ସାନ୍ତ୍ୱନା ମିଳିବ। ଉପୁଜିଥିବା ସଙ୍କଟ ଦୂର ହେବ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ଯାନ-ବାହନ ସୁଖ ମିଳିପାରେ। ଧନବାନ୍, ଗଣୁଯକ୍ତ, ଉପାର୍ଜନକାରୀ ଓ ବଳିଷ୍ଠ ହେବେ। ସୁସ୍ୱାଦୁ ଭୋଜନ ମିଳିବ। ସୁସ୍ଥ ରହିବେ। | |
ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞତା ଅର୍ଜନ କରିବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସତସଙ୍ଗୀ ହେବେ। ସତକର୍ମରେ ବ୍ୟୟ କରିପାରନ୍ତି। ପଡ଼ୋଶୀ ଓ ସହକର୍ମୀଙ୍କ ସହିତ ସଦ୍ଭାବନାରେ ଚଳିବେ। ସୁଖୀ ହେବେ। ଅସାଧ୍ୟ କାର୍ଯ୍ୟକୁ ସହଜରେ ସାଧନ କରିପାରନ୍ତି। | |
ପ୍ରତାରିତ ହୋଇପାରନ୍ତି। ଧୈର୍ଯ୍ୟ ହାନି ଘଟିପାରେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟିହେବ। ଆୟ ଆଶାନୁରୂପ ହେବ। କର୍ମକ୍ଷେତ୍ରରୁ ବହୁ ଶୁଭଫଳ ମିଳିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ଅର୍ଥମିଳିବ। | |
ଶିକ୍ଷାକ୍ଷେତ୍ରରେ ଅଧିକ ଅଭିଜ୍ଞ ହେବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନ-ବାହନ ସୁଖ ମିଳିବ। କୀତ୍ତି ସ୍ତମ୍ଭ ସ୍ଥାପନ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ। ସୁଖ ମିଳିବ। | |
ଯାନ-ବାହନ ଚଳାଚଳରେ ସତର୍କ ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଗୃହରେ ଶାନ୍ତି ବାତାବରଣ ସୃଷ୍ଟିହେବ। ଗୋଷ୍ଠୀ, ନଗର, ଗ୍ରାମର ଅଧିପତି ହେବେ। ଉତ୍ତମ ଗଣୁଯକ୍ତ, ନୀତିନିଷ୍ଠ ଓ ଚତୁର ହୋଇପାରନ୍ତି। |
Odia Calendar 2019
Comments
comments